ବିଜ୍ଞାପନ ହୋଡିଂରେ ରାଷ୍ଟ୍ରପତି; ସୋରିଷ ତେଲ କମ୍ପାନି ନାମରେ ଏଫଆଇଆର

ରାଷ୍ଟ୍ରପତିଙ୍କ ଫଟୋକୁ ଏକ ସୋରିଷ ତେଲ କମ୍ପାନିର ବିଜ୍ଞାପନ ପାଇଁ ବ୍ୟବହାର କରାଯାଇଛି । ଏହା ଦେଖିବା ପରେ କରଞ୍ଜିଆ ଅଞ୍ଚଳର ଜଣେ ଆଇନଜୀବୀ ଥାନାରେ ଲିଖିତ ଅଭିଯୋଗ କରିବା ସହ କମ୍ପାନି ଉପରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବି କରିଛନ୍ତି ।

ବିଜ୍ଞାପନ ହୋଡିଂରେ ରାଷ୍ଟ୍ରପତି; ସୋରିଷ ତେଲ କମ୍ପାନି ନାମରେ ଏଫଆଇଆର

ବିଜ୍ଞାପନ ହୋଡିଂରେ ରାଷ୍ଟ୍ରପତି; ସୋରିଷ ତେଲ କମ୍ପାନି ନାମରେ ଏଫଆଇଆର

  • News18 Odia
  • Last Updated :
  • Mayurbhanj, India
  • Share this:
News 18 Odia Digital

ମୟୁରଭଞ୍ଜ; କରଞ୍ଜିଆ ନିକଟ ବଜାରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଫଟୋ ଥିବା ଅନେକ ଗୁଡିଏ ହୋଡିଂ ଦେଖିବାକୁ ମିଳିଛି । ରାଷ୍ଟ୍ରପତିଙ୍କ ଫଟୋକୁ ଏକ ସୋରିଷ ତେଲ କମ୍ପାନିର ବିଜ୍ଞାପନ ପାଇଁ ବ୍ୟବହାର କରାଯାଇଛି । ଏହା ଦେଖିବା ପରେ କରଞ୍ଜିଆ ଅଞ୍ଚଳର ଜଣେ ଆଇନଜୀବୀ ଥାନାରେ ଲିଖିତ ଅଭିଯୋଗ କରିବା ସହ କମ୍ପାନି ଉପରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବି କରିଛନ୍ତି ।

ନିଜ କମ୍ପାନିର ସାମଗ୍ରୀକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ବେଆଇନ ଭାବରେ ଅନେକ ବ୍ୟବସାୟୀ ଏପରି କରୁଥିବା ପୂର୍ବରୁ ମଧ୍ୟ ନଜିର ରହିଛି । ତେଣୁ ଏପରି ନକରିବା ପାଇଁ ଅନେକ ବୁଦ୍ଧୀଜୀବୀ ଦାବି କରିଛନ୍ତି । କିଛିଦିନ ତଳେ
Published by:Soubhagya Mishra
First published: