ବୁର୍ଲା ପିସି ବ୍ରିଜରୁ ଖସି ଛାତ୍ରୀ ନିଖୋଜ; ଅଗ୍ନିଶମ ବିଭାଗର ସର୍ଚ୍ଚ ଜାରି

ପିସି ବ୍ରିଜରୁ ଖସି ଛାତ୍ରୀ ନିଖୋଜ । ସମ୍ବଲପୁର-ବୁର୍ଲା ଭିସୁଟର ଜଣେ ପାସ ଆଉଟ ଛାତ୍ରୀ ବ୍ରିଜରୁ ଖସିପଡିଛନ୍ତି ।

ବୁର୍ଲା ପିସି ବ୍ରିଜରୁ ଖସି ଛାତ୍ରୀ ନିଖୋଜ

ବୁର୍ଲା ପିସି ବ୍ରିଜରୁ ଖସି ଛାତ୍ରୀ ନିଖୋଜ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ସମ୍ବଲପୁର: ପିସି ବ୍ରିଜରୁ ଖସି ଛାତ୍ରୀ ନିଖୋଜ । ସମ୍ବଲପୁର-ବୁର୍ଲା ଭିସୁଟର ଜଣେ ପାସ ଆଉଟ ଛାତ୍ରୀ ବ୍ରିଜରୁ ଖସିପଡିଛନ୍ତି ।

ଛାତ୍ରୀ ଜଣଙ୍କ ଆଜି ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ l ପରେ ଛାତ୍ରୀ ଜଣଙ୍କ ସାଙ୍ଗମାନଙ୍କ ସହିତ ବ୍ରିଜକୁ ଆସିଥିଲେ l କିନ୍ତୁ ପରେ ଏଭଳି ଘଟଣା ଘଟିଥିଲା । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପେରସନ ଆରମ୍ଭ କରିଛି l
Published by:Soumya Das
First published: