ବାରଙ୍ଗ ଥାନା ASIଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର; ଅସ୍ପଷ୍ଟ ମୃତ୍ୟୁ କାରଣ

ବାରଙ୍ଗ ଥାନା ASI ଅଶୋକ ପ୍ରଧାନ ମୃତଦେହ ଉଦ୍ଧାର ହୋଇଛି। ଆତ୍ମହତ୍ୟା କରିଛନ୍ତି ନା ଆଉ କିଛି କାରଣ ପାଇଁ ତାଙ୍କର ମୃତ୍ୟୁ ହୋଇଛି ତାହା ଜଣାପଡ଼ିନି।

ବାରଙ୍ଗ ଥାନା ASIଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ବାରଙ୍ଗ ଥାନା ASIଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ବାରଙ୍ଗ ଥାନା ASI ଅଶୋକ ପ୍ରଧାନ ମୃତଦେହ ଉଦ୍ଧାର ହୋଇଛି। ପଦାସାହି ସ୍ଥିତ ବାସଭବନରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଜବତ କରିଛି ସ୍ଥାନୀୟ ପୋଲିସ ।

ASI ଆତ୍ମହତ୍ୟା କରିଛନ୍ତି ନା ଆଉ କିଛି କାରଣ ପାଇଁ ତାଙ୍କର ମୃତ୍ୟୁ ହୋଇଛି ତାହା ଜଣାପଡ଼ିନି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଏନେଇ ତଦନ୍ତ ଚାଲିଛି। ପୋଲିସ୍ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛନ୍ତି।

ସୂଚନା ଅନୁସାରେ, ଗତକାଲି ରାତିରେ ଡ୍ୟୁଟି ସାରି ଅଶୋକ ଘରକୁ ଯାଇଥିଲେ। ଘରେ ପରିବାର ସହ ସେ ରାତିରେ ଥିଲେ। ହେଲେ ଆଜି ସକାଳେ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ମିଳିଥିଲା।
Published by:Soumya Das
First published: