- News18 Odia
- Last Updated :
- New Delhi, India
News 18 Odia Digital
ମୁମ୍ଵାଇ: ନିର୍ଦ୍ଦେଶକ ଲଭ ରଂଜନଙ୍କ(Luv Ranjan) ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ତୁ ଝୁଠି ମେଁ ମକାରର(Tu jhooti me makar) ଟ୍ରେଲର ଆଜି ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ର ମାଧ୍ୟମରେ ପ୍ରଥମ ଥର ପାଇଁ ପ୍ରଶଂସକମାନେ ରଣବୀର କପୁର(Ranbir Kapoor) ଏବଂ ଶ୍ରଦ୍ଧା କପୁର ପରଦାରେ ରୋମାନ୍ସ କରିବାରେ ଦେଖିବେ। ସୂଚନା ଅନୁଯାୟୀ ରଣବୀର -ଶ୍ରଦ୍ଧାଙ୍କ ଅଭିନୀତ ଚଳଚ୍ଚିତ୍ର ‘ତୁ ଝୁଠି ମେଁ ମକାର’ ବୋଲ୍ଡ କଣ୍ଟେଣ୍ଟରେ ପରିପୂର୍ଣ୍ଣ।
ଶ୍ରଦ୍ଧା ଏବଂ ରଣବୀର ଲଭ ରଂଜନଙ୍କ ଟ୍ରେଲରରେ ଦୁଇ ଜଣଙ୍କ ଦମଦାର କେନେଷ୍ଟ୍ରି ମଧ୍ୟ ଦେଖିବାକୁ ମିଳିଛି। ତୁ ଝୁଠି ମେନ୍ ମକାର’ର ବୋଲ୍ଡ ଏବଂ ସୁନ୍ଦର ଆଇଡିଆ ନିର୍ମାଣ କରାଯାଇଛି । ଫିଲ୍ମରେ ଶ୍ରଦ୍ଧାଙ୍କ ଲୁକକୁ ମଧ୍ୟ ଦର୍ଶକମାନେ ପସନ୍ଦ କରିଛନ୍ତି ଏହି ନୂଆ ଯୋଡିକୁ ଦେଖିଲେ ଲାଗୁଛି ଜବରଦସ୍ତ କମେଷ୍ଟ୍ରୀ ଜମିବ। ଟ୍ରେଲରଟି ରଙ୍ଗୀନ, ୟୁନିକ ହେବା ସହିତ ଏଣ୍ଟରଟେନିଂ କରିବ ବୋଲି ଆଶା କରାଯାଉଛି। ଫିଲ୍ମର ଟାଇଟଲ୍ ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରକାଶ କରାଯାଇ ନଥିଲା । ସମସ୍ତେ ଏହାକୁ ଲଭ ଭ ରଂଜନଙ୍କ ଫିଲ୍ମ ବୋଲି କହୁଥିଲେ।
ଅଧିକ ପଢ଼ନ୍ତୁ -
http://ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ଆଥିଆ ଓ କେଏଲ ରାହୁଲ; ଉତ୍ସବରେ ସାମିଲ ହେବେ ବିରାଟ କୋହଲିPublished by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।