Petrol-Diesel Price: ଆଜି ରାଜଧାନୀରେ କମିଲ ପେଟ୍ରୋଲ ଓ ଡିଜେଲ ମୂଲ୍ୟ

ଆଜି ଭୁବନେଶ୍ବରରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦୩.୦୧ ଟଙ୍କା ଥିବାବେଳେ ଡିଜେଲ ଲିଟର ପିଛା ୯୪.୫୮ ଟଙ୍କା ରେକର୍ଡ କରାଯାଇଛି।

ଆଜି ରାଜଧାନୀରେ କମିଲ ପେଟ୍ରୋଲ ଓ ଡିଜେଲ ମୂଲ୍ୟ

ଆଜି ରାଜଧାନୀରେ କମିଲ ପେଟ୍ରୋଲ ଓ ଡିଜେଲ ମୂଲ୍ୟ

  • News18 Odia
  • Last Updated :
  • Bhubaneswar | Chennai [Madras] | Delhi
  • Share this:
News18 Odia Digital

ଭୁବନେଶ୍ବର: ମଙ୍ଗଳବାର ଦିନ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ କ୍ରମାଗତ ଦ୍ୱିତୀୟ ଦିନ ହ୍ରାସ ପାଇଛି। ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦୩.୦୧ ଟଙ୍କା ଥିବାବେଳେ ଡିଜେଲ ଲିଟର ପିଛା ୯୪.୫୮ ଟଙ୍କା ରେକର୍ଡ କରାଯାଇଛି।

ସିଲଭର ସିଟି, କଟକରେ ପେଟ୍ରୋଲ ଓ ଡିଜେଲର ବର୍ତ୍ତମାନର ମୂଲ୍ୟ ଯଥାକ୍ରମେ ୧୦୩.୭୧ ଟଙ୍କା ଓ ୯୫.୧୦ ଟଙ୍କା ରେକର୍ଡ କରାଯାଇଛି। ଓଡ଼ିଶାର ମାଲକାନଗିରିରେ ପେଟ୍ରୋଲର ମୂଲ୍ୟ ବର୍ତ୍ତମାନ ଲିଟର ପିଛା ୧୦୯.୨୦ ଟଙ୍କା ଥିବାବେଳେ ଡିଜେଲର ମୂଲ୍ୟ ଲିଟର ପିଛା ୧୦୦.୫୬ ଟଙ୍କା ରହିଛି।

ସେହିଭଳି ନୂଆ ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ଯଥାକ୍ରମେ ୯୬.୭୨ ଟଙ୍କା ଓ ୮୯.୬୨ ଟଙ୍କା ରେକର୍ଡ କରାଯାଇଛି। ଚେନ୍ନାଇରେ ପେଟ୍ରୋଲର ମୂଲ୍ୟ ଯଥାକ୍ରମେ ୧୦୨.୬୩ ଟଙ୍କା ଥିବା ବେଳେ କୋଲକାତାରେ ୧୦୬.୦୩ ଟଙ୍କା ଅଛି।

ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୬.୩୧ ଟଙ୍କା ରହିଛି। ମୁମ୍ବାଇରେ ଡିଜେଲ ହାର ଯଥାକ୍ରମେ ୯୪.୨୭ ଟଙ୍କା, କୋଲକାତାରେ ୯୨.୭୬ ଟଙ୍କା ଓ ଚେନ୍ନାଇରେ ୯୪.୨୪ ଟଙ୍କା ରହିଛି।
Published by:Lipina Das
First published: