ଦୀପାବଳୀ ପୂର୍ବରୁ ରେଳବାଇ ବାତିଲ କରିଦେଲା ଏହି ୩୪ଟି ଟ୍ରେନ୍; ଆପଣ ଯଦି ରିଜରଭେସନ୍ କରିଛନ୍ତି ତେବେ ଯାଞ୍ଚ କରନ୍ତୁ ଏହି ତାଲିକା!

କୃଷକ ଆନ୍ଦୋଳନ (Farmer agitation) ଯୋଗୁଁ ଭାରତୀୟ ରେଳବାଇ (Indian Railways) ଅନେକ ଟ୍ରେନକୁ ବାତିଲ କରିଦେଇଛି । ତେଣୁ ଯଦି ଆପଣ ୧୧ ରୁ ୨୦ ନଭେମ୍ବର ମଧ୍ୟରେ କୌଣସି ସ୍ଥାନକୁ ଯିବାକୁ ଯୋଜନା କରିଛନ୍ତି କିମ୍ବା ରିଜରଭେସନ୍ କରିଛନ୍ତି ତେବେ ନିଶ୍ଚିତ ଭାବରେ ଏହି ତାଲିକା ଯାଞ୍ଚ କରନ୍ତୁ ।

ଦୀପାବଳୀ ପୂର୍ବରୁ ରେଳବାଇ ବାତିଲ କରିଦେଲା ଏହି ୩୪ଟି ଟ୍ରେନ୍; ଆପଣ ଯଦି ରିଜରଭେସନ୍ କରିଛନ୍ତି ତେବେ ଯାଞ୍ଚ କରନ୍ତୁ ଏହି ତାଲିକା!
ଦୀପାବଳୀ ପୂର୍ବରୁ ରେଳବାଇ ବାତିଲ କରିଦେଲା ଏହି ୩୪ଟି ଟ୍ରେନ୍
  • News18 Odia
  • Last Updated: November 11, 2020, 12:30 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: କୃଷକଙ୍କ ଆନ୍ଦୋଳନ ଯୋଗୁଁ ଭାରତୀୟ ରେଳବାଇ ଅନେକ ଟ୍ରେନକୁ ବାତିଲ କରିଦେଇଛି । ତେଣୁ ଯଦି ଆପଣ ୧୧ ରୁ ୨୦ ନଭେମ୍ବର ମଧ୍ୟରେ କୌଣସି ସ୍ଥାନକୁ ଯିବାକୁ ଯୋଜନା କରିଛନ୍ତି କିମ୍ବା ରିଜରଭେସନ୍ କରିଛନ୍ତି ତେବେ ନିଶ୍ଚିତ ଭାବରେ ଏହି ତାଲିକା ଯାଞ୍ଚ କରନ୍ତୁ । ଭାରତୀୟ ରେଳବାଇ ଦ୍ୱାରା ବାତିଲ ଟ୍ରେନ ଗୁଡିକର ବିଜ୍ଞପ୍ତି ଜାରି କରାଯାଇଛି । ଏଥିରେ ଆପଣଙ୍କ ଟ୍ରେନ୍ ନମ୍ବର ଓ ତାରିଖ ବିଷୟରେ ସୂଚନା ଦିଆଯାଇଛି ଯେ କେଉଁ ଟ୍ରେନ୍ କେଉଁ ଦିନ ଚାଲିବ ନାହିଁ । ଯାତ୍ରା ପୂର୍ବରୁ ଟ୍ରେନର ନମ୍ବର ନିଶ୍ଚିତ ଯାଞ୍ଚ କରନ୍ତୁ ... ବାତିଲ ଟ୍ରେନର ତାଲିକା ଦେଖନ୍ତୁ-

ଏହି ୧୬ଟି ଟ୍ରେନ୍ ବାତିଲ୍ ହେଲା -
୧- ନୂଆ ଦିଲ୍ଲୀ-ଜମ୍ମୁତଭି (୦୧୪୨୫) ଟ୍ରେନ୍ ୧୧ ନଭେମ୍ବରରେ ବାତିଲ ହୋଇଛି
୨- ଜମ୍ମୁ-ନୂଆ ଦିଲ୍ଲୀ ଏକ୍ସପ୍ରେସ (୦୧୪୨୬) ଟ୍ରେନ ୧୧ ନଭେମ୍ବରରେ ବାତିଲ ହୋଇଛି
୩- କାଟ୍ରା-ନୂଆ ଦିଲ୍ଲୀ ଏକ୍ସପ୍ରେସ (୦୧୪୬୨) ଟ୍ରେନ୍ ୧୧ ନଭେମ୍ବରରେ ବାତିଲ ହୋଇଛି
୪- ନୂଆ ଦିଲ୍ଲୀ-କାଟ୍ରା ଏକ୍ସପ୍ରେସ (୦୧୪୬୨) ଟ୍ରେନ ୧୨ ନଭେମ୍ବରରେ ବାତିଲ ହୋଇଛି
୫- ନୂଆ ଦିଲ୍ଲୀ-କଳକା ଶତାବ୍ଦୀ ଏକ୍ସପ୍ରେସ (୦୨୦୧୧) ଟ୍ରେନ ୧୧ ନଭେମ୍ବରରେ ବାତିଲ ହୋଇଛି
୬- କଳକା-ନୂଆ ଦିଲ୍ଲୀ ଶତାବ୍ଦୀ ଏକ୍ସପ୍ରେସ (୦୨୦୧୨) ଟ୍ରେନ ୧୧ ନଭେମ୍ବରରେ ବାତିଲ ହୋଇଛି
୭- ନୂଆ ଦିଲ୍ଲୀ-ଅମୃତସର ଶତାବ୍ଦୀ ଏକ୍ସପ୍ରେସ (୦୨୦୨୯) ଟ୍ରେନ ୧୧ ନଭେମ୍ବରରେ ବାତିଲ ହୋଇଛି
୮- ଅମୃତସର-ନୂଆ ଦିଲ୍ଲୀ ଶତାବ୍ଦୀ ଏକ୍ସପ୍ରେସ (୦୨୦୩୦) ଟ୍ରେନ ୧୧ ନଭେମ୍ବରରେ ବାତିଲ ହୋଇଛି

ଏହା ବି ପଢ଼ନ୍ତୁ | ପୁଣି ବର୍ଷା-ଅନୁଭବ ବିବାଦ: ବର୍ଷା କହିଲେ ଘରୁ ବାହାର କରିଦେବାକୁ ଶାଶୁଘର ଲୋକେ ଯୋଜନା କରୁଛନ୍ତି

୯- ନୂଆ ଦିଲ୍ଲୀ-କାଟ୍ରା ବନ୍ଦେ ଭାରତ ଏକ୍ସପ୍ରେସ (୨୨୪୩୯) ଟ୍ରେନ ୧୧ ନଭେମ୍ବରରେ ବାତିଲ ହୋଇଛି
୧୦- କାଟ୍ରା-ନୂଆ ଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ (୨୨୪୪୦) ଟ୍ରେନ ୧୧ ନଭେମ୍ବରରେ ବାତିଲ ହୋଇଛି
୧୧- ଡିବ୍ରୁଗଡ-ଅମୃତସର ଏକ୍ସପ୍ରେସ (୦୫୨୧୧) ଟ୍ରେନ ୧୧ ନଭେମ୍ବରରେ ବାତିଲ ହୋଇଛି
୧୨- ଅମୃତସର-ଡିବ୍ରୁଗଡ ଏକ୍ସପ୍ରେସ (୦୫୨୧୨) ଟ୍ରେନ ୧୩ ନଭେମ୍ବରରେ ବାତିଲ ହୋଇଛି
୧୩- ନୂଆ ଦିଲ୍ଲୀ-ଅମୃତସର ଶତାବ୍ଦୀ ଏକ୍ସପ୍ରେସ (୦୨୦୨୯) ଟ୍ରେନ ୧୧ ନଭେମ୍ବରରେ ବାତିଲ ହୋଇଛି
୧୪- ଅମୃତସର-ନୂଆ ଦିଲ୍ଲୀ ଶତାବ୍ଦୀ ଏକ୍ସପ୍ରେସ (୦୨୦୩୦) ଟ୍ରେନ ୧୧ ନଭେମ୍ବରରେ ବାତିଲ ହୋଇଛି
୧୫- ଆମ୍ବେଦକରନଗର-କାଟ୍ରା ଏକ୍ସପ୍ରେସ (୦୨୯୧୯) ଟ୍ରେନ ୧୧ ନଭେମ୍ବରରେ ବାତିଲ ହୋଇଛି
୧୬- କାଟ୍ରା-ଆମ୍ବେଦକରନଗର ଏକ୍ସପ୍ରେସ (୦୨୯୨୦) ଟ୍ରେନ ୧୩ ନଭେମ୍ବରରେ ବାତିଲ ହୋଇଛି

ଏହା ବି ପଢ଼ନ୍ତୁ | ନାବାଳିକା ଦୁଷ୍କର୍ମ ସାରୁଅ ଜମି ହଡ଼ପ ମାମଲା: OTV ଷ୍ଟୁଡିଓ ମ୍ୟାନେଜର ଅନିରୁଦ୍ଧ ପଣ୍ଡା ଗିରଫ ହେଲେ

ଏହି ୧୮ଟି ସ୍ପେଶାଲ ଟ୍ରେନ୍ ମଧ୍ୟ ବାତିଲ୍ ହେଲା -
୧୭- ଜମ୍ମୁତଭି-ଅଜମେର (୦୧୪୨୧) ଟ୍ରେନ ୧୧ ନଭେମ୍ବରରେ ବାତିଲ ହୋଇଛି
୧୮- ଅଜମର୍-ଜମ୍ମୁତଭି (୦୧୪୨୧) ଟ୍ରେନ୍ ୧୨ ନଭେମ୍ବରରେ ବାତିଲ ହୋଇଛି
୧୯- ଲକ୍ଷ୍ନୌ- ଚଣ୍ଡିଗଡ଼ ଏକ୍ସପ୍ରେସ (୦୨୨୩୧) ଟ୍ରେନ ୧୧ ନଭେମ୍ବରରେ ବାତିଲ ହୋଇଛି
୨୦- ଚଣ୍ଡିଗଡ଼-ଲକ୍ଷ୍ନୌ ଏକ୍ସପ୍ରେସ (୦୨୨୩୨) ଟ୍ରେନ୍ ୧୨ ନଭେମ୍ବରରେ ବାତିଲ ହୋଇଛି
୨୧- ବଦମର-ଋଷିକେଶ ଏକ୍ସପ୍ରେସ (୦୪୮୮୮) ଟ୍ରେନ ୧୧ ନଭେମ୍ବରରେ ବାତିଲ ହୋଇଛି
୨୨- ଋଷିକେଶ -ବଦମର୍ ଏକ୍ସପ୍ରେସ (୦୪୮୮୭) ଟ୍ରେନ୍ ୧୨ ନଭେମ୍ବରରେ ବାତିଲ୍ ହେଲା
୨୩- ଦିଲ୍ଲୀ-ବାଥିଣ୍ଡା ଏକ୍ସପ୍ରେସ (୦୪୫୧୯) ଟ୍ରେନ ୧୧ ନଭେମ୍ବରରୁ ନଭେମ୍ବର ପର୍ଯ୍ୟନ୍ତ ବାତିଲ ହୋଇଛି
୨୪- ବାଥୀଣ୍ଡା-ଦିଲ୍ଲୀ ଏକ୍ସପ୍ରେସ (୦୪୫୨୦) ଟ୍ରେନ ୧୨ ନଭେମ୍ବରରୁ ୨୧ ନଭେମ୍ବର ପର୍ଯ୍ୟନ୍ତ ବାତିଲ ହୋଇଛି
୨୫- ଶ୍ରୀଗଙ୍ଗନଗର-ଦିଲ୍ଲୀ ଏକ୍ସପ୍ରେସ (୦୧୪୭୧) ଟ୍ରେନ ୧୨ ନଭେମ୍ବରରେ ବାତିଲ ହୋଇଛି

ଏହା ବି ପଢ଼ନ୍ତୁ | ବାଲେଶ୍ୱରରେ ମମତା କୁଣ୍ଡୁଙ୍କ ପରାଜୟର କାରଣ? ‘‘BJD BJP ଟଙ୍କା ବଣ୍ଟା Congress ଦୁର୍ବଳ ସଙ୍ଗଠନ’’

୨୬- ଦିଲ୍ଲୀ-ଶ୍ରୀଗଙ୍ଗନଗର ଏକ୍ସପ୍ରେସ (୦୧୪୭୨) ଟ୍ରେନ ୧୨ ନଭେମ୍ବରରେ ବାତିଲ ହୋଇଛି
୨୭- ନୂଆ ଦିଲ୍ଲୀ-କାଟ୍ରା ଏକ୍ସପ୍ରେସ (୦୪୪୦୧) ଟ୍ରେନ ୧୨ ନଭେମ୍ବରରୁ ୧୯ ନଭେମ୍ବର ପର୍ଯ୍ୟନ୍ତ ବାତିଲ ହୋଇଛି
୨୮- କାଟ୍ରା-ନୂଆ ଦିଲ୍ଲୀ ଏକ୍ସପ୍ରେସ (୦୪୪୦୧) ଟ୍ରେନ୍ ୧୩ ନଭେମ୍ବରରୁ ୨୦ ନଭେମ୍ବର ପର୍ଯ୍ୟନ୍ତ ବାତିଲ ହୋଇଛି
୨୯- ପାଟିଲିପୁତ୍ର-ଚଣ୍ଡିଗଡ଼ ଏକ୍ସପ୍ରେସ (୦୩୨୫୫) ଟ୍ରେନ ୧୧ ନଭେମ୍ବରରେ ବାତିଲ ହୋଇଛି
୩୦- ଚଣ୍ଡିଗଡ଼-ପାଟଲିପୁତ୍ର ଏକ୍ସପ୍ରେସ (୦୩୨୫୬) ଟ୍ରେନ ୧୨ ନଭେମ୍ବରରେ ବାତିଲ ହୋଇଛି
୩୧- ଅଜମେର-ଅମୃତସର ଏକ୍ସପ୍ରେସ (୦୯୬୧୩) ଟ୍ରେନ ୧୨ ନଭେମ୍ବରରେ ବାତିଲ ହୋଇଛି

ଏହା ବି ପଢ଼ନ୍ତୁ | ଗଞ୍ଜାମରେ BEOଙ୍କ ଠାରୁ ୫୦,୦୦୦ ଟଙ୍କା ବଟି ମାଗିଲେ ସାମ୍ବାଦିକ; ପୋଲିସ ମାମଲା ରୁଜୁ କଲା

୩୨- ଅମୃତସର-ଅଜମେର ଏକ୍ସପ୍ରେସ (୦୯୬୧୨) ଟ୍ରେନ ୧୨ ନଭେମ୍ବରରେ ବାତିଲ ହୋଇଛି
୩୩- କୋଟା-ଉଦାମପୁର ଏକ୍ସପ୍ରେସ (୦୯୮୦୫) ଟ୍ରେନ ୧୧ ନଭେମ୍ବରରେ ବାତିଲ ହୋଇଛି
୩୪- ଉଦାମପୁର-କୋଟା ଏକ୍ସପ୍ରେସ (୦୯୮୦୬) ଟ୍ରେନ ୧୨ ନଭେମ୍ବରରେ ବାତିଲ ହୋଇଛି

ଗୁଜରାଟର ଆନ୍ଦୋଳନ ହେତୁ ରେଳବାଇ ଅନେକ ଟ୍ରେନକୁ ବାତିଲ କରିଦେଇଛି । ତେଣୁ ଯାତ୍ରା କରିବା ପୂର୍ବରୁ ଆପଣ ଟ୍ରେନ୍ ନମ୍ବରକୁ ଥରେ ଯାଞ୍ଚ କରିବା ଜରୁରୀ । ଏହା ବ୍ୟତୀତ ରେଳବାଇ ଫେଷ୍ଟିଭାଲ ସିଜିନକୁ ଦୃଷ୍ଟିରେ ରଖି ଅନେକ ଫେଷ୍ଟିଭାଲ ସ୍ପେଶାଲ ଟ୍ରେନ୍ ଚଳାଇବାକୁ ଘୋଷଣା କରିଛି ।



ଯାତ୍ରୀଙ୍କ ଚାହିଦା ବୃଦ୍ଧି ଆଧାରରେ ରେଳବାଇ ଅଧିକ ଟ୍ରେନ୍ ବୃଦ୍ଧି ପାଇଁ ବ୍ୟବସ୍ଥା କରୁଛି ଯାହା ଦ୍ୱାରା ସମସ୍ତ ଲୋକ ସହଜରେ ଯାତ୍ରା କରି ନିଜ ଘରେ ପହଞ୍ଚି ପାରିବେ ।
Published by: Jagdish Barik
First published: November 11, 2020, 12:30 PM IST
corona virus btn
corona virus btn
Loading