Amazon App Quiz November 30: ଘରେ ବସି ଜିତିପାରିବେ ୨୫ ହଜାର ଟଙ୍କା

ଆମାଜନ ଆଜି ଏହାର କୁଇଜରେ ଆମାଜନ ପେ ବାଲାନ୍ସରେ ୨୫,୦୦୦ ଟଙ୍କା ଜିତିବାର ସୁଯୋଗ ଦେଉଛି। ଏହି ଦୈନିକ କୁଇଜ୍ ପ୍ରତ୍ୟେକ ଦିନ ସକାଳ ୮ ଟାରୁ ଆରମ୍ଭ ହୋଇ ରାତି ୧୨ଟା ପର୍ଯ୍ୟନ୍ତ ଚାଲିବ ।

ବିଭିନ୍ନ ବ୍ୟବସାୟର ଉପାୟ ବାବଦରେ ଜାଣନ୍ତୁ (ପ୍ରତୀକାତ୍ମକ ଛବି)

ବିଭିନ୍ନ ବ୍ୟବସାୟର ଉପାୟ ବାବଦରେ ଜାଣନ୍ତୁ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଆମାଜନ ଆପ୍ କୁଇଜ୍ ନଭେମ୍ବର ୩୦, ୨୦୨୧: ଇ-କମର୍ସ ପ୍ଲାଟଫର୍ମ ଆମାଜନରେ ଦୈନିକ ଆପ କୁଇଜର ଏକ ନୂତନ ସଂସ୍କରଣ ଆରମ୍ଭ ହୋଇଛି। ଅନ୍ଲାଇନ୍ ସପିଂ ପ୍ଲାଟଫର୍ମ ଆମାଜନ ଆଜି ଏହାର କୁଇଜରେ ଆମାଜନ ପେ ବାଲାନ୍ସରେ ୨୫,୦୦୦ ଟଙ୍କା ଜିତିବାର ସୁଯୋଗ ଦେଉଛି। ଏହି କୁଇଜ୍ ଆମାଜନର ମୋବାଇଲ୍ ଆପ୍ ରେ ଉପଲବ୍ଧ। ଏହି ଦୈନିକ କୁଇଜ୍ ପ୍ରତ୍ୟେକ ଦିନ ସକାଳ ୮ ଟାରୁ ଆରମ୍ଭ ହୋଇ ରାତି ୧୨ଟା ପର୍ଯ୍ୟନ୍ତ ଚାଲିବ । ସାଧାରଣ ଜ୍ଞାନ (GK) ଏବଂ ସାମ୍ପ୍ରତିକ ବ୍ୟାପାରରୁ ପାଞ୍ଚଟି ପ୍ରଶ୍ନକୁ ନେଇ ଏହି କୁଇଜ୍ ଗଠିତ।

ଏତେ ବଡ ପୁରସ୍କାର ଜିତିବାକୁ, ଆପଣଙ୍କୁ କୁଇଜରେ ପଚରାଯାଇଥିବା ସମସ୍ତ ପ୍ରଶ୍ନର ସଠିକ୍ ଉତ୍ତର ଦେବାକୁ ପଡିବ।।କୁଇଜ୍ ସମୟରେ ପଚରାଯାଇଥିବା ପ୍ରତ୍ୟେକ ପ୍ରଶ୍ନରେ ଚାରୋଟି ବିକଳ୍ପ ଦିଆଯାଇଛି।

କୁଇଜ୍ କିପରି ଖେଳିବେ?

ଯଦି ଆପଣଙ୍କ ଫୋନରେ ଆମାଜନ ଆପ୍ ନାହିଁ, ତେବେ କୁଇଜ୍ ଖେଳିବା ପାଇଁ ପ୍ରଥମେ ଏହାକୁ ଡାଉନଲୋଡ୍ କରିବାକୁ ପଡିବ।

ଡାଉନଲୋଡ୍ ଏବଂ ଇନଷ୍ଟଲ୍ କରିବା ପରେ ଆପଣଙ୍କୁ ସାଇନ୍ ଇନ୍ କରିବାକୁ ପଡିବ।

ଏହା ପରେ ଆପ୍ ଖୋଲନ୍ତୁ ଏବଂ ହୋମ ସ୍କ୍ରିନକୁ ସ୍କ୍ରୋଲ୍ କରନ୍ତୁ।।ଯେଉଁଠାରେ ନିମ୍ନରେ ଆପଣ 'ଆମାଜନ କୁଇଜ୍' ର ବ୍ୟାନର ପାଇବେ।

ଏଠାରେ ଆମେ ଆପଣଙ୍କୁ ଆଜିର କୁଇଜ୍ ର ପାଞ୍ଚଟି ପ୍ରଶ୍ନ ଏବଂ ସେମାନଙ୍କର ଉତ୍ତର ମଧ୍ୟ କହୁଛୁ। ତେଣୁ ଖେଳକୁ ଯାଆନ୍ତୁ ଏବଂ ୨୫,୦୦୦ ଆମାଜନ ପେ ବାଲାନ୍ସ ଜିତନ୍ତୁ।

सवाल 1- Who recently became the first away player to score a hat trick at Old Trafford in the Premier League?
जवाब 1- Mohammad Salah.

सवाल 2-Amol Parashar plays the role of which freedom fighter in the recently released film ‘Bhagat Singh’ ?
जवाब 2- Bhagat Singh.

सवाल 3-A cryptocurrency which as of the last week of October is among the top 10 crytocurrencies in the world, is named after which dog breed?
जवाब 3- Shiba Inu.

सवाल 4- This cat breed is called the __________ Forest Cat. Fill in the blanksञ
जवाब 4- Norwegian.

सवाल 5-In which city would you find this famous sign?
जवाब 5- Los Angeles.
Published by:Soumya Das
First published: