Budget 2023: ବଜେଟରେ ସ୍ୱାସ୍ଥ୍ୟକୁ ପ୍ରାଧାନ୍ୟ; ପ୍ରତିଷ୍ଠା ହେବ ୧୫୭ ନର୍ସିଂ କଲେଜ

Budget 2023: ବଜେଟରେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ପ୍ରାଧାନ୍ୟ । ମେଡିକାଲ୍ କଲେଜ ସହିତ ୧୫୭ ନୂତନ ନର୍ସିଂ କଲେଜ ପ୍ରତିଷ୍ଠା ହେବ।

Budget 2023

Budget 2023

  • News18 Odia
  • Last Updated :
  • Other, India
  • Share this:
Nrews18 Odia Digital

ଉପସ୍ଥାପନ ହେଲା ସାଧାରଣ ବଜେଟ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ବଜେଟ ଉପସ୍ଥାପନ । ଏହା ଅମୃତ କାଳରେ ପ୍ରଥମ ବଜେଟ୍ ବୋଲି ସେ କହିଛନ୍ତି । ଏହି ବଜେଟରେ ସ୍ୱାସ୍ଥ୍ଯ ମୂଳଦୂଆକୁ ପ୍ରାଧାନ୍ଯ ଦିଆଯାଇଛି ।

ବର୍ଷ ଯାଏଁ ମାଗଣା ଅନ୍ନ ଯୋଜନା; ମିଲେଟକୁ ପ୍ରୋତ୍ସାହନ ପାଇଁ ଆରମ୍ଭ ହେବ 'ଶ୍ରୀଅନ୍ନ'


ଜାଣନ୍ତୁ ବଜେଟର ହାଇଲାଇଟ

ମେଡିକାଲ୍ କଲେଜ ସହିତ ମିଳିତ ସ୍ଥାନରେ ୧୫୭ ନୂତନ ନର୍ସିଂ କଲେଜ ପ୍ରତିଷ୍ଠା ହେବ।

ଫାର୍ମା କ୍ଷେତ୍ରରେ ଗବେଷଣା ଏବଂ ନୂତନତ୍ୱକୁ ପ୍ରୋତ୍ସାହିତ କରିବା ପାଇଁ ନୂତନ କାର୍ଯ୍ୟକ୍ରମ କରାଯିବ।

ଫାର୍ମା ରେ R&D କୁ ପ୍ରୋତ୍ସାହିତ କରିବା ପାଇଁ ନୂତନ କାର୍ଯ୍ୟକ୍ରମ ଉତ୍କର୍ଷ କେନ୍ଦ୍ର ମାଧ୍ୟମରେ ନିଆଯିବ।

R&D ରେ Pvt ନିବେଶକୁ ଉତ୍ସାହିତ କରିବ।

2014 ପରେ 157 ଟି ନୂତନ ମେଡିକାଲ କଲେଜ ପ୍ରତିଷ୍ଠା କରାଯାଇଛି।
Published by:Soumya Das
First published: