Petrol Diesel Price: ଆଜି କେତେ ଅଛି ପେଟ୍ରୋଲ ଓ ଡିଜେଲ ମୂଲ୍ୟ; ଯାଞ୍ଚ କରନ୍ତୁ ଦର

Petrol Diesel Price Today: WTI ଅଶୋଧିତ ମୂଲ୍ୟ ବ୍ୟାରେଲ ପିଛା ୧୦୨.୩ ଡଲାରରେ ପହଞ୍ଚିଛି ଓ ବ୍ରେଣ୍ଟ ଅଶୋଧିତ ମୂଲ୍ୟ ବ୍ୟାରେଲ ପିଛା ୧୦୬.୩ ଡଲାରରେ ପହଞ୍ଚିଛି। ଆପଣ ଶସ୍ତା ଅଶୋଧିତ ଲାଭ ପାଇଛନ୍ତି କି? ଆସନ୍ତୁ ଜାଣିବା...

ଆଜି କେତେ ଅଛି ପେଟ୍ରୋଲ ଓ ଡିଜେଲ ମୂଲ୍ୟ

ଆଜି କେତେ ଅଛି ପେଟ୍ରୋଲ ଓ ଡିଜେଲ ମୂଲ୍ୟ

  • News18 Odia
  • Last Updated :
  • Bhubaneswar | Chennai [Madras] | Delhi | Kolkata [Calcutta] | Mumbai
  • Share this:
News18 Odia Digital

Petrol Diesel Price Today: ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ପୂର୍ବପରି ସକାଳ ୬ଟାରେ ପ୍ରକାଶ ପାଇଛି। ଆଜି ମଧ୍ୟ ସେଥିରେ କୌଣସି ପରିବର୍ତ୍ତନ ଦେଖାଯାଇ ନାହିଁ। ଲଗାତାର ଦୁଅ ମାସ ହେବାକୁ ଯାଉଛି ଯେତେବେଳେ ତୈଳ ମାର୍କେଟିଂ କମ୍ପାନୀଗୁଡିକ ଦେଶରେ ଯାନ ଇନ୍ଧନର ମୂଲ୍ୟରେ କୌଣସି ପରିବର୍ତ୍ତନ କରିଛନ୍ତି। ଆଜି ବି ବିଶ୍ବର ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଘଟିଛି, କିନ୍ତୁ ଏହାର ପ୍ରଭାବ ଭାରତୀୟ ଗ୍ରାହକଙ୍କୁ ଦିଆଯାଉ ନାହିଁ।

ଅଶୋଧିତ ତୈଳ ମୂଲ୍ୟ

WTI ଅଶୋଧିତ ବ୍ୟାରେଲ ପିଛା ୧୦୨.୩ ଡଲାରରେ ବିକ୍ରି ହେଉଛି ଓ ପ୍ରାୟ ୨ ଡଲାର ହ୍ରାସ ପାଇବା ପରେ ବ୍ରେଣ୍ଟ ଅଶୋଧିତ ବ୍ୟାରେଲ ପିଛା ୧୦୬.୩ ଡଲାରରେ ବିକ୍ରି ହେଉଛି।

ଆଜି ଚାରୋଟି ପ୍ରମୁଖ ମେଟ୍ରୋରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ଜାଣନ୍ତୁ...

୧. ଆଜି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୬.୭୨ ଟଙ୍କା ଓ ଡିଜେଲ ଲିଟର ପିଛା ୮୯.୬୨ ଟଙ୍କା ରହିଛି।
୨. ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୬.୩୧ ଟଙ୍କା ଓ ଡିଜେଲ ଲିଟର ପିଛା ୯୪.୨୭ ଟଙ୍କା।
୩.ଚେନ୍ନାଇରେ ପେଟ୍ରୋଲ ୧୦୨.୬୩ ଟଙ୍କା ଓ ଡିଜେଲ ୯୪.୨୪ ଟଙ୍କା ଅଛି।
୪.କୋଲକାତାରେ ପେଟ୍ରୋଲ ୧୦୬.୦୩ ଟଙ୍କା ଥିବାବେଳେ ଡିଜେଲ ଲିଟର ପିଛା ୯୨.୭୬ ଟଙ୍କା ଅଛି।

ଆଜି ଅନ୍ୟ ମେଟ୍ରୋରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ଜାଣନ୍ତୁ...

୧. ବେଙ୍ଗାଲୁରୁରେ ପେଟ୍ରୋଲ ୧୦୧.୯୪ ଟଙ୍କା ଓ ଡିଜେଲ ୮୭.୮୯ ଟଙ୍କା ଅଛି।
୨.ହାଇଦ୍ରାବାଦରେ ପେଟ୍ରୋଲ ୧୦୯.୬୬ ଟଙ୍କା ଓ ଡିଜେଲ ଲିଟର ପିଛା ୯୭.୮୨ ଟଙ୍କା।
୩.ଲକ୍ଷ୍ନୌରେ ପେଟ୍ରୋଲ ୯୬.୫୭ ଟଙ୍କା ଓ ଡିଜେଲ ଲିଟର ପିଛା ୮୯.୭୬ ଟଙ୍କା ଅଛି।
୪. ପାଟନାରେ ପେଟ୍ରୋଲ ୧୦୭.୨୪ ଟଙ୍କା ଓ ଲିଟର ପିଛା ଡିଜେଲ ୯୪.୦୪ ଟଙ୍କା ଅଛି।
୫. ଥିରୁବନନ୍ତପୁରମରେ ପେଟ୍ରୋଲ ୧୦୭.୭୧ ଟଙ୍କା ଓ ଡିଜେଲ ଲିଟର ପିଛା ୯୬.୫୨ ଟଙ୍କା।
୬. ଭୁବନେଶ୍ୱରରେ ପେଟ୍ରୋଲ ୧୦୩.୧୯ ଟଙ୍କା ଓ ଡିଜେଲରେ ଲିଟର ପିଛା ୯୪.୭୬ ଟଙ୍କା ରହିଛି।
୭. ପୋର୍ଟ ବ୍ଲେୟାରରେ ପେଟ୍ରୋଲ ୮୪.୧୦ ଟଙ୍କା ଓ ଡିଜେଲ ଲିଟର ପିଛା ୭୯.୭୪ ଟଙ୍କା ଅଛି।
୮. ଜୟପୁରରେ ପେଟ୍ରୋଲ ୧୦୮.୪୮ ଟଙ୍କା ଓ ଡିଜେଲ ଲିଟର ପିଛା ୯୩.୭୨ ଟଙ୍କା।
Published by:Lipina Das
First published: