Fact Check: ମୋବାଇଲ୍ ରିଚାର୍ଜ ସମ୍ବନ୍ଧରେ ବିଭିନ୍ନ ଅଫର ସହିତ କମ୍ପାନୀଗୁଡିକ କ୍ରମାଗତ ଭାବରେ ଲୋକଙ୍କୁ ପ୍ରଲୋଭିତ କରନ୍ତି। ସୋସିଆଲ ମିଡିଆରେ ଏ ବିଷୟରେ ଅନେକ ଆଲୋଚନା ହେଉଛି, ଅନେକ ଥର କମ୍ପାନୀ ମଧ୍ୟ ଲୋକଙ୍କୁ ମାଗଣା ଡାଟା(Free Data) ଓ କଲିଂ ଅଫର(Calling Offer) ଦେଇଥାଏ। ବର୍ତ୍ତମାନ ଏଭଳି ଏକ ଦାବି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ମାଗଣା ରିଚାର୍ଜ କଥା କୁହାଯାଇଛି। ଯଦିଓ ଏଥିରେ କୌଣସି କମ୍ପାନୀର ନାମ ନାହିଁ, ଏହା କୁହାଯାଉଛି ଯେ ଭାରତ ସରକାର ଲୋକଙ୍କୁ ମାଗଣା ରିଚାର୍ଜ ଦେଉଛନ୍ତି।
🚩SCAM ALERT🚩
एक #WhatsApp मैसेज में दावा किया जा रहा है कि केन्द्र सरकार द्वारा 'फ्री मोबाइल रिचार्ज योजना' के तहत सभी भारतीय यूजर्स को 28 दिन का रिचार्ज फ्री में दिया जा रहा है#PIBFactCheck
✅यह दावा #फ़र्ज़ी है।
✅केन्द्र सरकार द्वारा ऐसी कोई योजना नहीं चलाई जा रही है। pic.twitter.com/HwZx0RJfy7
— PIB Fact Check (@PIBFactCheck) March 14, 2023
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।