News18 Odia Digital
Smartphone Cleaning Tips: ଦୈନନ୍ଦିନ କାର୍ଯ୍ୟରେ ଆମେ ସମସ୍ତେ ସ୍ମାର୍ଟ ଫୋନ ବ୍ୟବହାର କରିଥାଉ। କୌଣସି ନା କୌଣସି କାର୍ଯ୍ୟ ପାଇଁ ଆମେ ଫୋନଙ୍କୁ ଛୁଇଁ ଥାଉ। ବାରମ୍ବାର ଫୋନ ଏହି ଭଳି ଖରାପ ହେବା ଦ୍ବାରା ଏହା ନଷ୍ଟ ହେବାର ଆଶଙ୍କା ମଧ୍ୟ ବଢ଼ିଯାଇଥାଏ । ତେଣୁ ସମୟ ସମୟର ଏହାକୁ ସଫା କରିବା ପାଇଁ ନିହାତି ଆବଶ୍ୟକ।
ମାଇକ୍ରୋ ଫାଇବର କ୍ଲୋଥ
(Microfiber Cloth): ସ୍ମାର୍ଟଫୋନକୁ ସଫା କରିବା ପାଇଁ ସାଧାରଣ କପଡା ବ୍ୟବହାର କରନ୍ତୁ ନାହିଁ। ପ୍ରାୟତଃ ଆମେ ଫୋନରେ ଲାଗିଥିବା ମଇଳା ସଫା କରିବା ପାଇଁ ଘରେ ରଖାଯାଇଥିବା ସୂତା କପଡା କିମ୍ବା ଅନ୍ୟ କୌଣସି ପ୍ରକାରର କପଡା ବ୍ୟବହାର କରୁ । ଜାଣିଛନ୍ତି କି ଏହା ଫୋନ୍ ପାଇଁ ଠିକ ନୁହେଁ । ଯଦି ଆପଣ ଫୋନ୍ ସଫା କରିବାକୁ ଚାହୁଁଛନ୍ତି, ତେବେ କେବଳ ମାଇକ୍ରୋଫାଇବର କ୍ଲୋଥ ବ୍ୟବହାର କରନ୍ତୁ । ଏହା ସହିତ ଫୋନର ଡିସପ୍ଲେ ମଧ୍ୟ ଭଲ ସଫା ହୋଇଯିବ।
କଂଗ୍ରେସର ପ୍ରତିଶ୍ରୁତି; ନର୍ବାଚନ ଜିତିଲେ ପ୍ରତି ଘରକୁ ଫ୍ଲାଟ-ବିଜୁଳି-ଗ୍ୟାସ ଚାକିରିଆଲକୋହଲ କ୍ଲିନର
(Alcohol Cleaner): ସ୍ମାର୍ଟଫୋନ୍ ସଫା କରିବାକୁ ବିଭିନ୍ନ କ୍ଲିନର୍ ବଜାରରେ ଉପଲବ୍ଧ ହେଉଛି। ଏଥିମଧ୍ୟରୁ ଅନେକ ଲିକ୍ୟୁଡ କ୍ଲିନର। ଫୋନ୍ ସଫା କରିବା ପାଇଁ ଆପଣ ଆଲକୋହଲ କ୍ଲିନର୍ ବ୍ୟବହାର କରିପାରିବେ । ଏହା ଫୋନକୁ କ୍ଷତି ପହଞ୍ଚାଇବ ନାହିଁ, ଯେତେବେଳେ କି ଅନ୍ୟ ଲିକ୍ୟୁଡ଼ କ୍ଲିନର୍ ଫୋନକୁ ଖରାପ କରିପାରେ । ତେଣୁ ଏହାକୁ ସଫା ରଖିବା ପାଇଁ ଆପଣ ଏହି ସବୁ ପଦକ୍ଷେପ ଆପଣାଇ ପାରିବେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।