ମାତ୍ର ୯ ଟଙ୍କାରେ ମିଳୁଛି LPG ଗ୍ୟାସ ସିଲିଣ୍ଡର! ଆଜି ଉଠାନ୍ତୁ ଏହି ବମ୍ପର ଅଫରର ଲାଭ ...

LPG gas cylinder price: ୧ ଏପ୍ରିଲରୁ ୨୦୨୧-୨୨ ଆର୍ଥିକ ବର୍ଷ ଆରମ୍ଭ ହୋଇଛି । ନୂତନ ଆର୍ଥିକ ବର୍ଷର ପ୍ରଥମ ଦିନରେ ଏଲପିଜି ଗ୍ୟାସ ସିଲିଣ୍ଡର (LPG Gas Cylinder) ଦାମ୍ ୧୦ ଟଙ୍କା ହ୍ରାସ କରାଯାଇଛି । ଏହି ହ୍ରାସ ପରେ ଭୁବନେଶ୍ୱରେ ସବସିଡି ବିନା ୧୪.୨ କିଲୋଗ୍ରାମ ଏଲପିଜି ଗ୍ୟାସ ସିଲିଣ୍ଡରର ଦାମ୍ ୮୩୫.୫୦ ଟଙ୍କାକୁ ଖସି ଆସିଛି ।

ମାତ୍ର ୯ ଟଙ୍କାରେ ମିଳୁଛି LPG ଗ୍ୟାସ ସିଲିଣ୍ଡର! ଆଜି ଉଠାନ୍ତୁ ଏହି ବମ୍ପର ଅଫରର ଲାଭ ...
ମାତ୍ର ୯ ଟଙ୍କାରେ ମିଳୁଛି LPG ଗ୍ୟାସ ସିଲିଣ୍ଡର!
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭୁବନେଶ୍ୱର: ୧ ଏପ୍ରିଲରୁ ୨୦୨୧-୨୨ ଆର୍ଥିକ ବର୍ଷ ଆରମ୍ଭ ହୋଇଛି । ନୂତନ ଆର୍ଥିକ ବର୍ଷର ପ୍ରଥମ ଦିନରେ ଏଲପିଜି ଗ୍ୟାସ ସିଲିଣ୍ଡର (LPG Gas Cylinder) ଦାମ୍ ୧୦ ଟଙ୍କା ହ୍ରାସ କରାଯାଇଛି । ଏହି ହ୍ରାସ ପରେ ଭୁବନେଶ୍ୱରେ ସବସିଡି ବିନା ୧୪.୨ କିଲୋଗ୍ରାମ ଏଲପିଜି ଗ୍ୟାସ ସିଲିଣ୍ଡରର ଦାମ୍ ୮୩୫.୫୦ ଟଙ୍କାକୁ ଖସି ଆସିଛି । ଯଦି ଆପଣ ଏକ ଘରୋଇ ଗ୍ୟାସ ସିଲିଣ୍ଡର ଶସ୍ତାରେ କିଣିବାକୁ ଚିନ୍ତା କରୁଛନ୍ତି । ତେବେ ଆପଣଙ୍କର ଏକ ବଡ଼ ସୁଯୋଗ ଅଛି । ପେଟିଏମ୍ ଗ୍ରାହକଙ୍କ ପାଇଁ ଘରୋଇ ଗ୍ୟାସ୍ ସିଲିଣ୍ଡର ଶସ୍ତା କିଣିବା ପାଇଁ ଏକ ବମ୍ପର ଅଫର୍ ଆଣିଛି । ଏହି ଅଫର ଅନୁଯାୟୀ ଗ୍ରାହକମାନେ ମାତ୍ର ୯ ଟଙ୍କାରେ ୮୦୯ ଟଙ୍କା ଗ୍ୟାସ ସିଲିଣ୍ଡର ପାଇପାରିବେ ।

ଜାଣନ୍ତୁ କ'ଣ ଏହି ସଂପୂର୍ଣ୍ଣ ଅଫର?
ପେଟିଏମ୍ କ୍ୟାସବ୍ୟାକ୍ ଅଫର୍ ଆରମ୍ଭ କରିଛି । ଏହି କ୍ୟାସବ୍ୟାକ୍ ଅଫର ଅନୁଯାୟୀ ଯଦି ଜଣେ ଗ୍ରାହକ ଏକ ଗ୍ୟାସ୍ ସିଲିଣ୍ଡର ବୁକ୍ କରନ୍ତି, ତେବେ ସେ ୮୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ପାଇପାରିବେ । Paytm ର ଏହି ଅଫର୍ ୩୦ ଏପ୍ରିଲ୍ ୨୦୨୧ ପର୍ଯ୍ୟନ୍ତ ବୈଧ ଅଟେ । ଅର୍ଥାତ ଆପଣଙ୍କୁ ଏହି ପୁରା ମାସରେ ଶସ୍ତାରେ LPG ସିଲିଣ୍ଡର କିଣିବାର ସୁଯୋଗ ରହିଛି ।

Paytm ରେ ଏହିପରି ଭାବରେ ମିଳିବ କ୍ୟାସବ୍ୟାକ୍ ଅଫର୍

>> ପ୍ରଥମେ ଆପଣଙ୍କୁ ମୋବାଇଲ୍ ଫୋନରେ ପେଟିଏମ୍ ଆପ୍ ଡାଉନଲୋଡ୍ କରିବାକୁ ପଡିବ
>> ଏହା ପରେ ଆପଣଙ୍କ ଗ୍ୟାସ୍ ଏଜେନ୍ସି ସହିତ ସିଲିଣ୍ଡର ବୁକିଂ କରିବାକୁ ପଡିବ
>> ଏଥିପାଇଁ Paytm ଆପରେ Show more ଯାଇ କ୍ଲିକ୍ କରନ୍ତୁ
>> ବର୍ତ୍ତମାନ Recharge and Pay Bills ଉପରେ କ୍ଲିକ୍ କରନ୍ତୁ
>> ଏହା ପରେ ଆପଣଙ୍କୁ book a cylinder ବିକଳ୍ପ ଦେଖିବେ
>> ଏଠାକୁ ଯାଇ ଆପଣଙ୍କର ଗ୍ୟାସ୍ ପ୍ରଦାନକାରୀ ଚୟନ କରନ୍ତୁ
>> ବୁକିଂ କରିବା ପୂର୍ବରୁ ଆପଣଙ୍କୁ FIRSTLPG ର ପ୍ରୋମୋ କୋଡ୍ ଏଣ୍ଟ୍ରି କରିବାକୁ ପଡିବ
>> ବୁକିଂର ୨୪ ଘଣ୍ଟା ମଧ୍ୟରେ ଆପଣ କ୍ୟାସବ୍ୟାକ୍ ର ଏକ ସ୍କ୍ରାଚ୍ କାର୍ଡ ପାଇବେ
>> ଏହି ସ୍କ୍ରାଚ୍ କାର୍ଡକୁ ୭ଦିନ ମଧ୍ୟରେ ବ୍ୟବହାର କରିବାକୁ ପଡିବ
Published by: Jagdish Barik
First published: April 4, 2021, 1:01 PM IST