ବିଜ୍ଞାପନ ହୋଡିଂରେ ରାଷ୍ଟ୍ରପତି; ସୋରିଷ ତେଲ କମ୍ପାନି ନାମରେ ଏଫଆଇଆର
- News18 Odia
- Last Updated :
- Mayurbhanj, India
News 18 Odia Digital
ମୟୁରଭଞ୍ଜ; କରଞ୍ଜିଆ ନିକଟ ବଜାରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଫଟୋ ଥିବା ଅନେକ ଗୁଡିଏ ହୋଡିଂ ଦେଖିବାକୁ ମିଳିଛି । ରାଷ୍ଟ୍ରପତିଙ୍କ ଫଟୋକୁ ଏକ ସୋରିଷ ତେଲ କମ୍ପାନିର ବିଜ୍ଞାପନ ପାଇଁ ବ୍ୟବହାର କରାଯାଇଛି । ଏହା ଦେଖିବା ପରେ କରଞ୍ଜିଆ ଅଞ୍ଚଳର ଜଣେ ଆଇନଜୀବୀ ଥାନାରେ ଲିଖିତ ଅଭିଯୋଗ କରିବା ସହ କମ୍ପାନି ଉପରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବି କରିଛନ୍ତି ।
ନିଜ କମ୍ପାନିର ସାମଗ୍ରୀକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ବେଆଇନ ଭାବରେ ଅନେକ ବ୍ୟବସାୟୀ ଏପରି କରୁଥିବା ପୂର୍ବରୁ ମଧ୍ୟ ନଜିର ରହିଛି । ତେଣୁ ଏପରି ନକରିବା ପାଇଁ ଅନେକ ବୁଦ୍ଧୀଜୀବୀ ଦାବି କରିଛନ୍ତି । କିଛିଦିନ ତଳେ
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।