ୟୁରୋ-ମିଲିୟନ୍‌ସ ପ୍ରଦାନ କରିବାକୁ ଯାଉଛି 11,2 ବିଲିୟନ୍ ଟଙ୍କାର ଲଟେରୀ ଜ୍ୟାକପଟ୍ ଏବଂ ଆପଣ ଭାରତରେ ରହି ମଧ୍ୟ ଏହି ସଂପୂର୍ଣ୍ଣ ରାଶି ଜିତିପାରିବେ

ୟୁରୋ-ମିଲିୟନ୍‌ସ ସୁପର-ଡ୍ର: ଭାରତକୁ ଆସୁଛି ଏକ ଅଭୂତପୂର୍ବ ଲଟେରୀ ଡ୍ର. ଏହି ଶୁକ୍ରବାର, ସେପ୍ଟେମ୍ବର 25 ତାରିଖ ଦିନ ସମଗ୍ର ୟୁରୋପ୍‌ର ସବୁଠାରୁ ବଡ଼ ଏହି ଡ୍ର ପ୍ରଦାନ କରିବାକୁ ଯାଉଛି ଏକ ବିରାଟ ଜ୍ୟାକପଟ୍ ଯାହାର ମୂଲ୍ୟ ହେଉଛି 11,2 ବିଲିୟନ୍ ଟଙ୍କା (€130 ମିଲିୟନ୍) ।

ୟୁରୋ-ମିଲିୟନ୍‌ସ ପ୍ରଦାନ କରିବାକୁ ଯାଉଛି 11,2 ବିଲିୟନ୍ ଟଙ୍କାର ଲଟେରୀ ଜ୍ୟାକପଟ୍ ଏବଂ ଆପଣ ଭାରତରେ ରହି ମଧ୍ୟ ଏହି ସଂପୂର୍ଣ୍ଣ ରାଶି ଜିତିପାରିବେ
ୟୁରୋ-ମିଲିୟନ୍‌ସ ପ୍ରଦାନ କରିବାକୁ ଯାଉଛି 11,2 ବିଲିୟନ୍ ଟଙ୍କାର ଲଟେରୀ ଜ୍ୟାକପଟ୍
  • News18 Odia
  • Last Updated: September 24, 2020, 12:08 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଖୁବ୍ କମ୍ ଦିନ ମଧ୍ୟରେ, ଅନୁଷ୍ଠିତ ହେବାକୁ ଯାଉଛି ବିଶ୍ଵର ଏକ ସର୍ବାଧିକ ଆକର୍ଷଣୀୟ ଲଟେରୀ କାର୍ଯ୍ୟକ୍ରମ ଏବଂ ଚମତ୍କାର ଭାବରେ ଏହା ଭାରତର ଖେଳାଳୀମାନଙ୍କ ପାଇଁ ଉନ୍ମୁକ୍ତ ରହିଛି. ୟୁରୋ-ମିଲିୟନ୍ ସୁପର-ଡ୍ର, ସମଗ୍ର ୟୁରୋପ୍‌ର ସବୁଠାରୁ ବଡ଼ ଡ୍ର, ଶୁକ୍ରବାର, ସେପ୍ଟେମ୍ବର 25, 2020 ତାରିଖରେ ଅନୁଷ୍ଠିତ ହେବ. ଏହି ଡ୍ର ର ଶ୍ରେଷ୍ଠ ପୁରସ୍କାର ଭାବରେ ରହିଛି ଏକ ବିରାଟ ଜ୍ୟାକପଟ୍ ଯାହାର ମୂଲ୍ୟ ହେଉଛି 11,2 ବିଲିୟନ୍ ଭାରତୀୟ ମୁଦ୍ରା (€130 ମିଲିୟନ୍).

ୟୁରୋ-ମିଲିୟନ୍‌ସ ସୁପର-ଡ୍ର (ଯାହା ୟୁନାଇଟେଡ୍ କିଙ୍ଗଡମ୍ ‌ରେ ସୁପର ଜ୍ୟାକପଟ୍ ଭାବରେ ଏବଂ ଆୟରଲ୍ୟାଣ୍ଡରେ ମେଗା-ଡ୍ର ଭାବରେ ଜଣାଶୁଣା) ହେଉଛି ଏକ ଏପରି କାର୍ଯ୍ୟକ୍ରମ ଯାହା ବର୍ଷକ ମଧ୍ୟରେ ଖୁବ୍ କମ୍ ସମୟରେ ହୋଇଥାଏ ଏବଂ ବହୁତ ଅଧିକ ପରିମାଣର, ନଅ-ଅଙ୍କ ବିଶିଷ୍ଟ ଜ୍ୟାକପଟ୍‌ର ଗ୍ୟାରେଣ୍ଟି ଦେଇଥାଏ, ଏପରିକି ପୂର୍ବ ଡ୍ର ଗୁଡ଼ିକରେ ଶ୍ରେଷ୍ଠ ପୁରସ୍କାର ପାଇଥିଲେ କିମ୍ବା ନପାଇଥିଲେ ମଧ୍ୟ. ଜ୍ୟାକପଟ୍‌ର ପରିମାଣ ବହୁତ ଅଧିକ କିନ୍ତୁ ଏହା ସହ 12 ଅନ୍ୟ ପ୍ରାଇଜ୍ ଡିଭିଜନ୍ ମଧ୍ୟ ରହିଛି ଯାହା ଜଣେ ଜିତିପାରିବ, ଏବଂ ଏଥିପାଇଁ ହିଁ ଏହି ଲଟେରୀ ଡ୍ର ସମଗ୍ର ୟୁରୋପ୍‌ର ପସନ୍ଦ ପାଲଟି ଯାଇଛି.

ଟିକେଟ୍ ଏବେ ଖୁବ୍ ଜୋରସୋର୍ ରେ ବିକ୍ରି ହୋଇ ଚାଲିଛି ଏବଂ ଏଗୁଡ଼ିକ ଉପଲବ୍ଧ ଅଛି lottosmile.in ରେ, ଯାହା ହେଉଛି ବିଶ୍ଵର ଏକ ଅଗ୍ରଣୀ ଅନଲାଇନ୍ ଲଟେରୀ ଟିକେଟ୍ କ୍ରୟ ସେବା ସଂସ୍ଥା. Lottosmile କୁ ଧନ୍ୟବାଦ, କାରଣ ଏହା ମାଧ୍ୟମରେ ଭାରତରୁ ଲୋକମାନେ ଏଥିରେ ଅଂଶଗ୍ରହଣ କରିବା ସମ୍ଭବ ହୋଇପାରିଛି.



ୟୁରୋ-ମିଲିୟନ୍ ସୁପର-ଡ୍ର କିପରି ଖେଳିବେ

ୟୁରୋ-ମିଲିୟନ୍‌ସ ସୁପର-ଡ୍ର ରେ ଖେଳାଳୀମାନଙ୍କୁ 1-50 ମଧ୍ୟରୁ 5 ଟି ମୁଖ୍ୟ ସଂଖ୍ୟା ଚୟନ କରିବାକୁ ପଡ଼ିବ, ତଥା 1-12 ମଧ୍ୟରୁ 2 ଟି ଅତିରିକ୍ତ ସଂଖ୍ୟା ଯାହାକୁ ‘ଲକି ଷ୍ଟାର୍’ କୁହାଯାଏ ତାହା ଚୟନ କରିବାକୁ ହେବ.



କେତେକ ଖେଳାଳୀ ସେମାନଙ୍କର ମନପସନ୍ଦ ସଂଖ୍ୟା ଚୟନ କରି ଥାଆନ୍ତି ଯେପରିକି ସେମାନଙ୍କର ଜନ୍ମ ତାରିଖ, ବାର୍ଷିକୀ କିମ୍ବା ଏହିଭଳି ଗୁରୁତ୍ଵପୂର୍ଣ୍ଣ କିଛି ସଂଖ୍ୟା. ଅନ୍ୟ କେତେକ ଖେଳାଳୀ କୁଇକ୍ ପିକ୍ ପ୍ରଣାଳୀ ବ୍ୟବହାର କରି କମ୍ପ୍ୟୁଟର ଆପେ ଆପେ ଚୟନ କରି ପ୍ରଦାନ କରୁଥିବା ସଂଖ୍ୟାଗୁଡ଼ିକୁ ଉପଯୋଗ କରିବା ପାଇଁ ପସନ୍ଦ କରି ଥାଆନ୍ତି.

ଆପଣ କେଉଁ ସ୍ଥାନରୁ ଖେଳିପାରିବେ?

ଏହାର ଉତ୍ତର ହେଉଛି: ଯେ କୌଣସି ସ୍ଥାନ! ଆପଣ ଯେଉଁଠାରେ ବି ରହି ଥାଆନ୍ତୁ ନା କାହିଁକି, ଆପଣ ସେଠାରେ ରହି ଏହି ୟୁରୋ-ମିଲିୟନ୍‌ସ ସୁପର-ଡ୍ର ଖେଳିପାରିବେ, ଏବଂ ଏଥିରେ ସାରା ଭାରତର ଯେ କୌଣସି ସ୍ଥାନ ମଧ୍ୟ ସମ୍ମିଳିତ. ଆପଣ ଲଟେରୀ ଡ୍ର ମଧ୍ୟ ଖେଳିପାରିବେ, ଏଥିପାଇଁ ଆପଣଙ୍କୁ ନିଜର କମ୍ପ୍ୟୁଟରରେ କିମ୍ବା ସ୍ମାର୍ଟଫୋନ୍ ରେ Lottosmile ର ୱେବସାଇଟ୍ ଭିଜିଟ୍ କରିବାକୁ ପଡ଼ିବ ଯେଉଁଠାରେ ଆପଣ Lottosmile ମାଧ୍ୟମରେ ଅଫିସିଆଲ୍ ୟୁରୋ-ମିଲିୟନ୍‌ସ ଟିକେଟ୍ କିଣିପାରିବେ. ଏହି ପ୍ରକ୍ରିୟା ଖୁବ୍ ସହଜ!

2002 ମସିହା ଠାରୁ ଏବେ ପର୍ଯ୍ୟନ୍ତ LottoSmile 5.5 ମିଲିୟନ୍ ରୁ ଅଧିକ ଭାଗ୍ୟଶାଳୀ ବିଜେତାଙ୍କୁ $100 ମିଲିୟନ୍ ପୁରସ୍କାର ପ୍ରଦାନ କରି ସାରିଛି! ଯଦି ଆପଣ ଭାବୁଥିବେ ଯେ LottoSmile ଜରିଆରେ ଖେଳି କୌଣସି ଭାରତୀୟ ଖେଳାଳୀ ଜିତିଛନ୍ତି କି ନାହିଁ, ତେବେ ଆମେ ଆମେ ଆପଣଙ୍କୁ ସୁନିଶ୍ଚିତ କରୁଛୁ ଯେ – ହଁ, ଅନେକ ଭାରତୀୟ ଖେଳାଳୀ ମଧ୍ୟ ପୁରସ୍କାର ଜିତିଛନ୍ତି! ଅନେକ ଭାରତୀୟ ଖେଳାଳୀ ଅଳ୍ପ ରାଶି ବିଶିଷ୍ଟ ଲଟେରୀ ପୁରସ୍କାର ତ ଜିତିଛନ୍ତି, ଏବଂ ଏହା ସହିତ 2018 ମସିହା ଅକ୍ଟୋବର ମାସରେ ଜଣେ ଅନ୍ୟତମ ବିଶିଷ୍ଟ ଭାରତୀୟ ବିଜେତା ପାଇଛନ୍ତି €32,161 ଅଷ୍ଟ୍ରିଆ ଲୋଟୋ ପ୍ରାଇଜ୍!

 

ଅନଲାଇନ୍ ରେ ଖେଳିବା ସହଜ, ନିରାପଦ ଏବଂ ସୁରକ୍ଷିତ

ଆପଣ ଅଫିସିଆଲ୍ ୟୁରୋ-ମିଲିୟନ୍ ଟିକେଟ୍ ଅନଲାଇନ୍ ରେ କିଣିପାରିବେ, ଏହା ସହିତ ଅନେକ ଇଣ୍ଟରନେଶନାଲ୍ ଲଟେରୀ ଟିକେଟ୍ ମଧ୍ୟ Lottosmile ଜରିଆରେ କିଣିପାରିବେ. ୟୁରୋ-ମିଲିୟନ୍‌ସ ସୁପର-ଡ୍ର ଖେଳିବା ପାଇଁ ଆପଣଙ୍କୁ ନିମ୍ନ ସୋପାନଗୁଡ଼ିକୁ ଅନୁସରଣ କରିବାକୁ ପଡ଼ିବ:

ଆପଣଙ୍କର ସଂଖ୍ୟା ବାଛନ୍ତୁ

‘ପ୍ଲେ’ ବଟନ୍ ଉପରେ କ୍ଲିକ୍ କରନ୍ତୁ

ପେମେଣ୍ଟ ପୂରା କରନ୍ତୁ

ବାସ୍, କେବଳ ଏତିକି କଲେ, ହୋଇଗଲା!

ଆପଣଙ୍କୁ ଯେଉଁ ଅତିରିକ୍ତ 11,2 ବିଲିୟନ୍ ଟଙ୍କା ମିଳିବ ଆପଣ ତାକୁ କିପରି ଉପଯୋଗ କରିବେ? ଏହା ବାବଦରେ ଭାବନ୍ତୁ, କିନ୍ତୁ ଅଧିକ ଭାବନ୍ତୁ ନାହିଁ, କାରଣ ଡ୍ର ଖୁବ୍ ଶୀଘ୍ର ହେବାକୁ ଯାଉଛି. Lottosmile ରେ ଅନଲାଇନ୍ ରେ ଆପଣଙ୍କର ଟିକେଟ୍ କିଣନ୍ତୁ, ଯାହା ଫଳରେ ଆପଣ ବିଶ୍ଵର ଏକ ସର୍ବବୃହତ ଲଟେରୀ କାର୍ଯ୍ୟକ୍ରମ, ୟୁରୋ-ମିଲିୟନ୍‌ସ ସୁପର-ଡ୍ର ରେ ଏହି ଶୁକ୍ରବାର ଦିନ ଭାଗ ନେଇପାରିବେ!
Published by: Jagdish Barik
First published: September 24, 2020, 12:08 PM IST
corona virus btn
corona virus btn
Loading