Budget 2023:PM ଆବାସ୍ ଯୋଜନାକୁ ନେଇ ବଡ ଘୋଷଣା; ସମସ୍ତଙ୍କ ମୁଣ୍ଡକୁ ଛାତ ଯୋଗାଇବେ ସରକାର

Budget 2023: PM ଆବାସ୍ ଯୋଜନାକୁ ନେଇ ବଡ ଘୋଷଣା; ସମସ୍ତଙ୍କ ମୁଣ୍ଡକୁ ଛାତ ଯୋଗାଇବେ ସରକାର

Budget 2023

Budget 2023

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Budget 2023: ପ୍ରତି ପରିବାରକୁ ବାସଗୃହ ଯୋଗାଇବାକୁ ସମତଳ ଭୂମି ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କା ଦିଆଯିବ । ପାହାଡିଆ ଅଞ୍ଚଳରେ ଘର ପାଇଁ ୧ ଲକ୍ଷ ୩୦ ହଜାର ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ବଜେଟ ଉପସ୍ଥାପନା ବେଳେ ଅର୍ଥମନ୍ତ୍ରୀ କହିଛନ୍ତି ପ୍ରତି ଲୋକଙ୍କର ନିଜର ଘର ହେବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଚଳିତ ବଜେଟ ରାଶିକୁ ପୂର୍ବାପେକ୍ଷା ୬୬ ପ୍ରତିଶତ ବଢାଇଦିଆଯାଇଛି । ୨୦୨୩-୨୪ ବର୍ଷ ପାଇଁ ଏହି ଯୋଜନାରେ ୭୯,୦୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଅଟକଳ କରାଯାଇଛି ।

ସରକାର ସମସ୍ତଙ୍କ ମୁଣ୍ଡକୁ ଛାତ ଯୋଗାଇବେ । ପିିଏମ୍ ଆବାସ୍ ଯୋଜନା ଅଧିନରେ ଉଚିତ ହିତାଧିକାରୀଙ୍କୁ ଘର ମିଳିବ । ଏଥିପାଇଁ ନିର୍ଦ୍ଦଷ୍ଟ ଅର୍ଥ ରାଶି ମଧ୍ୟ ଘୋଷଣା କରାଯାଇଛି ।




Published by:Soumya Das
First published: