ଆସନ୍ତା କାଲି ଫିଫା ୱାର୍ଲ୍ଡକପ୍‌ ଟ୍ରଫିର ଉଦଘାଟନ କରିବେ ଅଭିନେତ୍ରୀ ଦୀପିକା ପାଦୁକୋନ

ଆସନ୍ତାକାଲି, ଦୀପିକା ପାଦୁକୋନ କତାରର ଲୁସେଲ ଆଇକନିକ ଷ୍ଟାଡିୟମରେ ବିଶ୍ୱକପ ଟ୍ରଫି ଉଦ୍ଘାଟନ କରିବେ। ଏହାପୂର୍ବରୁ ଫିଫା ବିଶ୍ୱକପ ମ୍ୟାଚ୍‌ ସମୟରେ ଅଭିନେତ୍ରୀ ନୋରା ଫତେହି କତାରର ଫିଫା ଫ୍ୟାନ୍ ଫେଷ୍ଟରେ ଫରଫର୍ମ ପାଇଁ ଚର୍ଚ୍ଚାରେ ଥିଲେ।

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ପଠାନ ଫିଲ୍ମକୁ ନେଇ ବିବାଦ ରେ ଘେରି ରହିଥିବା ଅଭିନେତ୍ରୀ ଦୀପିକା ପାଦୁକୋନ ଫିଫା ବିଶ୍ୱକପ ୨୦୨୨ର ଫାଇନାଲ ପାଇଁ କାତାରରେ ପହଞ୍ଚିଛନ୍ତି।ବଲିଉଡ ଅଭିନେତ୍ରୀ ଆଜି ଟାଇଟଲ ଟ୍ରଫି ଉନ୍ମୋଚନ କରିବେ। ପ୍ରଥମ ଥର ପାଇଁ ବଲିଉଡର ଜଣେ ଅଭିନେତ୍ରୀ ଏହିପରି ଫିଫା ବିଶ୍ୱକପ ଟ୍ରଫି ଉନ୍ମୋଚନ କରିବେ।

ଆସନ୍ତା କାଲି, ଦୀପିକା ପାଦୁକୋନ କତାରର ଲୁସେଲ ଆଇକନିକ ଷ୍ଟାଡିୟମରେ ବିଶ୍ୱକପ ଟ୍ରଫି ଉଦ୍ଘାଟନ କରିବେ। ଏହାପୂର୍ବରୁ ଫିଫା ବିଶ୍ୱକପ ମ୍ୟାଚ୍‌ ସମୟରେ ଅଭିନେତ୍ରୀ ନୋରା ଫତେହି କତାରର ଫିଫା ଫ୍ୟାନ୍ ଫେଷ୍ଟରେ ଫରଫର୍ମ ପାଇଁ ଚର୍ଚ୍ଚାରେ ଥିଲେ। ସେ ବିଶ୍ୱକପର ଗୀତ ‘ଲାଇଟ୍ସ ଦି ସ୍କାଏ’ରେ ନାଚୁଥିବା ବେଳେ ଫିଫା ବିଶ୍ୱକପ ମଞ୍ଚରେ ନିଆଁ ଲଗାଇ ଦେଇଥିଲେ।

ଏହାପୂର୍ବରୁ ଫିଫା ବିଶ୍ୱକପ ମ୍ୟାଚ୍‌ ସମୟରେ ଅଭିନେତ୍ରୀ ନୋରା ଫତେହି କତାରର ଫିଫା ଫ୍ୟାନ୍ ଫେଷ୍ଟରେ ଫରଫର୍ମ ପାଇଁ ଚର୍ଚ୍ଚାରେ ଥିଲେ। ସେ ବିଶ୍ୱକପର ଗୀତ ‘ଲାଇଟ୍ସ ଦି ସ୍କାଏ’ରେ ନାଚୁଥିବା ବେଳେ ଫିଫା ବିଶ୍ୱକପ ମଞ୍ଚରେ ନିଆଁ ଲଗାଇ ଦେଇଥିଲେ।

ଖୁବ୍ ଶୀଘ୍ର ତାଙ୍କୁ ବଲିଉଡର କିଙ୍ଗ ଖାନ୍‌ ଶାହାରୁଖ ଖାନଙ୍କ ସହ ବଡ ପରଦାରେ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରରେ ଏହି ଦୁଇଜଣଙ୍କ ସହ ଅଭିନେତା ଜନ୍ ଅବ୍ରହାମ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ। ଚଳଚ୍ଚିତ୍ର ପଠାନ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସିଛି। ଏହା ଆସନ୍ତା ମାସ ଅର୍ଥାତ୍‌ ଜାନୁୟାରୀରେ ରିଲିଜ୍‌ ହେବ ।
Published by:Soumyashree Mishra
First published: