ଆପଣଙ୍କ ପାଖରେ ଅଛି କି ଏହି ୧୦ ଟଙ୍କିଆ ପୁରୁଣା ନୋଟ୍? ଯଦି ଅଛି, ଆପଣ ବି ଧନୀ ହୋଇଯିବେ

ଅଳ୍ପ କିଛି ମିନିଟରେ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ପାଇବା ପାଇଁ ଆପଣଙ୍କୁ କୌଣସି ସ୍ଥାନକୁ ଯିବା ଦରକାର ନାହିଁ । ଆପଣଙ୍କ ପାଖରେ କେବଳ ଗୋଟିଏ ୧୦ ଟଙ୍କିଆ ନୋଟ୍ ରହିବା ଉଚିତ୍ । ହେଲେ ଆପଣଙ୍କ ପାଖରେ ଏକ ନିର୍ଦ୍ଦିଷ୍ଟ ପ୍ରକାରର ୧୦ ଟଙ୍କିଆ ନୋଟ୍ ଥିବା ଦରକାର ।

ଆପଣଙ୍କ ପାଖରେ ଏହି ପ୍ରକାରର ୧୦ ଟଙ୍କିଆ ନୋଟ୍ ଥିବା ଦରକାର ।

ଆପଣଙ୍କ ପାଖରେ ଏହି ପ୍ରକାରର ୧୦ ଟଙ୍କିଆ ନୋଟ୍ ଥିବା ଦରକାର ।

  • Share this:
News18 Odia Digital

ନୂଆ ଦିଲ୍ଲୀ: ଯଦି ଆପଣଙ୍କ ପାଖରେ ଏହି ୧୦ ଟଙ୍କିଆ ନୋଟ୍ ଅଛି, ତେବେ ଆପଣ ଭଲ ଟଙ୍କା ରୋଜଗାର କରିପାରିବେ । ପଢ଼ି ଆଶ୍ଚର୍ଯ୍ୟ ଲାଗୁଥିବ, ହେଲେ କଥାଟି ସତ । ବାସ୍ତବରେ ଆପଣ ଏହି ୧୦ ଟଙ୍କିଆ ନୋଟ୍‌ ଦ୍ୱାରା ଳ୍ପ କିଛି ମିନିଟରେ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ ।

ଏଥି ପାଇଁ ଆପଣଙ୍କୁ କୌଣସି ସ୍ଥାନକୁ ଯିବା ଆବଶ୍ୟକ ନାହିଁ । ଆପଣଙ୍କ ପାଖରେ କେବଳ ଗୋଟିଏ ୧୦ ଟଙ୍କିଆ ନୋଟ୍ ରହିବା ଉଚିତ୍ । ଆଉ ୨୫,୦୦୦ ଟଙ୍କା ଆପଣଙ୍କର ହେବ । ହେଲେ ଏହା ପୂର୍ବରୁ ଆପଣ ଜାଣିବା ଦରକାର ଆପଣଙ୍କ ପାଖରେ କେଉଁ ପ୍ରକାରର ୧୦ ଟଙ୍କିଆ ନୋଟ୍ ଥିବା ଦରକାର ।

ଏହା ବି ପଢ଼ନ୍ତୁ | ସାନ ଭାଇର ନିଜ ଭାଉଜ ସହ ପ୍ରେମ ହୋଇଗଲା; ତେଣୁ ବଡ଼ ଭାଇ ଦୁଇ ଜଣଙ୍କ ବିବାହ କରାଇଦେଲା

ଯେଉଁ ୧୦ ଟଙ୍କିଆ ନୋଟ ଦ୍ୱାରା ଆପଣ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ ସେଥିରେ ଅଶୋକ ସ୍ତମ୍ଭର ଛବି ଥିବା ଦରକାର । ଏହି ପ୍ରକାରର ଦଶ ଟଙ୍କିଆ ନୋଟ୍ ବହୁ ବର୍ଷ ପୂର୍ବେ ଚାଲୁଥିଲା । ଏହି ନୋଟ୍ ୧୯୪୩ ମସିହାରେ ଭାରତରେ ସେତେବେଳର ବ୍ରିଟିଶ୍ ସରକାରଙ୍କ ଦ୍ୱାରା ଜାରି କରାଯାଇଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ନିଆ ଶର୍ମା ଧଳା ବିକିନି ପିନ୍ଧି ଏକ ସେକ୍ସି Video ପୋଷ୍ଟ୍ କଲେ; ଇଣ୍ଟରନେଟରେ ଲଗାଇଲେ ନିଆଁ!

ସେହି ୧୦ ଟଙ୍କିଆ ନୋଟରେ ଭାରତୀୟ ସି.ଡି. ଦେଶମୁଖଙ୍କ ସ୍ୱାକ୍ଷର ଅଛି । ସେହି ପୁରୁଣା ୧୦ ଟଙ୍କିଆ ନୋଟର ଗୋଟିଏ ପାର୍ଶ୍ୱରେ ଅଶୋକ ସ୍ତମ୍ଭ ଓ ଅନ୍ୟ ପଟେ ଗୋଟିଏ ଡଙ୍ଗା ଅଛି । ନୋଟର ପଛ ପଟେ ଉଭୟ ପାର୍ଶ୍ୱରେ ୧୦ ଟଙ୍କା ବୋଲି ଇଂରାଜୀରେ ଲେଖାଯାଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଏହି ଦୁଇ ଜଣଙ୍କ ମଧ୍ୟରେ ପ୍ରକୃତ କ୍ୟାଟ୍ରିନା କୈଫ କିଏ? ଚିହ୍ନିବା କଠିନ; ଅନେକ ଧୋଖା ଖାଉଛନ୍ତି

ଆପଣଙ୍କୁ କେତେ ମିଳିବ?

ବାସ୍ତବରେ ଆଜିର ସମୟରେ ଏହି ୧୦ ଟଙ୍କିଆ ନୋଟ୍ ଖୋଜିବା ବହୁତ କଷ୍ଟକର । ହେଲେ ଯଦି ଏହା ଆପଣଙ୍କ ପାଖରେ ଥାଏ ବା ଆପଣ ଯଦି ଏହାକୁ ପାଇ ପାରନ୍ତି, ତାହେଲେ ସେମିତି ଗୋଟିଏ ନୋଟ୍ ପ୍ରତିବଦଳରେ ଆପଣଙ୍କୁ ୨୦ରୁ ୨୫ ହଜାର ଟଙ୍କା ମିଳିପାରିବ । ଭଲ କଥା ହେଉଛି ଆପଣ ସେହି ନୋଟକୁ ଘରେ ବସି ଅନଲାଇନରେ ବିକ୍ରି କରିପାରିବେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ରାଜ କୁନ୍ଦ୍ରାଙ୍କ ସ୍ତ୍ରୀ ଶିଳ୍ପା ଶେଟ୍ଟୀ ଦକ୍ଷିଣ ଭାରତୀୟ ସିନେମାରେ ବି ଖୁବ୍ଧୁମ୍ ମଚେଇଛନ୍ତି

ଆପଣ ସେହି ନୋଟକୁ କେଉଁଠି ବିକ୍ରି କରିବେ?

ସେହି ୧୦ ଟଙ୍କିଆ ନୋଟକୁ ଆପଣ ଘରେ ବସି ଇଣ୍ଟରନେଟରେ ଇଣ୍ଡିଆ ମାର୍ଟ, ଶପ୍ କ୍ଲୁସ୍ ଓ ମରୁଧର ଆର୍ଟସରେ ଭଲ ମୂଲ୍ୟରେ ବିକ୍ରି କରିପାରିବେ । ଏହି କମ୍ପାନୀଗୁଡ଼ିକର ୱେବସାଇଟକୁ ଯାଇ ଆପଣ ସେହି ନୋଟ୍ ବିକ୍ରି କରିପାରିବେ । ଏହା ପ୍ରତିବଦଳରେ ଆପଣ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ପାଇବେ ।

ଏହା ବି ପଢ଼ନ୍ତୁ | ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ମୃତ୍ୟୁ ରହସ୍ୟ: ସେ ପାଣିରେ ପଡ଼ିବା ଆଗରୁ ମୃତ୍ୟୁ ହୋଇଥିଲା; ତାଙ୍କ ସାଙ୍ଗ ହୋଟେଲରେ ଲୁଚିଥିଲେ

ପୁରୁଣା ନୋଟରୁ ରୋଜଗାର କରନ୍ତୁ

ଆଜିକାଲି ସବୁ ସ୍ଥାନରେ ନୂଆ ନୋଟ୍ ମିଳୁଛି, କିନ୍ତୁ ପୁରୁଣା ନୋଟ୍ ବଜାରରୁ ଅଦୃଶ୍ୟ ହୋଇଯାଉଛି । ଏପରି ସ୍ଥିତିରେ ଯଦି ଆପଣଙ୍କ ପାଖରେ ସେହି ପୁରୁଣା ୧୦ ଟଙ୍କିଆ ନୋଟ୍ ଅଛି, ତେବେ ଆପଣ ଭଲ ରୋଜଗାର କରିପାରିବେ । ସେହି ୧୦ ଟଙ୍କିଆ ନୋଟ୍ ବହୁ ବର୍ଷ ପୂର୍ବେ ଭାରତରେ ଚାଲୁଥିଲା ।
Published by:Anand S.T. Das
First published: