News18 Odia Digital
Budget 2023: ୨୦୨୩-୨୪ ଆର୍ଥିକ ବର୍ଷର ବଜେଟରେ ରେଲୱେ ପାଇଁ ୨.୪୦ ଲକ୍ଷ କୋଟି ଟଙ୍କାର ବଜେଟ ଘୋଷଣା କରାଯାଇଛି । ରେଲୱେର ନୂଆ ଯୋଜନା ପାଇଁ ୭୫ ହଜାର କୋଟି ଟଙ୍କା ବିନିଯୋଗ ହେବ। ସେହିପରି ୫୦ଟି ଅତିରିକ୍ତ ବିମାନବନ୍ଦର ଓ ଏୟାରଷ୍ଟ୍ରିପର ପୁନରୁଦ୍ଧାର କରିବେ ସରକାର।
Budget 2023: ଟ୍ଯାକ୍ସଦାତାଙ୍କ ପାଇଁ ବଡ ଆରାମ; ଦେବାକୁ ପଡିବନି ଟ୍ଯାକ୍ସ
ପୂର୍ବ ବଜେଟରେ ସମସ୍ତ ଗମନାଗମନ ବ୍ୟବସ୍ଥା ପାଇଁ ପିଏମ୍ ଗତିଶକ୍ତି ଆରମ୍ଭ ହେବା ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଥିଲେ। ଲୋକଙ୍କୁ ନିର୍ବିଘ୍ନ ଯାତାୟତ ପାଇଁ ସରକାର ପ୍ରାଧାନ୍ୟ ଦେଉଥିବା କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି।
Budget 2023: ବଜେଟରେ ମହିଳାଙ୍କ କଲ୍ୟାଣ ପାଇଁ ବଡ ପଦକ୍ଷେପ; ଆସିଲା ନୂଆ ଯୋଜନା
ଏହି ଅବସରରେ କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି, ‘କ୍ଷୁଦ୍ର ଚାଷୀ ଏବଂ ଉଦ୍ୟୋଗୀମାନଙ୍କ ପାଇଁ ରେଲ୍ୱେ ଦକ୍ଷ ସାମଗ୍ରୀର ବିକାଶ କରିବ। ଯାହା ଦ୍ୱାରା ସ୍ଥାନୀୟ ଉତ୍ପାଦ ଗୁଡ଼ିକର ଯୋଗାଣ ବୃଦ୍ଧି ପାଇଁ ପୂର୍ବରୁ 'ଏକ ଷ୍ଟେସନ, ଏକ ଉତ୍ପାଦ' ଯୋଜନା ମଧ୍ୟ ଆରମ୍ଭ ହୋଇଥିଲା। ଯାହାକି ଦେଶର ବିକାଶକୁ ତ୍ୱରାନ୍ୱିତ କରିବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।