ଅନୁକମ୍ପା ଭୋଟ ହାତେଇବେ କି ସୂରଜ? ଏହି ତାଲିକାରେ ଯୋଡ଼ି ହେବ କି ଧାମନଗର

ଧାମନଗରକୁ ମିଳିବ କି ଅନୁକମ୍ପାମୂଳକ ଭୋଟ୍ ? ବିଷ୍ଣୁ ଚରଣ ସେଠୀଙ୍କ ପୁଅ ସୂରଜଙ୍କୁ ମିଳିବକି ଅନୁକମ୍ପାମୂଳକ ଭୋଟ୍..

ଅନୁକମ୍ପା ଭୋଟ ହାତେଇବେ କି ସୂରଜ?

ଅନୁକମ୍ପା ଭୋଟ ହାତେଇବେ କି ସୂରଜ?

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ଧାମନଗରକୁ ମିଳିବ କି ଅନୁକମ୍ପାମୂଳକ ଭୋଟ୍ ? ବିଷ୍ଣୁ ଚରଣ ସେଠୀଙ୍କ ପୁଅ ସୂରଜଙ୍କୁ ମିଳିବକି ଅନୁକମ୍ପାମୂଳକ ଭୋଟ୍..ପୂର୍ବରୁ ରାଜ୍ଯରେ ଅନେକ ଜାଗାରେ ଉପନିର୍ବାଚନ ହୋଇସାରିଛି । ତେଣୁ ଚଳିତବର୍ଷ ମଧ୍ଯ ସମାନ ଢାଞ୍ଚା ଦେଖିବାକୁ ମିଳିପାରେ ବୋଲି ସାଧାରଣରେ ଆଲୋଚନା ହେଉଛି ।

ନଭେମ୍ବର ୨୦୨୦ରେ ବିଧାୟକ ମଦନ ମୋହନ ଦତ୍ତଙ୍କ ମୃତ୍ୟୁ ପରେ ଅନୁଷ୍ଠିତ ହୋଇଥିବା ବାଇପୋଲରେ ବାଲେଶ୍ଵର ଆସନ ବଜାୟ ରଖିବାରେ ବିଫଳ ହୋଇଥିଲା।ତେବେ ଧାମନଗରକୁ ମିଳିବ କି ଅନୁକମ୍ପାମୂଳକ ଭୋଟ, ଏହି ପ୍ରଶ୍ନ ରେ ଘେରି ହୋଇ ରହିଛନ୍ତି ପାର୍ଥି ଏବଂ ସାଧାରଣ ଲୋକେ। ପୂର୍ବରୁ ମଧ୍ୟ ଅନେକ ଥର ମିଳିଛି ଅନୁକମ୍ପାମୂଳକ ଭୋଟ, ତେବେ ଏହି ବର୍ଷର ଫଳ ପାଇଁ ଉତ୍ସାହର ସହ ଅପେକ୍ଷାରେ ସବୁ। ଜାଣନ୍ତୁ କେଉଁ ପରିବାରର ନାଁ ରହିଛି ଏହି ତାଲିକାରେ:

୧.ପିପିଲି
ପ୍ରଦୀପ ମହାରଥୀ/ରୁଦ୍ର ମହାରଥୀ
ପିପିଲିରେ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପୁଅଙ୍କୁ ମିଳିଥିଲା ସୁଯୋଗ

୨.ତିର୍ତ୍ତୋଲ
ବିଷ୍ଣୁ ଦାସ/ ବିଜୟ ଶଙ୍କର ଦାସ
ବିଷ୍ଣୁ ଦାସଙ୍କ ଦେହାନ୍ତ ପରେ ପୁଅଙ୍କୁ ମିଳିଥିଲା ସୁଯୋଗ

୩.ବାଲେଶ୍ୱର
ମଦନ ମୋହନ ଦତ/ମାନସ କୁମାର ଦତ
୨୦୧୯ରେ ବିଜେଡିର ଜୀବନ ପ୍ରଦୀପ ଦାସଙ୍କୁ ହରାଇଥିଲେ ମଦନମୋହନ
ତାଙ୍କର ଦେହାନ୍ତ ପରେ ୨୦୨୦ରେ ବାଲେଶ୍ୱରରେ ହେଲା ଉପନିର୍ବାଚନ

୪.ବିଜେପୁର
ସୁବଳ ସାହୁ/ ରୀତା ସାହୁ
କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ଲଢିଥିଲେ ପତ୍ନୀ

୫.ବ୍ରଜରାଜନଗର
କିଶୋର ମହାନ୍ତି/ ଅଳକା ମହାନ୍ତି
ବ୍ରଜରାଜନଗରରେ ମଧ୍ୟ ବିଜେଡିକୁ ମିଳିଥିଲା ସମବେଦନା ଭୋଟ୍
Published by:Soumyashree Mishra
First published: