• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • IIMT ପରିସରରେ ଅନୁଷ୍ଠିତ “ଫିଉଚର ଅଫ୍ ୱାର୍କ’ ପ୍ରଦର୍ଶନୀରେ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରିଛି ଜିଓର ଅଭିନବ ଜିଓ ଡାଇଭ୍ ଓ ଜିଓ ଗ୍ଲାସ୍‌

IIMT ପରିସରରେ ଅନୁଷ୍ଠିତ “ଫିଉଚର ଅଫ୍ ୱାର୍କ’ ପ୍ରଦର୍ଶନୀରେ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରିଛି ଜିଓର ଅଭିନବ ଜିଓ ଡାଇଭ୍ ଓ ଜିଓ ଗ୍ଲାସ୍‌

ଆଇଆଇଏମ୍‌ଟି ପରିସରରେ ଅନୁଷ୍ଠିତ “ଫିଉଚର ଅଫ୍ ୱାର୍କ’ ପ୍ରଦର୍ଶନୀରେ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରିଛି ଜିଓର ଅଭିନବ ଜିଓ ଡାଇଭ୍ ଓ ଜିଓ ଗ୍ଲାସ୍‌

IIMT ପରିସରରେ ଅନୁଷ୍ଠିତ “ଫିଉଚର ଅଫ୍ ୱାର୍କ’ ପ୍ରଦର୍ଶନୀରେ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରିଛି ଜିଓର ଅଭିନବ ଜିଓ ଡାଇଭ୍ ଓ ଜିଓ ଗ୍ଲାସ୍‌

IIMT ପରିସରରେ ଅନୁଷ୍ଠିତ “ଫିଉଚର ଅଫ୍ ୱାର୍କ’ ପ୍ରଦର୍ଶନୀରେ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରିଛି ଜିଓର ଅଭିନବ ଜିଓ ଡାଇଭ୍ ଓ ଜିଓ ଗ୍ଲାସ୍‌

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର: ଜି୨୦ ଶିକ୍ଷା କାର୍ଯ୍ୟକାରୀ ଦଳର ବୈଠକ ଅବସରରେ ସ୍ଥାନୀୟ ଆଇଆଇଏମ୍‌ଟି (IIMT ) ପରିସରରେ ଅନୁଷ୍ଠିତ ହୋଇଥିବା ଛଅ ଦିନିଆ “ଫିଉଚର ଅଫ୍ ୱାର୍କ’ (Future of Work) ପ୍ରଦର୍ଶନୀରେ ଜିଓର ଭର୍ଚୁଆଲ ରିଆଲିଟି ଉପକରଣ ଜିଓ ଡାଇଭ୍ ଓ ମିଶ୍ର ରିଆଲିଟି ଉପକରଣ ଜିଓ ଗ୍ଲାସ୍‌ର ମଜା ନେଇଛନ୍ତି ହଜାର ହଜାର ଛାତ୍ରଛାତ୍ରୀ ଓ ନୂତନ ଜ୍ଞାନକୌଶଳରେ ରୁଚି ରଖୁଥିବା ଯୁବପିଢ଼ି ।

ଅପ୍ରେଲ୍ ୨୩ରୁ ଆରମ୍ଭ ହୋଇଥିବା ଏହି ପ୍ରଦର୍ଶନୀରେ ଆଜି ଶେଷ ଦିନରେ ରିଲାଏନ୍ସ ଜିଓ (Reliance jio)ର ଓଡ଼ିଶା ମୁଖ୍ୟ ପ୍ରଦୀପ ରାଉତ ପ୍ରଦର୍ଶନୀ ବୁଲି ଦେଖିବା ସହିତ ଜିଓ ଷ୍ଟଲ୍‌ରେ ଜିଓର ଅଭିନବ ଭର୍ଚୁଆଲ୍ ରିଆଲିଟି ଉପକରଣ ଜିଓ ଡାଇଭ୍ ଓ ମିଶ୍ର ରିଆଲିଟି ଉପକରଣ ଜିଓ ଗ୍ଲାସ୍‌ର ବ୍ୟବହାରର ଅନୁଭୂତି ନେଇଛନ୍ତି । ଏଥି ସହିତ ସେ ଜିଓ ଡାଇଭ୍ ଓ ଜିଓ ଗ୍ଲାସ୍‌ର ଅନୁଭୂତି ନେଉଥିବା ଛାତ୍ରଛାତ୍ର ଓ ଯୁବପିଢ଼ିଙ୍କ ସହ କଥା ହୋଇ ସେମାନଙ୍କ ଅନୁଭୂତି ପଚାରି ବୁଝିଥିଲେ ।

ସୂଚନାଯୋଗ୍ୟ ଯେ, ଓଡ଼ିଶାରେ ଦ୍ରୁତ ଗତିରେ ଜିଓ ଟ୍ରୁ-୫ଜିର ସମ୍ପ୍ରସାରଣ ଜାରି ରଖିଥିବା ରିଲାଏନ୍ସ ଜିଓ  ୨୦୨୩ ଶେଷ ସୁଦ୍ଧା ସାରା ରାଜ୍ୟରେ ୫ଜି (5G) ସେବା ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି ।

ଏହି ଖବର ପଢ଼ନ୍ତୁ -  କାହା ସପକ୍ଷରେ କର୍ଣ୍ଣାଟକ ଜନାଦେଶ ?
Published by:Soubhagya Mishra
First published: