Happy Valentines Day 2020: ନିଜ ପ୍ରିୟ ବ୍ୟକ୍ତିଙ୍କ ପାଇଁ ଶୁଭକାମନା, କ୍ୟୋଟେସନ୍ ଓ ହ୍ବାଟସଆପ୍ ମେସେଜ୍

ଆଜି ଭ୍ୟାଲେଣ୍ଟାଇନସ ଡେ! ଆଜି କେହି ବି ନିଜ ପ୍ରିୟଜନଙ୍କୁ ଶୁଭକାମନା ଓ ପ୍ରେମର ଶ୍ରେଷ୍ଠ ସନ୍ଦେଶସବୁ ପଠେଇବାକୁ ଭୁଲିବା ଉଚ଼ିତ ନୁହେଁ । ଏଇଠି କିଛି ସନ୍ଦେଶ (ମେସେଜ୍) ଓ କ୍ୟୋଟେସନ୍‌ ଦିଆଯାଇଛି, ଯାହା ଆପଣ ନିଜ ଭଲପାଇବାକୁ ବ୍ୟକ୍ତ କରିବା ପାଇଁ ପ୍ରିୟଜନଙ୍କୁ ପଠାଇ ପାରିବେ ।

Happy Valentines Day 2020: ନିଜ ପ୍ରିୟ ବ୍ୟକ୍ତିଙ୍କ ପାଇଁ ଶୁଭକାମନା, କ୍ୟୋଟେସନ୍ ଓ ହ୍ବାଟସଆପ୍ ମେସେଜ୍
Valentine’s Day 2020
  • News18 Odia
  • Last Updated: February 14, 2020, 4:53 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଆଜି ଫେବୃଆରୀ ୧୪, ଭ୍ୟାଲେଣ୍ଟାଇନସ ଡେ, ଅର୍ଥାତ ପ୍ରେମ ଦିବସ । ଏହି ଦିନଟି ଅନେକ ବର୍ଷ ହେଲା ପାଳିତ ହୋଇଆସୁଛି । ଲୋକେ ନିଜର ପ୍ରିୟଜନଙ୍କୁ, ବିଶେଷତଃ ଯୋଡ଼ିମାନେ ପରସ୍ପରକୁ, ଆଜି ଦିନରେ ପ୍ରୀତିଭରା କ୍ୟୋଟେସନ୍‌ ଓ ମେସେଜ୍‌ ସବୁ ପଠାନ୍ତି । ଯୁବା ପିଢ଼ି ସାଧାରଣତଃ ଏହି ଦିନକୁ ବହୁତ ଉତ୍ସାହର ସହିତ ପାଳନ କରନ୍ତି ।

ଭ୍ୟାଲେଣ୍ଟାଇନସ ଡ଼େ ଦିନ କେହି ବି ନିଜ ପ୍ରିୟଜନଙ୍କୁ ଶୁଭକାମନାର ଶ୍ରେଷ୍ଠ ସନ୍ଦେଶ ପଠେଇବା ଭୁଲିବା ଉଚ଼ିତ ନୁହେଁ । ଏଠାରେ କିଛି ସନ୍ଦେଶ (ମେସେଜ) ଦିଆଯାଇଛି, ଯାହା ଆପଣ ନିଜ ଭଲପାଇବାକୁ ଅଭିବ୍ୟକ୍ତ କରିବା ପାଇଁ ପ୍ରିୟ ଲୋକମାନଙ୍କୁ ପଠାଇ ପାରିବେ ।

  • ଆମ ଆତ୍ମା ଯେଉଁଥିରୁ ତିଆରି ହୋଇଛି ନା କାହିଁକି, ତୁମର ଓ ମୋ’ ଆତ୍ମା ସମାନ । ହ୍ୟାପି ଭ୍ୟାଲେଣ୍ଟାଇନସ ଡେ ୨୦୨୦!

  • ମୋ’ ପ୍ରେମ ନିଅ, ତାକୁ ଅସୀମ ସଂଖ୍ୟାରେ ଗୁଣନ କର, ଆଉ ତାକୁ ଗଭୀରତମ ସ୍ଥାନକୁ ସବ ଦିନ ପାଇଁ ନେଇଚ଼ାଲ । ତଥାପି ତୁମେ ଦେଖିବ ଯେ ତମ ପାଖରେ ମୋ’ ହୃଦୟରେ ତୁମ ପାଇଁ ଥିବା ଭାବବନାର କାଣିଚ଼ାଏ ହିଁ ତୁମକୁ ଜଣାପଡ଼ୁଛି। ହ୍ୟାପି ଭ୍ୟାଲେଣ୍ଟାଇନସ ଡେ ୨୦୨୦!

  • ତମେ ଏମିତି ଏକ ବହୂ୍ତ ସୁନ୍ଦର ବ୍ୟକ୍ତି ଯିଏ ହିଁ ମୋତେ ସକାଳେ ବିଛଣାରୁ ଉଠାଇବାରେ ସାହାଯ୍ୟ କରେ। ହ୍ୟାପି ଭ୍ୟାଲେଣ୍ଟାଇନସ ଡେ ୨୦୨୦!

  • ତମେ ଯେବେ ହସ, ସେତେବେଳେ ସାରା ଦୁନିଆ ଅଟକିଯାଏ, କାରଣ ତମେ ବହୁତ ଆକର୍ଷକ । ହ୍ୟାପି ଭ୍ୟାଲେଣ୍ଟାଇନସ ଡେ ୨୦୨୦!

  • ଜୀବନରେ ଏକ ମାତ୍ର ଖୁସି ଅଛି: ନିଜେ କାହାକୁ ଭଲ ପାଇବା ଓ କେହି ଆମକୁ ଭଲ ପାଇବା । ହ୍ୟାପି ଭ୍ୟାଲେଣ୍ଟାଇନସ ଡ଼େ ୨୦୨୦!

  • ଯେମିତି ସୂର୍ଯ୍ୟାଲୋକ ବିନା ଫୁଲ ଫୁଟେ ନାହି, ସେମିତି ପ୍ରେମ ବିନା ମଣିଷ ବଞ୍ଚିପାରିବ ନାହିଁ । ହ୍ୟାପି ଭ୍ୟାଲେଣ୍ଟାଇନସ ଡେ ୨୦୨୦!

  • ପ୍ରେମ ଲଗାଇଲା ଗୋଲାପ, ଆଉ ସାରା ଦୁନିଆ ମଧୁର ହୋଇଗଲା । ହ୍ୟାପି ଭ୍ୟାଲେଣ୍ଟାଇନସ ଡେ ୨୦୨୦!

  • ଏକ ସଫଳ ବିବାହ ପାଇଁ ଅନେକ ଥର ପ୍ରେମରେ ପଡ଼ିବା ଆବଶ୍ୟକ ପଡ଼ିଥାଏ, ସର୍ବଦା ସେହି ଜଣେ ବ୍ୟକ୍ତି ସହିତ । ହ୍ୟାପି ଭ୍ୟାଲେଣ୍ଟାଇନସ ଡେ ୨୦୨୦!

  • ପ୍ରେମ ଦୁନିଆକୁ ଚ଼ଳେଇ ରଖେ ନାହିଁ, ପ୍ରେମ ହିଁ ଜୀବନ ଯାତ୍ରାକୁ ଆନନ୍ଦଦାୟକ କରିଥାଏ । ହ୍ୟାପି ଭ୍ୟାଲେଣ୍ଟାଇନସ ଡେ ୨୦୨୦!

  • ପ୍ରେମ ଏକ ସମୟର ଗ୍ଲାସ ଭଳି ହୋଇଥାଏ: ମସ୍ତିଷ୍କ ଯେତେ ଖାଲି ହୁଏ, ହୃଦୟ ସେତେ ଭରିଥାଏ । ହ୍ୟାପି ଭ୍ୟାଲେଣ୍ଟାଇନସ ଡେ ୨୦୨୦!

  • କାହାରି ଗଭୀର ପ୍ରେମ ପାଇଲେ ଆପଣଙ୍କୁ ଅଧିକ ଶକ୍ତି ମିଳେ, ଆଉ ଆପଣ କାହକୁ ଗଭୀର ଭାବେ ଭଲପାଇଲେ ଆପଣଙ୍କୁ ସାହସ ମିଳେ । ହ୍ୟାପି ଭ୍ୟାଲେଣ୍ଟାଇନସ ଡେ ୨୦୨୦!

  • ପ୍ରେମ ଦୁଇ ଶରୀର ଓ ଗୋଟିଏ ଆତ୍ମାରେ ତିଆରି ହୋଇଥାଏ । ହ୍ୟାପି ଭ୍ୟାଲେଣ୍ଟାଇନସ ଡେ ୨୦୨୦!


ଏହି ସୁନ୍ଦର ସନ୍ଦେଶଗୁଡ଼ିକୁ ବ୍ୟବହାର କରି ଆପଣ ନିଜ ପ୍ରିୟଜନଙ୍କ ମୁହଁରେ ହସ ଆଣିପାରିବେ । ହ୍ୟାପି ଭ୍ୟାଲେଣ୍ଟାଇନସ ଡେ ୨୦୨୦!
First published: February 14, 2020, 4:53 PM IST