Budget 2023: ବିଦେଶରେ ଚାକିରି ପାଇଁ ସ୍ୱପ୍ନ ଦେଖୁଥିବା ପିଲାଙ୍କ ପାଇଁ ଖୁସି ଖବର

Budget 2023 : ବିଦେଶରେ ଚାକିରି ପାଇଁ ସ୍ୱପ୍ନ ଦେଖୁଥିବା ପିଲା ଆଉ ଚିନ୍ତା କରିବା ଆବଶ୍ଯକ ନାହିଁ । ସରକାର କରିଲେ ନୂଆ ଘୋଷଣା ।

Budget 2023

Budget 2023

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Budget 2023: ଉପସ୍ଥାପନ ହେଲା ସାଧାରଣ ବଜେଟ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ବଜେଟ ଉପସ୍ଥାପନ । ଏହା ଅମୃତ କାଳରେ ପ୍ରଥମ ବଜେଟ୍ ବୋଲି ସେ କହିଛନ୍ତି । ଏହି ବଜେଟ ପୂର୍ବ ବଜେଟର ଯୁବ ଦକ୍ଷତାକୁ ପ୍ରାଧାନ୍ଯ ଦିଆଯାଇଛି ।

ଯୁବକମାନଙ୍କ ପାଇଁ ଦକ୍ଷତା ଯୁବ କେନ୍ଦ୍ର ପ୍ରତିଷ୍ଠା ଉପରେ ସରକାର ଗୁରୁତ୍ୱ ଦେବେ ।

ବିଦେଶରେ ଚାକିରି କରିବାର ସ୍ୱପ୍ନ ଦେଖୁଥିବା ଛାତ୍ରମାନଙ୍କ ପାଇଁ 30 ଟି ସ୍କିଲ୍ ଇଣ୍ଡିଆ ସେଣ୍ଟର ପ୍ରତିଷ୍ଠା କରାଯିବ।

Budget 2023: ବଜେଟରେ ସ୍ୱାସ୍ଥ୍ୟକୁ ପ୍ରାଧାନ୍ୟ; ପ୍ରତିଷ୍ଠା ହେବ ୧୫୭ ନର୍ସିଂ କଲେଜ


ଜାତୀୟ ଆପ୍ରେଣ୍ଟିସିପ୍ ପଦୋନ୍ନତି ଯୋଜନା ଗଠନ ହେବ ।

ଛାତ୍ରମାନଙ୍କୁ ପ୍ରତ୍ୟକ୍ଷ ସହାୟତା ଦିଆଯିବ ।

ଫିଣ୍ଟେକ୍ ସେବା ବୃଦ୍ଧି କରାଯିବ, ଡିଜି ଲକରର ଉପଯୋଗିତା ବହୁତ ବୃଦ୍ଧି ପାଇବ ଏବଂ ଏଥିରେ ସମସ୍ତ ଡିଜିଟାଲ୍ ଡକ୍ୟୁମେଣ୍ଟ୍ ରହିବ ।
Published by:Soumya Das
First published: