ରଜରେ ଅଘଟଣ: ବରଗଡ଼ରେ ସର୍ଟ୍ ସର୍କିଟ୍ ଯୋଗୁଁ ଫାଟିଲା ଟିଭି; ପତି, ପତ୍ନୀ ଓ ୨ ବର୍ଷର ପୁଅ ଗୁରୁତର ଆହତ

ଘଟଣା ପରେ ପଡ଼ୋଶୀମାନେ ଦୌଡ଼ି ଆସି ଟିଭିରୁ ବାହାରୁଥିବା ନିଆଁକୁ ପାଣି ଢ଼ାଳି ଲିଭାଇଥିଲେ ଓ ଆହତ ତିନି ଜଣଙ୍କୁ ପ୍ରାଥମିକ ଚିକିତ୍ସା ଦେଇଥିଲେ । ତିନି ଜଣ ଆହତଙ୍କ ଦେହର ଅର୍ଦ୍ଧାଧିକ ଭାଗ ପୋଡ଼ିଯାଇଛି ।

ବିସ୍ଫୋରଣ ପରେ ଟେଲିଭିଜନ୍ ସେଟ୍

ବିସ୍ଫୋରଣ ପରେ ଟେଲିଭିଜନ୍ ସେଟ୍

  • Share this:
News18 Odia Digital

ବରଗଡ଼: ରଜ ସଂକ୍ରାନ୍ତିରେ ଏକ ଅଘଟଣ ଏକ ପରିବାର ପାଇଁ ଦୁଃଖର କଳା ବାଦଲ ଆଣିଦେଇଛି । ନିଜ ଘରେ ଥିବା ଟେଲିଭିଜନ୍‌ ହଠାତ୍‌ ସର୍ଟ୍‌ ସର୍କିଟ୍‌ ଯୋଗୁଁ ଫାଟିଯିବାରୁ ସେଥିରେ ଲାଗିଥିବା ନିଆଁରେ ଜଣେ ବ୍ୟକ୍ତି, ତାଙ୍କ ପତ୍ନୀ ଓ ସେମାନଙ୍କ ଦୁଇ ବର୍ଷର ପୁଅ ଗୁରୁତର ଆହତ ହୋଇଛନ୍ତି ।

ଏହି ଅଘଟଣ ଘଟିଛି ବରଗଡ଼ ଜିଲ୍ଲାର ବୋଡେ଼ନ ଥାନା ଅନ୍ତର୍ଗତ ଅନ୍ତର୍ଲା ଗାଁରେ । ସୁନୀଲ୍‌ ଦେହେରୀ, ତାଙ୍କ ପତ୍ନୀ ଯାଜ୍ଞସେନୀ ଓ ପୁଅ ଚିନ୍ମୟଙ୍କ ଦେହର ଅର୍ଦ୍ଧାଧିକ ଭାଗ ପୋଡ଼ିଯାଇଛି । ଘଟଣା ପରେ ପଡ଼ୋଶୀମାନେ ଦୌଡ଼ି ଆସି ଟିଭିରୁ ବାହାରୁଥିବା ନିଆଁକୁ ପାଣି ଢ଼ାଳି ଲିଭାଇଥିଲେ ଓ ଆହତ ତିନି ଜଣଙ୍କୁ କଦଳୀ ପର୍ତ ଉପରେ ଶୁଆଇ ଦେଶୀ ପଦ୍ଧତିରେ ପ୍ରାଥମିକ ଚିକିତ୍ସା ଦେଇଥିଲେ ।

ବାପ, ମାଆ ଓ ଛୁଆ ତିନି ଜଣଙ୍କୁ ତା’ ପରେ ତୁରନ୍ତ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଠିକ୍‌ ଥିବା ଜଣାଯାଇଛି ।

ଦୁଇ ବର୍ଷର ଆହତ ବାଳକକୁ ହସପିଟାଲ୍ ନେବା ପୂର୍ବରୁ ପ୍ରାଥମିକ ଚିକିତ୍ସା ଦିଆଯାଇଥିଲା ।


ଟିଭି ସଜାଡୁଥିବା ବେଳେ ସର୍ଟ ସର୍କିଟରୁ ଟିଭିରେ ବିସ୍ଫୋରଣ ହୋଇଥିବା ସନ୍ଦେହ କରାଯାଉଛି । ଏହି ଘଟଣାର ସୂଚନା ପାଇବା ପରେ ବୋଡେନ ଥାନା ଆଇ.ଆଇ.ସି. ବୀରବର ଭଗତ ସେଠାରେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି । ଉପ-ଜିଲ୍ଲାପାଳ ମଧ୍ୟ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏ ଘଟଣା ସମ୍ପର୍କରେ କେହି ଥାନାରେ ଏତଲା ଦେଇ ନ ଥିବା ପୋଲିସ୍‌ କହିଛି ।

ଏହା ବି ପଢ଼ନ୍ତୁ: 

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ

କାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍‌

ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେ

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: