ହୋମ୍ » ଓଡ଼ିଶା ନ୍ୟୁଜ୍ » ଟେକ୍»୧ ନଭେମ୍ବରରୁ ଏସବୁ ଫୋନରେ ଚାଲିବ ନାହିଁ Whatsapp; ଦେଖନ୍ତୁ ଲିଷ୍ଟ ଆପଣଙ୍କ ଫୋନ ସାମିଲ ଅଛି କି?

୧ ନଭେମ୍ବରରୁ ଏସବୁ ଫୋନରେ ଚାଲିବ ନାହିଁ Whatsapp; ଦେଖନ୍ତୁ ଲିଷ୍ଟ ଆପଣଙ୍କ ଫୋନ ସାମିଲ ଅଛି କି?

ଆସନ୍ତା ମାସ ଠାରୁ whatsapp ଆପ୍ କିଛି ସ୍ମାର୍ଟଫୋନରେ କାମ ବନ୍ଦ କରିବ। ଏହା ଆପଣଙ୍କ ଫୋନରେ କାମ କରିବ କି ନାହିଁ ତାହା ଯାଞ୍ଚ କରିବା ଉଚିତ।

୧ ନଭେମ୍ବରରୁ ଏସବୁ ଫୋନରେ ଚାଲିବ ନାହିଁ Whatsapp; ଦେଖନ୍ତୁ ଲିଷ୍ଟ ଆପଣଙ୍କ ଫୋନ ସାମିଲ ଅଛି କି?
ଏସବୁ ଫୋନରେ ହ୍ଵାଟ୍ସଆପ ବନ୍ଦ ହୋଇଯିବ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 22, 2021, 1:33 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digitla

ନୂଆ ଦିଲ୍ଲୀ: ଆସନ୍ତା ମାସ ଠାରୁ whatsapp ଆପ୍ କିଛି ସ୍ମାର୍ଟଫୋନରେ କାମ ବନ୍ଦ କରିବ। ଯଦି ହ୍ଵାଟ୍ସଆପ କାମ କରିବା ବନ୍ଦ କରିଦିଏ, ତେବେ ଉପଭୋକ୍ତାମାନେ କୌଣସି ବାର୍ତ୍ତା, ଫଟୋ କିମ୍ବା ଭିଡିଓ କାହାକୁ ପଠାଇବାକୁ ସମର୍ଥ ହେବେ ନାହିଁ। ଏହା ଆପଣଙ୍କ ଫୋନରେ କାମ କରିବ କି ନାହିଁ ତାହା ଯାଞ୍ଚ କରିବା ଉଚିତ।

ଆଣ୍ଡ୍ରଏଡ୍ ଓ ଆଇଓଏସର ପୁରୁଣା ସଂସ୍କରଣରେ ଚାଲୁଥିବା ସ୍ମାର୍ଟଫୋନରେ ହ୍ଵାଟ୍ସଆପ କାମ କରିବ ନାହିଁ ବୋଲି କମ୍ପାନୀ ଘୋଷଣା କରିଛି।  ପୁରୁଣା ଅର୍ଥ ଆଣ୍ଡ୍ରଏଡ୍ ୪.୧ ଓ iOS ୧୦ ତଳେ ଥିବା ସଂସ୍କରଣରେ ଚାଲୁଥିବା ସମସ୍ତ ସ୍ମାର୍ଟଫୋନ୍ ପ୍ରଭାବିତ ହେବ। ହ୍ଵାଟ୍ସଆପ ଏହା ଉପରେ ଥିବା ସମସ୍ତ ସଂସ୍କରଣରେ ଚାଲିବ।

ହ୍ଵାଟ୍ସଆପ ଆପ୍ ବ୍ୟବହାରକାରୀମାନେ ଏହି ଆପର FAQ ବିଭାଗକୁ ଯାଇ ଅପରେଟିଂ ସିଷ୍ଟମର ତାଲିକା ଯାଞ୍ଚ କରିପାରିବେ। ୧ ନଭେମ୍ବର ୨୦୨୧ରୁ  ହ୍ଵାଟ୍ସଆପ ଆପ ଚଲାଇ ପାରିବ ନାହିଁ। ଏହି ଅପରେଟିଂ ସିଷ୍ଟମରେ ଆଣ୍ଡ୍ରଏଡ୍ ୪.୦.୩ ଆଇସ୍କ୍ରିମ୍ ସାଣ୍ଡୱିଚ, ଆଇଓଏସ୍ ୯ ଓ କାଇଓଏସ୍ ୨.୫ ଅନ୍ତର୍ଭୁକ୍ତ। ସାମସଙ୍ଗ, LG, ZTE, ହବାଇ, ସୋନି, ଅଲକାଟେଲ ଓ ଅନ୍ୟ କେତେକ କମ୍ପାନୀର ଉପକରଣ ଏହି ତାଲିକାରେ ଅଛି। କିଛି ସ୍ମାର୍ଟଫୋନର ତାଲିକା ଏଠାରେ ଦିଆଗଲା-

ଏସବୁ ସ୍ମାର୍ଟଫୋନରେ ଚାଲିବ ନାହିଁ WhatsApp-

Apple–

iPhone 6S

iPhone 6S Plus

Apple iPhone SE

Samsung–

Samsung Galaxy Trend Lite

Galaxy SII

Galaxy Trend II

Galaxy S3 mini

Galaxy Core

Galaxy Xcover 2

Galaxy Ace 2

LG

LG Lucid 2

Optimus L5 Dual

Optimus L4 II Dual

Optimus F3Q

Optimus F7

Optimus F5

Optimus L3 II Dual

Optimus F5

Optimus L5

Optimus L5 II

Optimus L3 II

Optimus L7

Optimus L7 II Dual

Optimus L7 II

Optimus F6

Enact

Optimus F3

Optimus L4 II

Optimus L2 II

Optimus Nitro HD and 4X HD

ZTE

ZTE Grand S Flex

Grand X Quad V987

ZTE V956

Grand Memo

Huawei-

Huawei Ascend G740

Ascend D Quad XL

Ascend Mate

Ascend P1 S

Ascend D2

Ascend D1 Quad XL
Published by: Soumya Das
First published: October 22, 2021, 1:33 PM IST