Big Breaking : ସକାଳ ଆରମ୍ଭ କରନ୍ତୁ ତାଜା ଖବରରୁ। ପଢ଼ିବା ପାଇଁ ଏଠାରେ କ୍ଲିକ କରନ୍ତୁ।
- News18 Odia
- Last Updated :
- Other, India

ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କ ସ୍ବାମୀ ଡ. ଦେବୀସିଂହ ଶେଖାୱତଙ୍କର ଆଜି ୮୯ ବର୍ଷ ବୟସରେ ପରଲୋକ ଘଟିଛି। ପୁନେର ଏକ ହସ୍ପିଟାଲରେ ତାଙ୍କର ହୃଦ୍ଘାତରେ ମୃତ୍ୟୁ ହୋଇଛି।

ପୁଣି ତଥ୍ୟ ଲିକ୍ । ବାଲେଶ୍ବର ଆଇଟିଆରରୁ ତଥ୍ୟ ଲିକ୍ ଅଭିଯୋଗରେ ଜଣେ ଗିରଫ । ୧୪ ଦିନ ପାଇଁ ଗଲେ ଜେଲ୍ । ୭ ଦିନିଆ ରିମାଣ୍ଡ ପାଇଁ ବାଲେଶ୍ବର ଜେଏମଏଫସି କୋର୍ଟରେ ଆବେଦନ କରିଛି ପୋଲିସ । ଆଜି ହେବ ଶୁଣାଣି ।

ବଜେଟ୍ ବୁଝାଇବେ ବିଧାୟକ । ନିର୍ବାଚନମଣ୍ଡଳୀରେ ଯାଇ ବିଧାୟକମାନେ ଲୋକଙ୍କୁ କହିବେ ବଜେଟର ସୁଫଳ କଣ ମିଳିବ ।

ଜାନୁଆରୀ ୨୮ରେ ପିଏମ ମୋଦିଙ୍କ ଭିଲୱାରା ଗସ୍ତ; ଗୁର୍ଜର ସଆଜି କର୍ଣ୍ଣାଟକ ସଂଗଠନର 75 ତମ ବାର୍ଷିକୀ ଅବସରରେ ଦୁଇ ଦିନିଆ କାର୍ଯ୍ୟକ୍ରମର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।