ଶିଳ୍ପା ଶେଟ୍ଟୀଙ୍କ ବିକିନି VIDEO ଇଣ୍ଟରନେଟରେ ଉତ୍ତେଜନା ସୃଷ୍ଟି କଲା; ସେୟାର କରିବା ମାତ୍ରେ ଭାଇରଲ ହେଲା
ଶିଳ୍ପା ଶେଟ୍ଟୀଙ୍କ (Shilpa Shetty) ଦୁଇଟି ଭିଡ଼ିଓ ଆଜିକାଲି ସୋସିଆଲ ମିଡିଆରେ ଭୟଙ୍କର ଭାବରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓଗୁଡ଼ିକରେ ଶିଳ୍ପା ଶେଟ୍ଟୀଙ୍କୁ ବିକିନି ଅବତାର ଦେଖିବାକୁ ମିଳିଛି ।
ଶିଳ୍ପା ଶେଟ୍ଟୀଙ୍କ ବିକିନି VIDEO ଇଣ୍ଟରନେଟରେ ଉତ୍ତେଜନା ସୃଷ୍ଟି କଲା
- News18 Odia
- Last Updated: February 28, 2021, 4:15 PM IST
ନୂଆ ଦିଲ୍ଲୀ: ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ଦୁଇଟି ଭିଡ଼ିଓ ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓଗୁଡ଼ିକରେ ଶିଳ୍ପା ଶେଟ୍ଟୀଙ୍କ ବିକିନି ଅବତାର ଦେଖିବାକୁ ମିଳିଛି । ଯେଉଁଥିରେ ସେ ବୋଲ୍ଡ ଷ୍ଟାଇଲରେ ନଜର ଆସିଛନ୍ତି । ବାସ୍ତବରେ ଶିଳ୍ପା ଆଜିକାଲି ମାଲଦ୍ୱୀପରେ ଛୁଟି କଟାଉଛନ୍ତି ଓ ମାଲଦ୍ୱୀପରୁ ସେ ନିଜ ଫଟୋ ଓ ଭିଡିଓଗୁଡ଼ିକୁ ନିଜ ସୋସିଆଲ୍ ନେଟୱାର୍କିଂ ସାଇଟ୍ ଇନଷ୍ଟାଗ୍ରାମରେ ସେୟାର କରୁଛନ୍ତି । ଏହି ସମୟରେ ସେ ନିଜର ଦୁଇଟି ଭିଡିଓ ସେୟାର କରିଛନ୍ତି । ଯାହା ଇଣ୍ଟରନେଟରେ ଭାଇରଲ ହେଉଥିବା ଦେଖାଯାଉଛି ।
View this post on Instagram
ଏହି ଭିଡିଓଗୁଡିକରେ, ଶିଳ୍ପା ବହୁତ ବୋଲ୍ଡ ଷ୍ଟାଇଲରେ ନଜର ଆସୁଛନ୍ତି । ସେ ବିକିନିରେ ପୋଜ୍ କରୁଥିବା ନଜର ଆସିଛନ୍ତି । ଆପଣ ମଧ୍ୟ ଦେଖନ୍ତୁ ଶିଳ୍ପା ଶେଟ୍ଟୀଙ୍କ ଏହି ଦୁଇଟି ଭାଇରାଲ୍ ଭିଡିଓ :
View this post on Instagram
ଶିଳ୍ପା ଶେଟ୍ଟୀ ଇନଷ୍ଟାଗ୍ରାମରେ ବହୁତ ସକ୍ରିୟ ଓ ସେ ଏହି ପ୍ଲାଟଫର୍ମ ମାଧ୍ୟମରେ ନିଜ ପ୍ରଶଂସକଙ୍କ ସହ ସଂଯୁକ୍ତ ଅଟନ୍ତି । ସେ ନିଜ ଇନଷ୍ଟାଗ୍ରାମରେ ସବୁବେଳେ ନିଜ ପ୍ରିୟ ବ୍ୟକ୍ତିଙ୍କ ସହ ସେୟାର କରନ୍ତି । ନିକଟରେ ଶିଳ୍ପାଙ୍କ ଝିଅ ସମିଶାଙ୍କୁ ଏକ ବର୍ଷ ହୋଇଥିଲା । ଏହି ଅବସରରେ ଶିଳ୍ପା ଶେଟ୍ଟୀ ପୁରା ପରିବାର ସହିତ ସିଦ୍ଧବିନାୟକ ମନ୍ଦିର ଦର୍ଶନ କରିବାକୁ ଯାଇଥିଲେ । ଶିଳ୍ପା ଶେଟ୍ଟୀ ଓ ରାଜ କୁନ୍ଦ୍ରା ନିଜ ଝିଅର ପ୍ରଥମ ଜନ୍ମଦିନକୁ ଧୂମଧାମରେ ପାଳନ କରିଥିଲେ ।






