Big Breaking : ସକାଳ ଆରମ୍ଭ କରନ୍ତୁ ତାଜା ଖବରରୁ। ପଢ଼ିବା ପାଇଁ ଏଠାରେ କ୍ଲିକ କରନ୍ତୁ।
- News18 Odia
- Last Updated :
- Other, India

ଆଜି ସୁପ୍ରିମ୍ କୋର୍ଟରେ ହେବ ‘ଧନୁଶର’ ଶୁଣାଣି..ସିନ୍ଦେ ଗୋଷ୍ଠୀ ସପକ୍ଷରେ ନିର୍ବାଚନ କମିସନଙ୍କ ନିଷ୍ପତ୍ତି ପ୍ରତିବାଦରେ କୋର୍ଟକୁ ଯାଇଛି ଠାକ୍ରେ ଗୋଷ୍ଠୀ

ମାର୍ଚ୍ଚ ପହିଲାରୁ ଯୁକ୍ତ୨ ଥିଓରି ପରୀକ୍ଷା। ଆଜିଠାରୁ ଫେବ୍ରୁଆରି ୨୭ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ପରୀକ୍ଷା ପରିଚାଳନା ହବ୍(ଇଏମ୍ଏଚ୍)ଗୁଡ଼ିକୁ ପ୍ରଶ୍ନପତ୍ର ସମେତ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ପଠାଯିବ।

‘ଦି କାଶ୍ମୀର ଫାଇଲ୍ସ’କୁ ଦାଦା ସାହେବ ଫାଲକେ ପୁରସ୍କାର, ବ୍ରହ୍ମାସ୍ତ୍ର ପାଇଁ ରଣବୀର କପୁର ଶ୍ରେଷ୍ଠ ଅଭିନେତା, ଗଙ୍ଗୁବାଈ ପାଇଁ ଆଲିଆ ଭଟ୍ଟ ଶ୍ରେଷ୍ଠ ଅଭିନେତ୍ରୀ

ଆଜି ବିଧାନସଭାରେ ଉତ୍ତରପ୍ରଦେଶ ସରକାର 2023-24 ପାଇଁ ବଜେଟ୍ ଉପସ୍ଥାପନ କରିବେ। ଅର୍ଥମନ୍ତ୍ରୀ ସୁରେଶ ଖାନ୍ନା ଆଜି ସକାଳ 11 ଟାରେ ବଜେଟ୍ ଉପସ୍ଥାପନ କରିବେ। 2024 ଲୋକସଭା ନିର୍ବାଚନକୁ ଧ୍ୟାନରେ ରଖି ଯୋଗୀ ସରକାର ବଜେଟ୍ ଉପସ୍ଥାପନ କରିବେ। ବଜେଟରେ କୃଷକ ଏବଂ ମହିଳାଙ୍କ ଉପରେ ବିଶେଷ ଧ୍ୟାନ ଦେବାର ସମ୍ଭାବନା ପ୍ରକାଶ ପାଇଛି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।