Big Breaking : ସକାଳ ଆରମ୍ଭ କରନ୍ତୁ ତାଜା ଖବରରୁ। ପଢ଼ିବା ପାଇଁ ଏଠାରେ କ୍ଲିକ କରନ୍ତୁ।
- News18 Odia
- Last Updated :
- Other, India

ଘରକୁ ଫେରିଲେ ୪ ଜଣ ନିଖୋଜ ଛାତ୍ର । KSE ଘରୋଇ କଲେଜର ହଷ୍ଟେଲରୁ ନିଖୋଜ ହୋଇଥିବା ୪ ଜଣ ଛାତ୍ର ଘରକୁ ଫେରିଥିବା ସୂଚନା ।

ବାଲାକୋଟ ଏୟାର ଷ୍ଟ୍ରାଇକକୁ ପୁରିଲା ୪ ବର୍ଷ । ୨୦୧୯ ମସିହା ଆଜିର ଦିନରେ ପୁଲୱାମା ଆକ୍ରମଣର ପ୍ରତିଶୋଧ ନେଇଥିଲା ଭାରତ

ଆଜି ସିବିଆଇ ଆଗରେ ହାଜରେ ହେବେ ଦିଲ୍ଲୀ ଉପମୁଖ୍ଯମନ୍ତ୍ରୀ ମନୀଷ ସିସୋଦିଆ ।

DRDO ତଥ୍ୟ ଲିକ୍ ମାମଲା: ଅଭିଯୁକ୍ତ ବାବୁରାମ ଦେଙ୍କୁ ୪ ଦିନିଆ ରିମାଣ୍ଡରେ ନେଲା ବାଲେଶ୍ବର ପୋଲିସ, ଆର୍ଥିକ କାରବାରର ଯାଞ୍ଚ ପାଇଁ FIUIର ସହାୟତା ନେବ ପୋଲିସ...ନ୍ୟୁଜ୍18 ହାତରେ DRDO ତଥ୍ୟ ଲିକ୍ର ସାଂଘାତିକ ସତ୍ୟ- ସବୁ କ୍ଷେପଣାସ୍ତ୍ର ଓ କ୍ଲଷ୍ଟର ବମ୍ ପରୀକ୍ଷଣ ପୂର୍ବରୁ ପାକିସ୍ତାନୀ ଯୁବତୀଙ୍କୁ ତଥ୍ୟ ଦେଉଥିଲେ ଅଭିଯୁକ୍ତ ବରିଷ୍ଟ ଟେକ୍ନିକାଲ ଅଫିସର
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।