Fathers’ Day: ପିତୃତ୍ଵର ଆରମ୍ଭ ଉପରେ Asian Paintsର ଏହି ଭିଡିଓରେ ରୋହିତ ରେଡ୍ଡିଙ୍କୁ ଦେଖାଯାଇଛି

ପ୍ରଥମ ଥର ପାଇଁ ପିତାମାତା ହୋଇଥିବା ତାରକା ଦମ୍ପତି ରୋହିତ ରେଡ୍ଡି ଓ ଅନୀତା ହାସନନ୍ଦାନୀ Asian Paints Royale Playର ଏହି ହୃଦୟସ୍ପର୍ଶୀ #NayiShuruat ଭିଡିଓରେ ଏକ ଉଲ୍ଲାସଭରା ଅନୁଭବ ଶେୟାର୍ କରିଛନ୍ତି। ସେମାନେ ଘରକୁ ଶିଶୁ ପୁତ୍ର ଆରଭକୁ ଆଣୁଛନ୍ତି ।

Fathers’ Day: ପିତୃତ୍ଵର ଆରମ୍ଭ ଉପରେ Asian Paintsର ଏହି ଭିଡିଓରେ ରୋହିତ ରେଡ୍ଡିଙ୍କୁ ଦେଖାଯାଇଛି
ପିତା ଅସଲରେ #MoreThanAFather ହୋଇଥାଆନ୍ତି।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପ୍ରତି ନୂଆ ଆରମ୍ଭ ବହୁତ ସୁନ୍ଦର ସ୍ମୃତି ଦେଇଥାଏ । ଜଣେ ପିତା ଭାବେ ଯଦି ଏହି ନୂଆ ଆରମ୍ଭ ହୁଏ, ତାହେଲେ ଆପଣଙ୍କ ସ୍ମୃତି ସବୁ ଖୁସି ଓ ଉତ୍ସୁକତାରେ ଭରି ରହିବ, କାରଣ ଆପଣଙ୍କ ଶିଶୁ ମୁଖ୍ୟ ଆକର୍ଷଣ ରହିବ। Asian Paints Royale Play ତା’ର Nayi Shuruwat ଅଭିଯାନ ସହ ଏ କଥା ବେଶ ଭଲଭାବେ ଜାଣିଛି। ଗୋଟିଏ ଦମ୍ପତି ଯେତେବେଳେ ସେମାନଙ୍କ ଜୀବନର ନୂଆ ଚମତ୍କାର ଉପରେ ସବୁ ବିଶ୍ଵାସ ରଖିଥାନ୍ତି, ସେମାନଙ୍କ ଖୁସିକୁ ଆହୁରି ବଢ଼ାଇବା ପାଇଁ Asian Paints ତାହାର Royale Play ରୁ ଅନେକ ରେଞ୍ଜର୍ ଟେକ୍ସଚର୍ ନେଇ ଆସିଛି।

କିନ୍ତୁ ଆମ କଥାକୁ ଆପଣ ଏମିତି ସାଧାରଣରେ ନିଅନ୍ତୁ ନାହିଁ। ଆମର ଏ କଥାକୁ ଜଣାଇବେ ବାସ୍ତବ ଜୀବନରେ ନୂଆ ପିତାମାତା ହୋଇଥିବା ତାରକା ଦମ୍ପତି ରୋହିତ ରେଡ୍ଡି ଏବଂ ଅନୀତା ହାସନାନ୍ଦାନୀ, ଯେଉଁମାନଙ୍କ ଘରକୁ ଏ ବର୍ଷ ଆରମ୍ଭରେ ଆସିଛି ଏକ ଶିଶୁ ପୁତ୍ର ଆରଭ। ରେଡ୍ଡିଙ୍କ ପାଇଁ, ପ୍ରଥମଥର ପାଇଁ ପିତା ହେବାର ଖୁସି ହେଉଛି ବହୁତ ଉଲ୍ଲାସଭରା ଅନୁଭବ, ଯାହା ଏହି ହୃଦୟସ୍ପର୍ଶୀ ଭିଡିଓରେ ଦେଖାଯାଇଛି।

Asian Paints Royale Play ଦ୍ଵାରା ପ୍ରସ୍ତୁତ ଏହି ଭିଡିଓ, କିପରି ପ୍ରତି ପିତା ଅସଲରେ #MoreThanAFather ହୋଇଥାଆନ୍ତି ତାହା ଏହି ନୂଆକରି ଡିଜାଇନ୍ କରାଯାଇଥିବା କୋଠରୀରେ ଦର୍ଶାଯାଇଛି। ଏହାକୁ ଆରଭଙ୍କ ସ୍ଵାଗତ ପାଇଁ ନୂଆ କରି ପିତା ସାଜିଥିବା ରୋହିତ ତିଆରି କରିଛନ୍ତି। ସେ ତାଙ୍କ ଦାମ୍ପତ୍ୟ କୋଠରୀରେ ନୂଆ ଟେକ୍ସଚର୍ ଦେଇଛନ୍ତି ଏବଂ ବହୁତ ସୁନ୍ଦର ସ୍ମୃତିର ଫଟୋ ଲଗାଇଛନ୍ତି, ଯାହା ମଧ୍ୟରେ ଅଛି ତାଙ୍କ ବିବାହ ଠାରୁ ଆରମ୍ଭ କରି ହାସନାନ୍ଦାନୀଙ୍କ ଗର୍ଭବତୀ ସମୟର ଫଟୋ ଏବଂ ଆହୁରି ଅନେକ କିଛି। ନୂଆ ଟେକ୍ସଚର୍ ବ୍ୟାକଡ୍ରପରେ ଫଟୋ ଗୁଡ଼ିକର ଇଫେକ୍ଟରେ ଜଣେ ଆତ୍ମହରା ପିତା ଏବଂ ଆରଭଙ୍କ ସ୍ଵାଗତ ପରିବେଶ ହାସନାନ୍ଦାନୀଙ୍କୁ ଭାବପ୍ରବଣ କରୁଛି।



ନିଜ ସନ୍ତାନ ପ୍ରତି ଥିବା ସ୍ନେହ ଶ୍ରଦ୍ଧା ଦେଖି ସେ ବହୁତ ଖୁସି ହେଉଥିବା ବେଳେ, ଯେ କୌଣସି ପିତାଙ୍କ ଭଳି ରେଡ୍ଡି କେବଳ ଚାହାଁନ୍ତି, ନିଜକୁ ପିତା ହେବାର ସୁଖ ଦେଇଥିବାରୁ ତାଙ୍କ ପତ୍ନୀଙ୍କୁ କିଛି ଖୁସି ଭେଟି ଦେବାକୁ। ସୁନ୍ଦର ଭାବେ ଟେକ୍ସଚର୍ ହୋଇଥିବା କାନ୍ଥ ଏବଂ ପ୍ରିମୟମ୍ ଫିନିସିଙ୍ଗ ହେଉଛି ଏହି ଦମ୍ପତି ଶେୟାର କରିଥିବା କିଛି କ୍ଷଣର ଦୃଶ୍ୟ, ଯାହା ସେମାନଙ୍କ ପାଇଁ ଏକ ନୂଆ ଆରମ୍ଭ ହୋଇଛି – ଅର୍ଥାତ ଏକ Nayi Shuruwat ।

Asian Paints Royale Play ର ରଙ୍ଗୀନ ଏବଂ ସୁନ୍ଦର ଟେକ୍ସଚର୍ ଏବଂ ନିର୍ଦ୍ଧିଷ୍ଟ କୋଠରୀ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ବ୍ୟକ୍ତିତ୍ଵ ସହ ମେଳ ଖାଉଥିବା ବ୍ୟାକଡ୍ରପ୍ ଯେ କୌଣସି ସାଧାରଣ କାନ୍ଥକୁ ଜୀବନ୍ତ କରିବାର କ୍ଷମତା ରଖିଛି ।

କୌଣସି କଳାକୃତି କରିବା ହେଉ କିମ୍ବା ଦମ୍ପତିଙ୍କ ସମ୍ପର୍କକୁ ଦର୍ଶାଉଥିବା କୌଣସି ଫଟୋକୁ ହାଇଲାଇଟ୍ କରିବା ହେଉ, Royale Play ବ୍ୟବହାର କରି ଏହି ଟେକ୍ସଚର୍ ତିଆରି କରାଯାଇଥାଏ, ଯାହା ହେଉଛି ଏକ ଟ୍ରାନ୍ସଲ୍ୟୁସେଣ୍ଟ୍ ପେଣ୍ଟ। ଏହା ଟେକ୍ସଚରକୁ ଏକ ଡୁଆଲ୍ ଟୋନ୍ ଇଫେକ୍ଟ ଦେଇଥାଏ। ଆପଣ ଏକ ବାମ୍ବୋ ଇଫେକ୍ଟ ଚୟନ କରି ପାରନ୍ତି, ଯାହା ରେଡ୍ଡିଙ୍କ ଭଳି ଘରକୁ ଶୁଭଫଳ ଆଣିବାର ପ୍ରତିଶୃତି ରଖିଥାଏ। ଯଦି ଆପଣ କାନ୍ଥର ବ୍ୟାକଡ୍ରପ୍ ପାଇଁ କିଛି କଳାତ୍ମକ ଏବଂ କ୍ରିଏଟିଭ୍ କରିବାକୁ ଚାହୁଁଛନ୍ତି ଆମେ ମଧ୍ୟ ବ୍ରସ୍ ଷ୍ଟ୍ରୋକ୍ ଫିନିସ୍ ପାଇଁ ପରାମର୍ଶ ଦେଉଛୁ।

ଏକ ଜ୍ୟାମିତିକ ଢାଞ୍ଚା ସ୍ଵରୂପର ଇନଫିନାଇଟେକ୍ସ ଗ୍ରୀଡ୍ ହେଉଛି ଏକ ସୁନ୍ଦର ପସନ୍ଦ, ଯାହା ଲିଭିଙ୍ଗ ସ୍ପେସ୍ କୁ ଜୀବନ୍ତ କରି ପାରିବ। ତେବେ Asian Paints Royale Play ର ଏପରି ଆହୁରି ଅନେକ ଫିନିସିଙ୍ଗ ଇଫେକ୍ଟ ରହିଛି, ଯାହାକୁ ଆପଣ ନିଜର ବ୍ୟକ୍ତିତ୍ଵ ଏବଂ ନିଜର ଇଛା ଅନୁଯାୟୀ ଚୟନ କରି ପାରିବେ।

ଏହି କାଟାଲଗ୍ ଦେଖିବା ପାଇଁ, ଏଠାରେ କ୍ଲିକ୍ କରନ୍ତୁ

Asian Paints ର ଏ ବର୍ଷର ପିତୃତ୍ଵ ଦିବସ ଟ୍ୟାଗଲାଇନ୍ ହେଉଛି #MoreThanAFather। ପିତାମାନେ ନିଃସ୍ଵାର୍ଥପର ହୋଇଥାନ୍ତି ଏବଂ ସେମାନଙ୍କ ପରିବାରର ସୁରକ୍ଷା ପାଇଁ କିଛି ବି କରି ପାରନ୍ତି। ଏହି ହୃଦୟସ୍ପର୍ଶୀ ଭିଡିଓ ଏହା ବଖାଣୁଛି ଏବଂ ଏହା ମଧ୍ୟ ଦର୍ଶାଉଛି ଯେ, ପିତୃତ୍ଵ ଦିବସ ବ୍ୟତୀତ ମଧ୍ୟ ସେମାନେ କିପରି ନିଜର ସମ୍ପର୍କ ଏବଂ ଭଲପାଇବାକୁ ପ୍ରକାଶ କରିଥାନ୍ତି। ତେବେ, ଜଣେ ପିତା ନିହାତି ଭାବେ ନିର୍ଦ୍ଦିଷ୍ଟ ଦିନରେ ତାଙ୍କର ଭୂମିକାକୁ ଆବଶ୍ୟକତା ଅନୁଯାୟୀ ବଦଳାଇବେ। ଯେପରି ଜଣେ ଧ୍ୟାନ ରଖୁଥିବା ସ୍ଵାମୀ କିମ୍ବା ସ୍ନେହପୂର୍ଣ୍ଣ ପିତା କିମ୍ବା ଉଭୟ।

ନିକଟରେ ପିତାମାତା ହୋଇଥିବା ବାସ୍ତବ ଜୀବନର ଦମ୍ପତି ରେଡ୍ଡିଙ୍କ ଭାବପ୍ରବଣତା, ଭଲପାଇବା ଏବଂ ଦାୟିତ୍ଵବୋଧ ଏସବୁ ଆପଣ ଏହି ଭିଡିଓରେ ଦେଖି ପାରିବେ। ଏହା ମଧ୍ୟ ଗୋଟିଏ ଦାମ୍ପତ୍ୟ ଜୀବନର ଭିନ୍ନ ସୋପାନକୁ ଦର୍ଶାଉଛି, କାରଣ ସେମାନଙ୍କ ଜୀବନର ଏକ Nayi Shuruwat ହୋଇଛି। Asian Paints Royale ଦ୍ଵାରା ତାଙ୍କ ଘରର ସୁନ୍ଦର ଟେକ୍ସଚର୍ କାନ୍ଥ ହେଉଛି ଏହାର ନିଦର୍ଶନ।

#MoreThanAFather ଅଭିଯାନ ଏଠାରେ ଦେଖନ୍ତୁ ଏବଂ ରବିବାର, ଜୁନ୍ 20 ରେ ନିଜର ପିତାଙ୍କୁ ଶୁଭେଚ୍ଛା ଦେବାକୁ ଭୁଲନ୍ତୁ ନାହିଁ ।  କାରଣ ପ୍ରତି ପିତା ହେଉଛନ୍ତି #MoreThanAFather ଏବଂ ଆପଣଙ୍କ ବ୍ୟତୀତ ଏହା ଆଉ କିଏ ବୁଝିବେ?

(ଏହା ଏକ ପାର୍ଟନର୍ଡ଼ ପୋଷ୍ଟ)
Published by: Anand ST Das
First published: June 20, 2021, 5:57 PM IST