Daimond League 2022 : ସୁନା ପୁଅ ନୀରଜ ଚୋପ୍ରା ଜିତିଲେ ଡାଏମଣ୍ଡ ଲିଗ୍ ଟ୍ରଫି

ଜୁରିଚରେ ଆୟୋଜିତ ଡାଏମଣ୍ଡ ଲିଗ୍ ଟ୍ରଫି ଜିତି ନୀରଜ ଚୋପ୍ରା ଆଉ ଏକ ଇତିହାସ ସୃଷ୍ଟି କରିଛନ୍ତି। ସେ ପ୍ରଥମ ଭାରତୀୟ ଭାବେ ଡାଏମଣ୍ଡ ଲିଗ୍ ଟ୍ରଫି ଜିତିଛନ୍ତି।

ସୁନା ପୁଅ ନୀରଜ ଚୋପ୍ରା ଜିତିଲେ ଡାଏମଣ୍ଡ ଲିଗ୍ ଟ୍ରଫି

ସୁନା ପୁଅ ନୀରଜ ଚୋପ୍ରା ଜିତିଲେ ଡାଏମଣ୍ଡ ଲିଗ୍ ଟ୍ରଫି

  • News18 Odia
  • Last Updated :
  • Share this:
News 18 Odia Digital

Daimond League 2022 : ଜୁରିଚରେ ଆୟୋଜିତ ଡାଏମଣ୍ଡ ଲିଗ୍ ଟ୍ରଫି ଜିତି ନୀରଜ ଚୋପ୍ରା ଆଉ ଏକ ଇତିହାସ ସୃଷ୍ଟି କରିଛନ୍ତି। ସେ ପ୍ରଥମ ଭାରତୀୟ ଭାବେ ଏହି ଡାଏମଣ୍ଡ ଲିଗ୍ ଟ୍ରଫି ଜିତିଛନ୍ତି। ଫାଇନାଲରେ ଆରମ୍ଭରୁ ନୀରଜଙ୍କ ଖରାପ ପ୍ରଦର୍ଶନ ଥିଲା ଓ ତାଙ୍କର ପ୍ରଥମ ଥ୍ରୋ ଖରାପ ଥିଲା। ନୀରଜ ଚୋପ୍ରା ତାଙ୍କର ଦ୍ୱିତୀୟ ପ୍ରୟାସରେ ୮୮.୪୪ ମିଟର ଥ୍ରୋ କରି ରେକର୍ଡ କରିଥିଲେ । ସେ ତାଙ୍କର ତୃତୀୟ ପ୍ରୟାସରେ ୮୮ ମିଟର ଓ ଚତୁର୍ଥ ପ୍ରୟାସରେ ୮୬.୧୧ ମିଟର ଥ୍ରୋ ଫିଙ୍ଗିଥିଲେ।





ପ୍ରକାଶ ଥାଉକି ନୀରଜ ଚୋପ୍ରା ଏହା ପୂର୍ବରୁ ୨୦୨୧ରେ ଅଲମ୍ପିକ୍ସ, ୨୦୧୮ ରେ ଏସୀୟ ଗେମ୍ସ, ୨୦୧୮ ରେ କମନୱେଲଥ ଗେମ୍ସରେ ସ୍ୱର୍ଣ୍ଣ ଏବଂ ୨୦୨୨ ରେ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ସିଲଭର ପଦକ ଜିତିଥିଲେ। ନୀରଜଙ୍କ ଇଚ୍ଛା ଥିଲା ଯେ ସେ ଡାଏମଣ୍ଡ ଲିଗ୍ ଟ୍ରଫି ଜିତିବା ପାଇଁ । ଶେଷରେ ସେ ସଫଳ ହୋଇଛନ୍ତି  ।
Published by:Sujit Swain
First published: