୬ ହଜାରରେ କିଣନ୍ତୁ ୪୨ଇଞ୍ଚର ସ୍ମାର୍ଟ ଟିଭି; ଫ୍ଲିପକାର୍ଟରେ ମିଳୁଛି ଦମଦାର ଅଫର

Smart TV: ଭଲ ସ୍ମାର୍ଟ ଟିଭି କମ୍‌ ବଜେଟରେ ଖୋଜୁଛନ୍ତି କି? ୬ ହଜାର ଟଙ୍କାରେ ଆପଣ ୪୨ଇଞ୍ଚ ଟିଭି କିଣିପାରିବେ ।

Smart Tv

Smart Tv

  • News18 Odia
  • Last Updated :
  • Other, India
  • Share this:
News18 Odia Digital

42 Inch Smart TV Deal: ଆପଣ ମଧ୍ୟ ନିଜ ଘରକୁ ୪୨ ଇଞ୍ଚର ଏକ ସ୍ମାର୍ଟ ଟିଭି (42 Inch Smart Tv) ଆଣିବାକୁ ଚାହୁଁଛନ୍ତି କି? ଅଧିକ ବଜେଟ ହେତୁ ଆଣି ପାରୁନାହାନ୍ତି? ତେଣୁ ଏଭଳି ପରିସ୍ଥିତିରେ ଆପଣଙ୍କୁ ଅଧିକ ଟେନସନ ନେବା ଆବଶ୍ୟକ ନାହିଁ କାରଣ ଆପଣ ୬ହଜାର ଟଙ୍କାରୁ କମ୍ ମୂଲ୍ୟରେ ୪୨ ଇଞ୍ଚର ଏଲଇଡି ସ୍ମାର୍ଟ ଟିଭି କିଣି ପାରିବେ।

କହିବାକୁ ଗଲେ ୪୨ ଇଞ୍ଚର ଗୋଟିଏ ଏଲଇଡି ସ୍ମାର୍ଟ ଟିଭି ୨୦ ହଜାରରୁ ୪୦ ହଜାର ମଧ୍ୟରେ ବିକ୍ରି ହୁଏ। ଅଧିକ ମୂଲ୍ୟ ହେତୁ କେହି କେହି ଏକ ଛୋଟ ସାଇଜର ଟିଭି ନେବାକୁ ପସନ୍ଦ କରନ୍ତି। କିନ୍ତୁ ଏବେ ଆପଣ କମ ମୂଲ୍ୟରେ ଏଲଇଡି ଟିଭି କିଣିପାରିବ।

୪୨ ଇଞ୍ଚ ସ୍ମାର୍ଟ ଟିଭି ମୂଲ୍ୟ ରିହାତି ଏବଂ ଅଫର୍(42 Inch Smart TV Offer and exchange)

Blaupunkt ସାଇବର ସାଉଣ୍ଡ ୪୨ଇଞ୍ଚ HD ଏଲଇଡି ସ୍ମାର୍ଟ ଆଣ୍ଡ୍ରଏଡ ଟିଭି ୬ ଟଙ୍କାରୁ କମ୍ ମୂଲ୍ୟରେ କିଣାଯାଇପାରିବ।  ଏହାର ମୂଲ୍ୟ ୨୯,୯୯୯ ଟଙ୍କା କିନ୍ତୁ ଏହା ଫ୍ଲିପକାର୍ଟରେ ୧୬,୯୯୯ଟଙ୍କାରେ ଉପଲବ୍ଧ। ଏହାର ମୂଲ୍ୟ ଉପରେ ୪୭ ପ୍ରତିଶତ ରିହାତି ଦିଆଯାଉଛି। ଯେତେବେଳେ କି, ଅଫର ମାଧ୍ୟମରେ ସ୍ମାର୍ଟ ଟିଭି କମ୍ ମୂଲ୍ୟରେ କିଣିପାରିବେ।

42 ଇଞ୍ଚ ସ୍ମାର୍ଟ ଟିଭି ବ୍ୟାଙ୍କ ଅଫର୍ (42 Inch Smart TV Bank Offer)

ବ୍ୟାଙ୍କ କ୍ରେଡିଟ୍ କାର୍ଡ କାରବାରରେ 10% ଅଫ୍ ମିଳେ।

କୋଟାକ୍ କ୍ରେଡିଟ୍ କାର୍ଡ EMI କଲେ ଉପରେ 10% ଅଫ୍ ମିଳେ।

AU ବ୍ୟାଙ୍କ କ୍ରେଡିଟ୍ କାର୍ଡ ଉପରେ ଫ୍ଲାଟ 10% ଅଫ ମିଳେ।

42 Inch Smart TV Exchange Offer

Blaupunkt ସ୍ମାର୍ଟ ଆଣ୍ଡ୍ରଏଡ୍ ଟିଭି ୧୧,୦୦୦ ଟଙ୍କା ବିନିମୟ (Exchange) ରିହାତି ସହିତ ବିକ୍ରି ହେଉଛି। ଯଦି ଆପଣ ଏହାକୁ କିଣିବା ପାଇଁ ଚାଁହୁଛନ୍ତି ତେବେ ଏକ ପୁରୁଣା ଟିଭି ବଦଳାଇଲେ ଆପଣଙ୍କୁ ରିହାତିର ଲାଭ ମିଳିବ।

ଯଦି ଆପଣ ପୁରୁଣା ଟିଭି ବଦଳରେ ନୂଆ ଟିଭି ଆଣୁଛନ୍ତି ତେବେ ଆପଣ ରିହାତିର ସମ୍ପୂର୍ଣ୍ଣ ଲାଭ ପାଇପାରିବେ, ଯାହା ପରେ ୧୬,୯୯୯ ଟଙ୍କା କମି ୧୧,୯୯୯ଟଙ୍କା ହୋଇଯିବ। ଏଭଳି ପରିସ୍ଥିତିରେ, ଏହି ଏଲଇଡି ସ୍ମାର୍ଟ ଟିଭି ଆପଣଙ୍କୁ ମାତ୍ର ୫,୯୯୯ ଟଙ୍କା ଦେବାକୁ ପଡ଼ିବ।
Published by:Soumya Das
First published: