HIGHLIGHTS
ଉଭୟ ରିଚା ଏବଂ ପୂଜାଙ୍କୁ ୧.୯ କୋଟିରେ କିଣାଯାଇଛି।
ପୂଜା ଭାଷ୍ଟ୍ରାକର ୧.୯ କୋଟି ଟଙ୍କାରେ କିଣି MI। ଆରସିବି ପାଇଁ ଖେଳିବେ ରିଚା ଘୋଷ।
ମହିଳା ପ୍ରିମିୟର ଲିଗ୍ ନିଲାମରେ ୭ ଓଡ଼ିଆ ଖେଳାଳି ସାମିଲ। ମାଧୁରୀ ମେହେଟା, ରୋଶନାରା ପରୱିନ, କାଜଲ ଜେନା ସାମିଲ। ନିଲାମୀରେ ପ୍ରିୟଙ୍କା ପ୍ରିୟଦର୍ଶିନୀ, ସୁଜାତା ମଲ୍ଲିକ। ସିମରନ ଲରେନ୍ସ, ସୁଶ୍ରୀ ଦିବ୍ୟଦର୍ଶିନୀ ବି WPL ନିଲାମୀରେ।
ଇଂଲଣ୍ଡର ଅଲରାଉଣ୍ଡର ସିଭର ବ୍ରଣ୍ଟ ମୁମ୍ବାଇ ଟିମ୍ରେ ସାମିଲ। ସିଭରଙ୍କୁ ୩.୨ କୋଟିରେ କିଣିଲା ମୁମ୍ବାଇ ଇଣ୍ଡିଆନ୍ସ। ଅଷ୍ଟ୍ରେଲିଆର ମ୍ୟାକଗ୍ରାଥଙ୍କୁ ୧.୪ କୋଟିରେ ନେଲା UP ୱାରିଅର୍ସ। ଜେମିମା ରୋଡ୍ରିଗ୍ସଙ୍କୁ ୨.୨ କୋଟିରେ ନେଲା ଦିଲ୍ଲୀ କ୍ୟାପିଟାଲ୍ସ। ୪୦୯ ମହିଳା କ୍ରିକେଟରଙ୍କୁ ନେଇ ହେଉଛି ନିଲାମ।
ଅଷ୍ଟେଲିଆର ଏଲିସ ପେରିଙ୍କୁ ୧.୭ କୋଟିରେ ନେଲା RCB। ଇଂଲଣ୍ଡର ଏକ୍ଲିଷ୍ଟୋନଙ୍କୁ ୧.୮ କୋଟିରେ ନେଲା UP ୱାରିଅର୍ସ। ଦୀପ୍ତି ଶର୍ମାଙ୍କୁ ୨.୬ କୋଟିରେ ନେଲା UP ୱାରିଅର୍ସ। ଦେଢ଼କୋଟିରେ RCBକୁ ଗଲେ ରେଣୁକା ସିଂହ।
ଶେଫାଳୀ ବର୍ମାଙ୍କୁ ୨ କୋଟିରେ ନେଲା ଦିଲ୍ଲୀ କ୍ୟାପିଟାଲ୍ସ। ଅଷ୍ଟ୍ରେଲିଆର ଆସ୍ଲେଗ ଗାର୍ଡନରଙ୍କୁ ନେଲା ଗୁଜରାଟ। ୩.୨ କୋଟିରେ ଗାର୍ଡନରଙ୍କୁ କିଣିଲା ଗୁଜରାଟ ଜାଏଣ୍ଟ୍ସ।
କୋଟିଏ ଟଙ୍କାରେ ବିକ୍ରି ହେଲେ ନ୍ୟୁଜିଲ୍ୟାଣ୍ଡର ଆମେଲିଆ। ଦିଲ୍ଲୀ କ୍ୟାପିଟାଲ୍ସକୁ ଗଲେ ଅଷ୍ଟ୍ରେଲିଆ ଅଧିନାୟିକା। ମେଗ୍ ଲାନିଙ୍ଗଙ୍କୁ ୧.୧ କୋଟି ଟଙ୍କାରେ କିଣିଲା DC।
ଇସ୍ମାଇଲ୍ଙ୍କୁ ନିଲାମ ଧରିଲା ଉତ୍ତର ପ୍ରଦେଶ ୱାରିଅର୍ସ।ଆମେଲିଆ କେର୍ଙ୍କୁ କିଣିଲା ମୁମ୍ବାଇ ଇଣ୍ଡିଆନ୍ସ।
ଅଷ୍ଟ୍ରେଲିଆ ମହିଳା କ୍ରିକେଟର ବେଥ ମୁନୀ ୨ କୋଟିରେ ବିକ୍ରି। ବେଥ ମୁନୀଙ୍କୁ ନେଲା ଗୁଜରାଟ ଜାଏଣ୍ଟ୍ସ। ଦକ୍ଷିଣ ଆଫ୍ରିକାର ଶବନିମ୍ ଇସ୍ମାଇଲଙ୍କୁ ମିଳିବ କୋଟିଏ ଟଙ୍କା।
ମୁମ୍ବାଇରେ ପ୍ରଥମ ମହିଳା IPL ପାଇଁ ଖେଳାଳି ନିଲାମ ଜାରି । ସ୍ମୃତି ମନ୍ଦାନାଙ୍କୁ ୩.୪ କୋଟିରେ ନେଲା RCB। ହରମନପ୍ରୀତ କୌରଙ୍କୁ ୧.୮ କୋଟିରେ ନେଲା ମୁମ୍ବାଇ ଇଣ୍ଡିଆନ୍ସ।