India vs Australia 3rd T20; ୬ ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କଲା ଭାରତ

ଭାରତ ତୃତୀୟ ଟି - 20ରେ ଅଷ୍ଟ୍ରେଲିଆକୁ ୬ ୱିକେଟରେ ହରାଇ ତୃତୀୟ ମ୍ୟାଚ ବିଶିଷ୍ଟ ସିରିଜକୁ ୨-୧ରେ ଜିତିନେଇଛି ।

ଭାରତ ତୃତୀୟ ଟି - 20ରେ ଅଷ୍ଟ୍ରେଲିଆକୁ ୬ ୱିକେଟରେ ହରାଇ ତୃତୀୟ ମ୍ୟାଚ ବିଶିଷ୍ଟ ସିରିଜକୁ ୨-୧ରେ ଜିତିନେଇଛି ।

ଭାରତ ତୃତୀୟ ଟି - 20ରେ ଅଷ୍ଟ୍ରେଲିଆକୁ ୬ ୱିକେଟରେ ହରାଇ ତୃତୀୟ ମ୍ୟାଚ ବିଶିଷ୍ଟ ସିରିଜକୁ ୨-୧ରେ ଜିତିନେଇଛି ।

  • News18 Odia
  • Last Updated :
  • Hyderabad, India
  • Share this:
News 18 Odia Digital

ହାଇଦ୍ରାବାଦ; ଭାରତ ତୃତୀୟ ଟି - 20ରେ ଅଷ୍ଟ୍ରେଲିଆକୁ ୬ ୱିକେଟରେ ହରାଇ ତୃତୀୟ ମ୍ୟାଚ ବିଶିଷ୍ଟ ସିରିଜକୁ ୨-୧ରେ ଜିତିନେଇଛି । ୧୮୭ ରନ୍‌ର ଟାର୍ଗେଟକୁ ପିଛା କରି ଭାରତ ଗୋଟିଏ ବଲ ବାକି ରହି ୪ ୱିକେଟରେ ହରାଇ ଜିତି ହାସଲ କରିଛି ।

RGI ଷ୍ଟାଡିୟମର ଇତିହାସ ବିଷୟରେ ଯଦି କହିବା, ଏହି ଷ୍ଟାଡିୟମ୍ ୨୦୦୪ ମସିହାରେ ସମ୍ପୂର୍ଣ୍ଣ ହୋଇଥିଲା । ଏହି ଷ୍ଟାଡିୟମରେ ଏପର୍ଯ୍ୟନ୍ତ ଦୁଇଟି ଟି -20 ମ୍ୟାଚ୍ ଆୟୋଜିତ ହୋଇଛି । ୧୩ ଅକ୍ଟୋବର ୨୦୧୭ରେ ପ୍ରଥମ ଟି -20 ମ୍ୟାଚ୍ ଏଠାରେ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଖେଳାଯିବାର ଥିଲା । ତେବେ ଆଉଟଫିଲ୍ଡ ଓଦା ହେତୁ ମ୍ୟାଚ୍ ହୋଇପାରିନଥିଲା ଓ ଏହାକୁ ବାତିଲ କରିବାକୁ ପଡିଥିଲା ।

ଏହା ପରେ ୨୦୧୯ ରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦ୍ୱିତୀୟ ଟି -20 ମ୍ୟାଚ୍ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଭାରତୀୟ ଦଳର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଦମଦାର ବ୍ୟାଟିଙ୍ଗ କରିଥିଲେ । ସେହି ସମୟରେ, ଏହି ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା କାରିବିଆନ୍‌ ଦଳ ଭାରତୀୟ ଦଳ ସମ୍ମୁଖରେ ୨୦୮ ରନ୍‌ର ଏକ ବଡ଼ ଲକ୍ଷ୍ୟ ସ୍ଥିର କରିଥିଲା । ଟାର୍ଗେଟକୁ ପିଛା ବେଳେ କୋହଲି ୧୮୮.୦୦ ର ଷ୍ଟ୍ରାଇକ୍ ହାରରେ ମାତ୍ର ୫୦ ବଲରେ ୯୪ ରନର ଅପରାଜିତ ଅର୍ଦ୍ଧଶତକ ଖେଳି ଦଳକୁ ବିଜୟ ଆଡ଼କୁ ନେଇଥିଲେ । ଏହି ସମୟରେ ସେ ୬ ଟି ଚୌକା ଓ ୬ ଟି ଛକା ମାରିଥିଲେ ।
Published by:Soubhagya Mishra
First published: