ପ୍ରଭୁ ରାମଙ୍କ ଫଟୋ ସେୟାର କରି ଚର୍ଚ୍ଚାରେ AI; ୨୧ ବର୍ଷ ବୟସରେ ନଜର ଆସିଲେ ଭଗବାନ

Lord Shri Ram at age of 21: ବର୍ତ୍ତମାନ ୨୧ ବର୍ଷ ବୟସରେ ପ୍ରଭୁ ଶ୍ରୀରାମଙ୍କ ଫଟୋ ବିଭିନ୍ନ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି। ଯାହାକୁ ସେୟାର କରିଛି AI।

Lord Shri Ram at age of 21: ବର୍ତ୍ତମାନ ୨୧ ବର୍ଷ ବୟସରେ ପ୍ରଭୁ ଶ୍ରୀରାମଙ୍କ ଫଟୋ ବିଭିନ୍ନ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି। ଯାହାକୁ ସେୟାର କରିଛି AI।

Lord Shri Ram at age of 21: ବର୍ତ୍ତମାନ ୨୧ ବର୍ଷ ବୟସରେ ପ୍ରଭୁ ଶ୍ରୀରାମଙ୍କ ଫଟୋ ବିଭିନ୍ନ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି। ଯାହାକୁ ସେୟାର କରିଛି AI।

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Lord Shri Ram at age of 21: ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଙ୍କୁ (Lord Ram) ନେଇ ଅନେକ କଥା ରହିଛି। ରାମାୟଣରେ (Ramayna) ରାମଙ୍କ ଜୀବନୀକୁ ନେଇ ସମସ୍ତ କଥା ମଧ୍ୟ ବର୍ଣ୍ଣନା କରାଯାଇଛି। ହେଲେ ଆପଣ କେବେ ଭାବିଛନ୍ତି କି, ଭଗବାନ ଶ୍ରୀରାମ ଦେଖିବାକୁ କେମିତି ହୋଇଥିବେ। ତାଙ୍କ ଶରୀର କେମତି ହୋଇଥିବ।

ତେବେ ଏଥିମଧ୍ୟରେ ପ୍ରଭୁ ଶ୍ରୀରାମଙ୍କ କିଛି ଫଟୋ ସାମ୍ନାକୁ ଆସିଛି। ଏହି ଫଟୋରେ ପ୍ରଭୁ ଶ୍ରୀରାମ ୨୧ ବର୍ଷରେ କେମେତି ଦେଖାଯାଉଥିଲେ ତାହା ଦେଖିବାକୁ ମିଳୁଛି। ଏହି ଫଟେକୁ ଅର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ବା AI ଜାରି କରିଛି।

ଭଗବାନ ଶ୍ରୀରାମଙ୍କୁ ୧୪ ବର୍ଷ ବନବାସ ଯିବାକୁ ପଡ଼ିଥିଲା। ଏମିତି ଏକ ପୌରାଣିକ କଥାବସ୍ତୁକୁ ନେଇ ଶ୍ରୀରାମଙ୍କ ଫଟୋ ସାମ୍ନାକୁ ଆସିଛି। ଯାହାକୁ ଦେଖି ଖୁସି ହୋଇଯାଇଛନ୍ତି ଭକ୍ତମାନେ।

ଆଜ୍ଞା ହଁ, AI ଉପଲବ୍ଧ ସୂଚନା ଆଧାର କରି ନିକଟରେ ଶ୍ରୀରାମଙ୍କର ଫଟୋ ପୋଷ୍ଟ କରିଥିଲା। ଯାହା ସୋସିଆଲ ମିଡ଼ିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। AI ଜାରି କରିଥିବା ଫଟୋରେ ଭଗବାନ ଶ୍ରୀରାମ ୨୧ ବର୍ଷ ବୟସରେ ଏପରି ଦିଶୁଥିଲେ ବୋଲି କୁହାଯାଇଛି। AI ୨ଟି ଫଟୋ ଜାରି କରିଥିଲା।

AI ଜାରି କରିଥିବା ଏହି ଦୁଇଟି ଫଟୋ ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଖୁବ୍‌ ଭାଇରାଲ ହେଉଛି। ଗୋଟିଏରେ ଭଗବାନ ରାମ ସ୍ମିତ ହାସ୍ୟ ଦେଉଥିବାବେଳେ ଅନ୍ୟ ଏକ ଫଟୋରେ ରାମଙ୍କ ସୁନ୍ଦର ଫଟୋ ଦେଖିବାକୁ ମିଳୁଛି। ଫଟୋଟିକୁ ସାଧାରଣ ଲୋକମାନେ ବେଶ୍‌ ପସନ୍ଦ କରୁଥିବା ମଧ୍ୟ ଦେଖିବାକୁ ମିଳିଛି।



AI ଜାରି କରିଥିବା ଫଟୋରେ ଭଗବାନ ଶ୍ରୀରାମ ୨୧ ବର୍ଷ ବୟସରେ ଏପରି ଦିଶୁଥିଲେ ବୋଲି କୁହାଯାଇଛି। ରାମଙ୍କର ଦୁଇଟି ଯାକ ଫଟୋ ଖୁବ୍‌ ସୁନ୍ଦର ହୋଇଛି।

ସେପଟେ ସୋସିଆଲ ମିଡ଼ିଆରେ ଏହି ଫଟୋ ସେୟାର କରିବାବେଳେ ଦାବି ହେଉଛି ଯେ, ରାମଚରିତ ମାନସ, ବାଲ୍ମିକୀ ରାମାୟଣରେ ଦିଆଯାଇଥିବା ତଥ୍ୟ ଅନୁସାରେ ଏହା ପ୍ରଭୁ ଶ୍ରୀରାମଙ୍କ ଫଟୋ।

ପଢ଼ନ୍ତୁ ଏହି ଖବର:  Vastu Tips: ଭୁଲରେ ବି ଏହି ସ୍ଥାନରେ ରଖନ୍ତୁନି ତୁଳସୀ ଗଛ; ପୂରା ପରିବାର ହୋଇଯିବ କାଙ୍ଗାଳ

ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି। ଲୋକମାନେ ଫଟୋ ସେୟାର କରି ଜୟ ଶ୍ରୀରାମ ଲେଖୁଛନ୍ତି। ତାଙ୍କର ହସୁଥିବା ଚେହେରା ସମସ୍ତଙ୍କ ହୃଦୟ ଜିତୁଛି। ରାମଙ୍କର ଫଟୋ ଦେଖି ଲୋକମାନେ ମନ୍ତ୍ରମୁଗ୍ଧ ହେଉଛନ୍ତି।
Published by:Lipina Das
First published: