ବର୍ଷ ଯାଏଁ ମାଗଣା ଅନ୍ନ ଯୋଜନା; ମିଲେଟକୁ ପ୍ରୋତ୍ସାହନ ପାଇଁ ଆରମ୍ଭ ହେବ 'ଶ୍ରୀଅନ୍ନ'

Budget 2023: ଆଉ ବର୍ଷ ଯାଏଁ ମାଗଣା ଅନ୍ନ ଯୋଜନା । ମିଲେଟକୁ ପ୍ରୋତ୍ସାହନ ପାଇଁ ଆରମ୍ଭ ହେବ 'ଶ୍ରୀଅନ୍ନ' ଯୋଜନା ।

Budget 2023

Budget 2023

  • News18 Odia
  • Last Updated :
  • Other, India
  • Share this:
News18 0dia Digital

Budget 2023: ଆଉ ବର୍ଷ ଯାଏଁ ମାଗଣା ଅନ୍ନ ଯୋଜନା । ମିଲେଟକୁ ପ୍ରୋତ୍ସାହନ ପାଇଁ ଆରମ୍ଭ ହେବ 'ଶ୍ରୀଅନ୍ନ' ଯୋଜନା ।

ଗ୍ଲୋବାଲ୍ ହବ୍ ଫୋର୍ ମିଲେଟସ୍ ଅଧୀନରେ ମିଲେଟରେ ଭାରତ ବହୁତ ଆଗରେ ଅଛି ପୁଷ୍ଟିକର ଖାଦ୍ୟ, ଖାଦ୍ୟ ନିରାପତ୍ତା ଏବଂ ଚାଷୀଙ୍କ ପାଇଁ ଯୋଜନା ପାଇଁ ମିଲେଟ୍ କାର୍ଯ୍ୟକ୍ରମ ଚାଲିଛି । ଶ୍ରୀଅନ୍ନ ରାଡି, ଶ୍ରୀଅନ୍ନ ବାଜରା, ଶ୍ରୀଅନ୍ନ ରାମଦାନା, କୁଙ୍ଗନି, କୁଟୁର ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ଅଛି । ମିଲେଟରେ କୃଷକଙ୍କ ବହୁ ଅବଦାନ ରହିଛି ଏବଂ ଶ୍ରୀ ଆନ୍ନକୁ ଏକ ହବ୍ କରିବା ପାଇଁ ଉଦ୍ୟମ ଚାଲିଛି । ଶ୍ରୀଅନ୍ନା ଉତ୍ପାଦନ ପାଇଁ ହାଇଦ୍ରାବାଦର ରିସର୍ଚ୍ଚ ଇନଷ୍ଟିଚ୍ୟୁଟରୁ ବହୁ ସାହାଯ୍ୟ ଗ୍ରହଣ କରାଯାଉଛି  ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ କେନ୍ଦ୍ର ବଜେଟ୍‌ ଉପସ୍ଥାପନା କରିଛନ୍ତି। ଏହି ଅବସରରେ ସେ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ରାସନ ଦିଆଯାଉଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ  ସୂଚନା ଦେଇଛନ୍ତି।
Published by:Soumya Das
First published: