ଜେଇଇ ଆଡ୍‌ଭାନ୍ସଡ୍ ୨୦୨୨ରେ ଓଡ଼ିଶାରେ ଶୀର୍ଷରେ ଅଛନ୍ତି ଯାଆଁଳା ଭାଇ

ଜେଇଇ ଆଡ୍‌ଭାନ୍ସଡ୍ ୨୦୨୨ର ଅଲ୍ ଇଣ୍ଡିଆ ର‍୍ୟାଙ୍କ୍‌ର ପ୍ରତ୍ୟେକ ରେଞ୍ଜ୍‌ରେ ଦେଶବ୍ୟାପୀ ଫିଟ୍‌ଜୀର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ପ୍ରଦର୍ଶନ କରିବା ସହିତ କ୍ଲାସ୍‌ରୁମ୍ ପ୍ରୋଗ୍ରାମରୁ କମନ୍ ମେରିଟ୍ ଲିଷ୍ଟରେ ଟପ୍ ୧୦୦ ଅଲ୍ ଇଣ୍ଡିଆ ର‍୍ୟାଙ୍କ୍‌ରେ ୩୪ ଜଣ ଓ ଟପ୍ ୫୦ରେ ୧୯ ଜଣ ଛାତ୍ରଛାତ୍ରୀ ରହିଛନ୍ତି।

ଜେଇଇ ଆଡ୍‌ଭାନ୍ସଡ୍

ଜେଇଇ ଆଡ୍‌ଭାନ୍ସଡ୍

  • News18 Odia
  • Last Updated :
  • Share this:
News 18 Odia Digital

ଭୁବନେଶ୍ୱର : ଜେଇଇ ଆଡ୍‌ଭାନ୍ସଡ୍ ୨୦୨୨ର ଅଲ୍ ଇଣ୍ଡିଆ ର‌୍ୟାଙ୍କ୍‌ର ପ୍ରତ୍ୟେକ ରେଞ୍ଜ୍‌ରେ ଦେଶବ୍ୟାପୀ ଫିଟ୍‌ଜୀର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ପ୍ରଦର୍ଶନ କରିବା ସହିତ କ୍ଲାସ୍‌ରୁମ୍ ପ୍ରୋଗ୍ରାମରୁ କମନ୍ ମେରିଟ୍ ଲିଷ୍ଟରେ ଟପ୍ ୧୦୦ ଅଲ୍ ଇଣ୍ଡିଆ ର‌୍ୟାଙ୍କ୍‌ରେ ୩୪ ଜଣ ଓ ଟପ୍ ୫୦ରେ ୧୯ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ଫିଟ୍‌ଜୀ ଭୁବନେଶ୍ୱର ଓ କଟକର ଛାତ୍ରଛାତ୍ରୀମାନେ ଜେଇଇ ଆଡ୍‌ଭାନ୍ସଡ୍ ୨୦୨୨ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ମୋଟ ୬୪ ଜଣ ଛାତ୍ରଛାତ୍ରୀ କ୍ଲାସ୍‌ରୁମ୍ ପ୍ରୋଗ୍ରାମରୁ କମନ୍ ମେରିଟ୍ ଲିଷ୍ଟ୍‌ରେ କ୍ୱାଲିଫାଏଡ୍ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୩ ଜଣ ଶୀର୍ଷ ୫୦୦୦ ର‌୍ୟାଙ୍କରେ ରହିଛନ୍ତି ।

ଜେଇଇ ଆଡ୍‌ଭାନ୍ସଡ୍ ୨୦୨୨ରେ ନିଜର ଏଆଇଆର୍ ସହ ଓପନ୍ କ୍ୟାଟାଗୋରୀରେ ଥିବା ଫିଟ୍‌ଜୀ ଭୁବନେଶ୍ୱର ଓ କଟକ ସେଣ୍ଟରର ଶୀର୍ଷ ଛାତ୍ରଛାତ୍ରୀମାନେ ହେଉଛନ୍ତି :ଦିବ୍ୟାଂଶୁ ମାଲୁ (ଏଆଇଆର୍‌-୧୧, ଦୁଇ ବର୍ଷିଆ କ୍ଲାସ୍‌ରୁମ୍ ପ୍ରୋଗ୍ରାମ)।ଦିପ୍ତାଂଶୁ ମାଲୁ (ଏଆଇଆର୍‌-୨୨୮, ଦୁଇ ବର୍ଷିଆ କ୍ଲାସ୍‌ରୁମ୍ ପ୍ରୋଗ୍ରାମ)।କେ ମୋହନ (ଏଆଇଆର୍‌-୨୫୯, ଦୁଇ ବର୍ଷିଆ ଇଂଟିଗ୍ରେଟେଡ୍ ପ୍ରୋଗ୍ରାମ)। ମୋହନଦୀପ ପରିଡା (ଏଆଇଆର୍‌-୨୯୧, ଦୁଇ ବର୍ଷିଆ କ୍ଲାସ୍‌ରୁମ୍ ପ୍ରୋଗ୍ରାମ)। ସାର୍ଥକ ପଣ୍ଡା (ଏଆଇଆର୍‌-୮୮୮, ଦୁଇ ବର୍ଷିଆ ଇଂଟିଗ୍ରେଟେଡ୍ ପ୍ରୋଗ୍ରାମ)। ଅମ୍ବରିଶ୍ ପ୍ରଧାନ (ଏଆଇଆର୍‌-୧୦୭୦, ଦୁଇ ବର୍ଷିଆ ଇଂଟିଗ୍ରେଟେଡ୍ ପ୍ରୋଗ୍ରାମ

ସଫଳ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇ ଫିଟ୍‌ଜୀ ଭୁବନେଶ୍ୱରର ସେଂଟର୍ ହେଡ୍ ରାଣାଜୋୟ ବର୍ଦ୍ଧନ କହିଛନ୍ତି, ଛାତ୍ରଛାତ୍ରୀମାନଙ୍କୁ ବିଶ୍ଳେଷଣାତ୍ମକ କ୍ଷମତାଗୁଡିକର ଧାରଣା ଓ ବିକାଶର ଗଭୀର ବୁଝାମଣା ଉପରେ ଧ୍ୟାନ ସହିତ ପ୍ରାରମ୍ଭିକ ସିଦ୍ଧାନ୍ତରୁ ଏକ ମୌଳିକ ଉପାୟରେ ପ୍ରସ୍ତୁତ କରିବା ଆମର ଛାତ୍ରଛାତ୍ରୀଙ୍କ ପାଇଁ ପୁଣିଥରେ ସଠିକ୍ ପ୍ରମାଣିତ ହୋଇଛି । ଫିଟ୍‌ଜୀରେ ଆମର ଲକ୍ଷ୍ୟ ହେଉଛି ଆଶାୟୀ ଛାତ୍ରଛାତ୍ରୀଙ୍କୁ ଜେଇଇ ପରୀକ୍ଷାରେ ସଫଳତାର ସହ ଉତୀର୍ଣ୍ଣ ହେବା ପାଇଁ ପ୍ରଶିକ୍ଷିତ କରିବା ।

ଫିଟ୍‌ଜୀର ୟର୍ଲି ଏଜ୍ ପ୍ରୋଗ୍ରାମ୍‌ଗୁଡିକୁ ଛାତ୍ରଛାତ୍ରୀଙ୍କୁ ଜେଇଇ ପାଇଁ ନିଜ ପ୍ରସ୍ତୁତିରେ ଶୀଘ୍ର ଆରମ୍ଭ କରିବା ଏବଂ ଜଟିଳାର ସ୍ତର ସହ ଖାପ ଖୁଆଇବା ଓ ଜେଇଇରେ ଏକ ଶୀର୍ଷ ର‌୍ୟାଙ୍କ ହାସଲ କରିବାରେ ସାହାଯ୍ୟ କରିବା ପାଇଁ ଡିଜାଇନ୍ କରାଯାଇଛି । ଆମେ ଆମର ସମସ୍ତ ସଫଳ ଛାତ୍ରଛାତ୍ରୀ ଓ କଠିନ ପରିଶ୍ରମ କରିଥିବା ଆମର ଶିକ୍ଷକମାନଙ୍କୁ ଶୁଭେଚ୍ଛା ଜଣାଉଛୁ । ଦୀତୋଶ କୁଇଲା (ଏଆଇଆର୍‌-୧୦୯୭, ଦୁଇ ବର୍ଷିଆ ଇଂଟିଗ୍ରେଟେଡ୍ ପ୍ରୋଗ୍ରାମ)ନିଜର ସଫଳତା ସମ୍ପର୍କରେ ଦିବ୍ୟାଂଶୁ ମାଲୁ କହିଛନ୍ତି ଯେ ଫିଟ୍‌ଜୀ ଦ୍ୱାରା ଦିଆଯାଇଥିବା ଷ୍ଟଡି ମ୍ୟାଟେରିଆଲ ଉତ୍କୃଷ୍ଟମାନର ଥିଲା । ଟେଷ୍ଟ ସିରିଜ୍ ଓ ଗ୍ରାଣ୍ଡ୍ ମାଷ୍ଟର୍ ପ୍ୟାକେଜ୍ ମୋର ପ୍ରୋବ୍ଲେମ୍‌-ସଲ୍‌ଭିଙ୍ଗ ସ୍କିଲ୍‌କୁ ଉନ୍ନତ କରିବାରେ ଖୁବ୍ ସାହାଯ୍ୟ କରିଥିଲା । ଫିଟ୍‌ଜୀର ଗ୍ରୁମିଂ ମୋତେ ଏଆଇଆର୍‌ ୫ ସହ କେଭିପିୱାଇ, ଏଆଇଆର୍ ୧୩୯ ସହ ଜେଇଇ ମେନ୍ ଓ ଏଆଇଆର୍ ୧୧ ସହ ଜେଇଇ ଆଡ୍‌ଭାନ୍ସଡ୍ କ୍ୱାଲିଫାଏ କରିବାରେ ସାହାଯ୍ୟ କରିଛି ।
Published by:Soumyashree Mishra
First published: