ହୋମ୍ » ଓଡ଼ିଶା ନ୍ୟୁଜ୍ » ଟେକ୍»Independence Day ଅଫର୍‌: ଏ ଥର Reliance Digital ଆଣିଛି ଜବରଦସ୍ତ୍‌ ଡିସକାଉଣ୍ଟ୍‌ ଥିବା ସେଲ୍‌

Independence Day ଅଫର୍‌: ଏ ଥର Reliance Digital ଆଣିଛି ଜବରଦସ୍ତ୍‌ ଡିସକାଉଣ୍ଟ୍‌ ଥିବା ସେଲ୍‌

Buy TV and all electronics goods in Odisha at great discounts on Independence Day | ଡିଜିଟାଲ୍ ଇଣ୍ଡିଆ ସେଲ୍ ଅନୁଭୂତିକୁ ସହଜିଆ ଫାଇନାନ୍ସ ଓ EMI ବିକଳ୍ପ ସହିତ ଆହୁରି ଆକର୍ଷଣୀୟ କରାଯାଇଛି । ଗ୍ରାହକମାନେ ଇନଷ୍ଟା ଡେଲିଭରି (୩ ଘଣ୍ଟାରୁ କମ୍ ସମୟ ମଧ୍ୟରେ ଡେଲିଭରି) ଓ ନିକଟତମ ଷ୍ଟୋରରୁ ଷ୍ଟୋର୍‌ ପିକ୍‌-ଅପ୍‌ ବିକଳ୍ପ ବି ପାଇବେ ।

Independence Day ଅଫର୍‌: ଏ ଥର Reliance Digital ଆଣିଛି ଜବରଦସ୍ତ୍‌ ଡିସକାଉଣ୍ଟ୍‌ ଥିବା ସେଲ୍‌
ଟେଲିଭିଜନରେ ଗ୍ରାହକମାନେ ବ୍ୟାପକଶ୍ରେଣୀୟ ସ୍ମାର୍ଟ ଟିଭିକୁ ବାଛି ପାରିବେ ।
  • News18 Odia
  • Last Updated: August 13, 2021, 5:12 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭୁବନେଶ୍ୱର: ସ୍ୱାଧୀନତା ଦିବସ (Independence Day 2021) ଅବସରରେ ରିଲାଏନ୍‌ସ ଡିଜିଟାଲ୍ (Reliance Digital) ନିଜ ଡିଜିଟାଲ୍ ଇଣ୍ଡିଆ ସେଲକୁ ଆହୁରି ବଡ଼ କରିଛି ଓ ଏଥିରେ ଅନେକଗୁଡ଼ିଏ ଆକର୍ଷଣୀୟ ଅଫର୍‌ ଓ ରିହାତି ଦେଉଛି । ଏହି ସେଲ୍ ରିଲାଏନ୍‌ସ ଡିଜିଟାଲ୍ ଓ ମାଇଁ ଜିଓ ଷ୍ଟୋରରେ (My Jio store) ଲାଇଭ୍ ହେବ ଓ ଏହା ମଧ୍ୟ www.reliancedigital.in ରେ ଉପଲବ୍ଧ ହେବ ।

ଗ୍ରାହକମାନେ ଅଗଷ୍ଟ ୧୬ ପର୍ଯ୍ୟନ୍ତ ଏଚ୍‌.ଡି.ଏଫ୍‌.ସି. ବ୍ୟାଙ୍କ କାର୍ଡ଼ ଓ ଇ.ଏମ୍‌.ଆଇ. କାରବାରରେ ୩,୦୦୦ ଟଙ୍କା ପର୍ଯ୍ୟନ୍ତ ୧୦% ଇନ୍‌ଷ୍ଟାଣ୍ଟ୍‌ ଡିସକାଉଣ୍ଟ ପାଇପାରିବେ । ଅଗଷ୍ଟ ୩୧ ପର୍ଯ୍ୟନ୍ତ ପେଟିଏମରେ ସର୍ବନିମ୍ନ ଟ୍ରାଞ୍ଜେକସନ୍‌ ୯,୯୯୯ରେ ୱାଲେଟ୍ କ୍ୟାସବ୍ୟାକ୍‌ ୫୦୦ ଟଙ୍କା ମିଳିପାରିବ । ଗ୍ରାହକମାନେ ମଧ୍ୟ ଜେଷ୍ଟ ମନି ମାଧ୍ୟମରେ ୧୦,୦୦୦ ଟଙ୍କାରୁ ଅଧିକ କ୍ରୟ କ୍ଷେତ୍ରରେ ନୋ କଷ୍ଟ୍‌ ଇ.ଏମ.ଆଇ.+ ୧୦% କ୍ୟାସବ୍ୟାକ୍‌ ୫,୦୦୦ ଟଙ୍କା ପର୍ଯ୍ୟନ୍ତ ପାଇପାରିବେ । ଏହି ସୁବିଧାଗୁଡ଼ିକ ସହିତ ବ୍ୟାପକ ଶ୍ରେଣୀ ଯଥା ଟେଲିଭିଜନ, ଲାପଟପ୍‌, ମୋବାଇଲ୍ ଫୋନ୍ ଓ ଗୃହ ଉପକରଣରେ ଅନେକ ସ୍ୱତନ୍ତ୍ର ଅଫର ମଧ୍ୟ ଉପଲବ୍ଧ ରହିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଶ୍ରୀଦେବୀଙ୍କ ସହ ଝିଅ ଜାହ୍ନବୀ କପୁରଙ୍କ ଅଦେଖା ଫଟୋ: ଆକାଶ ପରି ବିଶାଳ ଥିଲା ସ୍ନେହ

ଟେଲିଭିଜନରେ ଗ୍ରାହକମାନେ ବ୍ୟାପକଶ୍ରେଣୀୟ ସ୍ମାର୍ଟ ଟିଭିକୁ ବାଛି ପାରିବେ, ଯାହାର ଦାମ୍‌ ୧୩,୯୯୦ ଟଙ୍କାରୁ ଆରମ୍ଭ ହେଉଛି । ସାନସୁଇ ୫୦-ଇଞ୍ଚ୍‌ ଅଲଟ୍ରା ଏଚ୍‌.ଡି. ସ୍ମାର୍ଟ ଏଲଇଡି ଟିଭି ୪୩-ଇଞ୍ଚ୍‌ ଭାରିଆଣ୍ଟର ମୂଲ୍ୟରେ ଉପଲବ୍ଧ ରହିଛି ଯାହାକି ମାତ୍ର ୨୯,୯୯୦ ଟଙ୍କା ଅଛି । ଆଉ ମଧ୍ୟ ଟିସିଏଲ୍ ୫୫-ଇଞ୍ଚ ଅଲଟ୍ରା ଏଚ୍‌.ଡି. ସ୍ମାର୍ଟ ଟିଭିର ସ୍ୱତନ୍ତ୍ର ମୂଲ୍ୟ ହେଉଛି ୪୪,୯୯୦ ଓ ଏଥିରେ ରହିଛି ୧୯,୯୯୦ ଟଙ୍କା ମୂଲ୍ୟର ମାଗଣା ଜେବିଏଲ୍ ସାଉଣ୍ଡ ବାର୍ ।

ବିଭିନ୍ନ ଇଲେକ୍‌ଟ୍ରୋନିକ୍ ସାମଗ୍ରୀ ଉପରେ ଆକର୍ଷଣୀୟ ଅଫର ରହିଛି ।


ଅନେକ ଗୁଡ଼ିଏ ଲାପଟପ୍ ମଧ୍ୟ ଆକର୍ଷଣୀୟ ମୂଲ୍ୟରେ ଉପଲବ୍ଧ ରହିଛି ଯାହାର ମୂଲ୍ୟ ଟ.୧୬,୯୯୯/- ରୁ ଆରମ୍ଭ ଓ ଏଥିରେ ଟ.୧୭,୯୯୦/- ପର୍ଯ୍ୟନ୍ତ ଲାଭ ମିଳିପାରିବ । ୧୬ ଜିବି ରାମ୍ ସହିତ ପାୱାରଫୁଲ୍ ଗେମିଂ ଲାପଟପ୍ ଟ.୬୪,୯୯୯ ରୁ ଆରମ୍ଭ ହେଉଛି । ଲିନୋଭୋ ଏମ୮ ୩୨ ଜିବି ଟାବଲେଟ୍ ର ସ୍ୱତନ୍ତ୍ର ମୂଲ୍ୟ ହେଉଛି ଟ.୧୧,୪୯୯ ।

ଏହା ବି ପଢ଼ନ୍ତୁ | ରେଳ ଯାତ୍ରୀ ଧ୍ୟାନ ଦିଅନ୍ତୁ: ଏବେ ଆଉ ଘରୁ ଖାଦ୍ୟ ଆଣିବା ଦରକାର ନାହିଁ; ପୁଣି ଇ-କ୍ୟାଟରିଂ ସେବା ଆରମ୍ଭ

ମୋବାଇଲ୍ ଫୋନ୍ ମଧ୍ୟରେ ସବୁଠାରୁ ଲୋକପ୍ରିୟ ୱାନପ୍ଲସ୍ ନର୍ଡ଼ ୨ ସ୍ମାର୍ଟଫୋନ୍ ଅତୁଳନୀୟ ମୂଲ୍ୟ ଟ.୨୯,୯୯୯/- ରେ ଉପଲବ୍ଧ ରହିଛି । ବ୍ରାଣ୍ଡ ନୂଆ ସ୍ମାର୍ଟୱାଚ୍ ଫାୟାର ବୋଲ୍‌ଟ ଅଗ୍ନି ଓ ଏସପିଓ୨ ବୈଶିଷ୍ଟ୍ୟ ସହିତ ସ୍ୱତନ୍ତ୍ର ଭାବରେ ଡିଜିଟାଲ୍ ଇଣ୍ଡିଆ ସେଲରେ ଉପଲବ୍ଧ ହେବ ଯାହାର ସ୍ୱତନ୍ତ୍ର ମୂଲ୍ୟ ରହିଛି ଟ.୨୬୯୯/- । ଆଉମଧ୍ୟ, ଗ୍ରାହକମାନେ ଟ.୭୯୯୯/- ମୂଲ୍ୟର ଟ୍ରୁ ଓୟାରଲେସ୍ ବିଟି ଇୟରଫୋନକୁ ବଛା ବଛା ଫୋନ୍ ଉପରେ ପାଇ ପାରିବେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ସଲମାନ ଖାନ୍‌ଙ୍କ ସହ ‘ପିଲାଦିନର ଫଟୋ’ ଶେୟାର କରିଥିଲେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍; ‘ଆଲାଦିନ୍‌’ ତାଙ୍କ ସ୍ୱପ୍ନ ପୂରା କରିଥିଲା

ଅନ୍ୟାନ୍ୟ ଇଲେକ୍‌ଟ୍ରୋନିକ୍ ସାମଗ୍ରୀ ଉପରେ ମଧ୍ୟ ଆକର୍ଷଣୀୟ ଅଫର ରହିଛି । ଏଲଜି, ସାମସଙ୍ଗ, ହୁଇର୍ଲପୁଲ୍ ପକ୍ଷରୁ ଫ୍ରଷ୍ଟ ଫ୍ରି ରେଫ୍ରିଜରେଟର ଟ.୨୩,୯୯୦/- ର ଆରମ୍ଭ ମୂଲ୍ୟରେ ଉପଲବ୍ଧ  ଓ ଏଥିରେ ରହିଛି ଟ.୩୮୫୦/- ମୂଲ୍ୟର ମାଗଣା ଉପହାର । ଟପ-ଲୋଡ୍ ୱାସିଂ ମେସିନ୍  ଟ.୧୨,୯୯୦/- ର ପ୍ରାରମ୍ଭିକ ମୂଲ୍ୟରେ ଉପଲବ୍ଧ ରହିଛି ଓ ଏଥି ସହିତ ଟ. ୧୯୯୦/-ର ମାଗଣା ଉପହାର ମିଳୁଛି । ଆଉ ମଧ୍ୟ କୁକଟପ୍ କମ୍ବୋ (ରିକନେକ୍ଟ ୩ ବର୍ଣ୍ଣର କୁକଟପ୍‌+ ୫୦୦ ଡବ୍ଲୁ ମିକ୍ସର + ଇଲେକ୍‌ଟ୍ରିକ୍ କେଟିଲ୍‌) ଅଫରରେ ଟ.୪୪୯୯/- ରେ ଉପଲବ୍ଧ । ୱାଟର ପ୍ୟୁରିଫାୟରର କ୍ରୟ କ୍ଷେତ୍ରରେ, ଗ୍ରାହକମାନେ ଟ.୧୯୯୯/-ର ମାଗଣା ଇଲେକ୍‌ଟ୍ରିକ୍ କେଟିଲ୍ ପାଇପାରିବେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଅଷ୍ଟ୍ରେଲିଆର ମହିଳା କ୍ରିକେଟର୍ ମେଗାନ୍ ଶଟ୍ଟ୍ ନିଜ ଗର୍ଲଫ୍ରେଣ୍ଡଙ୍କୁ ବିବାହ କରିଥିଲେ; ଏବେ ସେ ଗର୍ଭବତୀ

ଡିଜିଟାଲ୍ ଇଣ୍ଡିଆ ସେଲ୍ ଅନୁଭୂତିକୁ ସହଜିଆ ଫାଇନାନ୍ସ ଓ ଇ.ଏମ୍‌.ଆଇ. ବିକଳ୍ପ ସହିତ ଆହୁରି ଆକର୍ଷଣୀୟ କରାଯାଇଛି । ଗ୍ରାହକମାନେ ମଧ୍ୟ ଇନଷ୍ଟା ଡେଲିଭରି (୩ ଘଣ୍ଟାରୁ କମ୍ ସମୟ ମଧ୍ୟରେ ଡେଲିଭରି) ଓ ନିକଟତମ ଷ୍ଟୋରରୁ ଷ୍ଟୋର ପିକ୍‌-ଅପ୍‌ ବିକଳ୍ପ ପାଇପାରିବେ । ସମସ୍ତ ଷ୍ଟୋର ଓ ଡେଲିଭରି ପାର୍ଟନରମାନେ କଠୋର ଭାବରେ କୋଭିଡ-ସୁରକ୍ଷା ପଦକ୍ଷେପର ଅନୁପାଳନ କରୁଛନ୍ତି ଓ ଏହାର ଗ୍ରାହକ ତଥା କର୍ମଚାରୀଙ୍କ ପ୍ରତି ଯତ୍ନବାନ ରହିଛନ୍ତି । (*ସମସ୍ତ ଅଫର ଓ ମୂଲ୍ୟରେ ସର୍ତ୍ତ ଓ ବ୍ୟବସ୍ଥାବଳୀ ଲାଗୁ ହେବ ।)



(ଡିସକ୍ଲେମର୍: News18 Odia Digital ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କମ୍ପାନୀ ନେଟୱାର୍କ18 ମିଡ଼ିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡ଼ର ଏକ ଅଂଶ । ନେଟୱାର୍କ 18 ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ମାଲିକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ।)
Published by: Anand Shankar Thankur Das
First published: August 13, 2021, 5:12 PM IST