President Droupadi Murmu: ଓଡ଼ିଶା ଆସିବେ ମହାମହିମ; ରାଷ୍ଟ୍ରପତି ଭବନରୁ ଆସିଲା ସୂଚନା

President Droupadi Murmu: ଓଡ଼ିଶା ଆସିବେ ମହାମହିମ; ରାଷ୍ଟ୍ରପତି ଭବନରୁ ଆସିଲା ସୂଚନା

President Droupadi Murmu: ଓଡ଼ିଶା ଆସିବେ ମହାମହିମ; ରାଷ୍ଟ୍ରପତି ଭବନରୁ ଆସିଲା ସୂଚନା

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

President Droupadi Murmu : ପୁଣି ଓଡ଼ିଶା ( odisha) ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ( President Droupadi Murmu) । ମେ ୯ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗସ୍ତ ନେଇ ରାଷ୍ଟ୍ରପତି ଭବନରୁ ଆସିଯାଇଛି ସୂଚନା । ମେ ୯’ରେ ବାରିପଦା ( paripada) ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।



ମହାରାଜା ଶ୍ରୀରାମ ଭଞ୍ଜଦେଓ ୟୁନିଭର୍ସିଟି( Maharaja Sriram Chandra Bhanjadeo University) କାର୍ଯ୍ୟକ୍ରମରେ ଯୋଗଦେବେ । ୟୁନିଭର୍ସିଟିର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଗସ୍ତ ନେଇ ୟୁନିଭର୍ସିଟିକୁ ଦିଆ ଯାଇଛି ସୂଚନା । ରାଷ୍ଟ୍ରପତି ଭବନ ପକ୍ଷରୁ ଲିଖିତ ଭାବେ ସୂଚିତ କରାଗଲା ।

ପଢନ୍ତୁ ଏହି ଖବର :  ୨୦୨୪ ନିର୍ବାଚନରେ ସଫଳତା ପାଇଁ ପାଇଁ ବିଜେଡିର ବଡ଼ ପ୍ଲାନ୍‌, ମିଳିଗଲା ସଙ୍କେତ !
Published by:Sujit Swain
First published: