ବାଦାମ ତେଲ: ସ୍ଵାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ Hamdard Roghan Badam Shirin ଭଲ ଫଳ ଦିଏ

ଏହି ବାଦାମ ତେଲ ୧୦୦% ଶୁଦ୍ଧ ମିଠା ବାଦାମର ଏକ ଅନନ୍ୟ ୟୁନାନି ସୂତ୍ର। ଏକ ଉଚ୍ଚ ମାନର ତେଲ ଭାବରେ ଏହା ଆପଣଙ୍କୁ ଭିଟାମିନ୍ ଇ, ଭିଟାମିନ୍ ଏ, ଜିଙ୍କ ଓ ମେଗା-୩ ଫ୍ୟାଟି ଏସିଡର ସବୁ ପ୍ରାକୃତିକ ଲାଭ ଦେଇଥାଏ ।

ବାଦାମ ତେଲ: ସ୍ଵାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ Hamdard Roghan Badam Shirin ଭଲ ଫଳ ଦିଏ
Photo by Louis Hansel @shotsoflouis on Unsplash
  • News18 Odia
  • Last Updated: December 18, 2020, 6:35 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବର୍ଷ ବର୍ଷ ଧରି ଆମ ମାଆମାନେ ବାଦାମର ଅନେକ ଉପକାରକୁ ବୁଝିଛନ୍ତି । ବାସ୍ତବରେ ଆମ ସମସ୍ତଙ୍କର ବୋଧହୁଏ ମନେ ଥିବ ଯେ ଆମ ମା' ଓ ଜେଜେମା’ମାନେ କେମିତି ରାତିରେ ବାଦାମକୁ ଭିଜାଇ ରଖି ପର ଦିନ ସକାଳେ ଆମକୁ ଚୋପା ଛଡ଼ାଇ ଦିଅନ୍ତି ।

ଆଜି ଆମର ତ୍ଵଚା, କେଶ ଏବଂ ସମଗ୍ର ସ୍ୱାସ୍ଥ୍ୟ ନିରନ୍ତର ଭାବରେ ଚାପରେ ଥିବା ପରି ମନେ ହେଉଛି। ଆମେ ନିଜର ଦୁର୍ବଳ କେଶ ଏବଂ ଶ୍ୟାମଳ ବର୍ଣ୍ଣ ପାଇଁ ଅତ୍ୟଧିକ ମାତ୍ରାରେ ଚାପରେ ଥିବା ଭଳି ଅନୁଭବ କରୁ। ତଥାପି ଆମେ ସବୁବେଳେ ସବୁଠାରୁ ଭଲ ଦେଖାଯିବାକୁ ଆଶା କରୁ। ଯଦି ଆମେ ଆପଣଙ୍କୁ କହୁ ଯେ ଯୌବନ ଏବଂ ଉଜ୍ଜ୍ୱଳ ତ୍ଵଚା ପାଇବା ଏବଂ ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଏବଂ ଏକ ବହୁମୁଖୀ ଉତ୍ପାଦରୁ ଅଧିକ କିଛି ଆଶା କରିବା ପାଇଁ ଏକ ଉପାୟ ଅଛି, ତେବେ ଆପଣ କଣ ଅନୁଭବ କରିବେ?

Photo by Louis Hansel @shotsoflouis on Unsplash

Hamdard ର Rogan Badam Shirin ୧୦୦% ଶୁଦ୍ଧ ମିଠା ବାଦାମର ଏକ ଅନନ୍ୟ ୟୁନାନି ସୂତ୍ର। ଏକ ଉଚ୍ଚ ମାନର ତେଲ ଭାବରେ ଏହା ଆପଣଙ୍କୁ ଭିଟାମିନ୍ ଇ, ଭିଟାମିନ୍ ଏ, ଜିଙ୍କ ଓ ମେଗା-୩ ଫ୍ୟାଟି ଏସିଡର ସବୁ ପ୍ରାକୃତିକ ଲାଭ ଦେଇଥାଏ । ଏହି ଗୋଟିଏ ଉତ୍ପାଦ ମସ୍ତିଷ୍କ ଏବଂ ଆପଣଙ୍କର ହାଡକୁ ମଜବୁତ କରିପାରେ, ଥକ୍କାପଣକୁ ଦୂର କରିପାରେ, ଆପଣଙ୍କୁ ଭଲ ଭାବରେ ଶୋଇବାରେ ସାହାଯ୍ୟ କରିଥାଏ ଏବଂ ଏପରିକି ଶକ୍ତି ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ। ଏହା ବ୍ୟତୀତ ତ୍ଵଚାର ଯତ୍ନ, କେଶର ଯତ୍ନ ଏବଂ ରାନ୍ଧିବାରେ ଏହାର ସମ୍ପୂର୍ଣ୍ଣ ପରିସର ଅଛି ଯାହା ସିଷ୍ଟମରେ ଉତ୍ତମ ଏବଂ ବ୍ୟବହାର ପାଇଁ ସହଜ ହୋଇଥାଏ।

Photo by Louis Hansel @shotsoflouis on Unsplash


ଆପଣଙ୍କ ତ୍ଵଚା ନଖ ସୌନ୍ଦର୍ଯ୍ୟ ରକ୍ଷା

ଡୀପ୍ ମଶ୍ଚରାଇଜିଙ୍ଗ୍, ଏହି ହାଲୁକା ଏବଂ ତେଲିଆ ନଥିବା ବାଦାମ ତେଲ ଶୀତ ଶୁଷ୍କ ଶୀତ ଋତୁର ପାଗ ସହିତ ଲଢି ତ୍ଵଚାକୁ କୋମଳ ଏବଂ ନରମ କରିଥାଏ। ଏହାକୁ ନିଜର ପ୍ରାଥମିକ ମଶ୍ଚରାଇଜର ଭାବରେ କିମ୍ବା ନିଜ ଚେହେରା ଏବଂ ଶରୀରରେ ଏକ ମସାଜ୍ ତେଲ ଭାବରେ ବ୍ୟବହାର କରନ୍ତୁ। ଏପରିକି ଶୁଖିଲା କାନ୍ଧ, ଗୋଇଠି ଏବଂ ଆଣ୍ଠୁରେ ମଧ୍ୟ ଏହି ତେଲକୁ ପ୍ରତିଦିନ ବ୍ୟବହାର କରିବା ଦ୍ୱାରା ଆପଣ ଉପକୃତ ହେବେ। 100% ଖାଣ୍ଟି ବାଦାମ ତେଲ, Rogan Badam Shirin ମଧ୍ୟ ପ୍ରତିଦିନ ଶିଶୁ ମାନଙ୍କର ମାଲିସ ପାଇଁ ବହୁତ ଭଲ ଅଟେ କାରଣ ଏହା ଆର୍ଦ୍ରତା ଏବଂ ସହଜରେ ଅବଶୋଷିତ ହୋଇଥାଏ। ବର୍ତ୍ତମାନ ଆପଣ ମଧ୍ୟ ଚମକୁଥିବା ତ୍ଵଚା ପାଇପାରିବେ!

କେବଳ ଏତିକି ନୁହେଁ, ଆପଣ ପ୍ରତି ଦିନ ରାତିରେ ଶୋଇବା ପୂର୍ବରୁ ଏହି ତେଲର କିଛି ଅଂଶକୁ ଆଙ୍ଗୁଠି ଏବଂ ହାତରେ ମାଲିସ୍ କରି ଭଙ୍ଗା ନଖ ଏବଂ ଶୁଖିଯାଉଥିବା ମୃତ ଚର୍ମକୁ ଠିକ କରିପାରିବେ। ସମୟ ସହିତ, ଆପଣ ଅଧିକ ଶକ୍ତିଶାଳୀ ନଖ ଏବଂ ପୁଷ୍ଟିକର ଚର୍ମ ଦେଖିପାରିବେ। ନିୟମିତ ଭାବରେ ବ୍ୟବହାର କରିବା ଦ୍ଵାରା ଷ୍ଟ୍ରେଚ୍ ମାର୍କକୁ ଅଟକାଇବା ପାଇଁ ମଧ୍ୟ ଏହା ଜଣାଶୁଣା।

କେଶ ପାଇଁ ଏଭଳି ସୁରକ୍ଷା ଆଉ କେଉଁଠି ପାଇବେ ନାହିଁ

ବର୍ଷ ସାରା ଜ୍ୱଳନ୍ତ ସୂର୍ଯ୍ୟ କିମ୍ବା ଆର୍ଦ୍ରତା ପୂର୍ଣ୍ଣ ଶୀତ ଦିନ ଆମ ଆମ କେଶ ଉପରେ ପ୍ରହାର କରେ। କେବଳ Roghan Badam Shirin ଆପଣଙ୍କର ମସ୍ତିସ୍କର ତ୍ୱଚାକୁ ପୁଷ୍ଟିକର କରି ଠିକ କରିବା ପାଇଁ ନୁହେଁ, ବରଂ ତା ସହିତ କେଶ ଝଡ଼ିବା ପାଇଁ ମଧ୍ୟ ଚମତ୍କାର ଉପାୟରେ କାମ କରେ। ଆପଣଙ୍କ କେଶ ଯେତେ ଲମ୍ବା ହେଉନା କାହିଁକି, ସପ୍ତାହରେ ଦୁଇଥର ଗରମ ତେଲରେ ମୁଣ୍ଡକୁ ମାଲିସ କରିବା ଦ୍ଵାରା ଏକ ବଡ଼ ପରିବର୍ତ୍ତନ ହୋଇପାରେ। ଏହାକୁ ନିୟମିତ ଭାବରେ ବ୍ୟବହାର କରନ୍ତୁ ଏବଂ ଆପଣ ଯେକୌଣସି ମଧ୍ୟ ସମୟରେ ଯଥେଷ୍ଟ ନରମ ଏବଂ ଅଧିକ ପରିଚାଳନାଯୋଗ୍ୟ କେଶକୁ ଦେଖିପାରିବେ।

ଅତୁଳନୀୟ ସ୍ୱାସ୍ଥ୍ୟ ଲାଭ କରନ୍ତୁ

କଣ ଆପଣ ଜାଣିଛନ୍ତି ଯେ ଏକ ଟେବୁଲ ଚାମଚ ବାଦାମ ତେଲରେ ଭିଟାମିନ୍ ଇ ର ଦୈନିକ ସେବନର 26% ଅଛି? କିନ୍ତୁ ତାହା ହିଁ ସବୁ କିଛି ନୁହେଁ, ଏଥିରେ ଅଳ୍ପ ପରିମାଣର ଭିଟାମିନ୍ କେ ମଧ୍ୟ ଅଛି ଏବଂ ଏହା ଆପଣଙ୍କ ହାଡକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ମଧ୍ୟ ଜଣାଶୁଣା। ବାସ୍ତବରେ, ମଧୁର ବାଦାମ ତେଲକୁ ଅନେକ ସ୍ୱାସ୍ଥ୍ୟ ଲାଭ, ଅର୍ଥାତ ଯେପରିକି ଆପଣଙ୍କର ହୃଦରୋଗର ଆଶଙ୍କାକୁ କମ କରିବା, ଓଜନ କମ କରିବାରେ ସାହାଯ୍ୟ କରିବା ଏବଂ ରକ୍ତରେ ଶର୍କରା ସ୍ତରକୁ ସ୍ଥିର କରିବା ଇତ୍ୟାଦି ସହିତ ଯୋଡ଼ାଯାଇଛି। ଯଦି ଆପଣ ଜଣେ ପିଲା, ତେବେ ଆପଣ ଏହି ବାଦାମ ତେଲର 5-10 ବୁନ୍ଦାକୁ ଗରମ କ୍ଷୀରରେ ମିଶାଇ ଶୋଇବା ପୂର୍ବରୁ କିମ୍ବା ଜଳଖିଆ ଖାଇବା ସମୟରେ ସେବନ କରି ଆରମ୍ଭ କରିପାରିବେ। ଏହାର ନିରନ୍ତର ବ୍ୟବହାର ମସ୍ତିଷ୍କ ଏବଂ ସ୍ନାୟୁକୁ ମଜବୁତ କରିବ ଏବଂ ଆପଣଙ୍କ ଅନ୍ତନଳୀକୁ ସଠିକ୍ ଭାବରେ କାର୍ଯ୍ୟ କରିବାରେ ସାହାଯ୍ୟ କରିବ।

Photo by Louis Hansel @shotsoflouis on Unsplash


ରୋଷେଇରେ ଏହାକୁ ବ୍ୟବହାର କରନ୍ତୁ

ଏକ ମୃଦୁ, ପୁଷ୍ଟିକର ସ୍ଵାଦଯୁକ୍ତ ତେଲ Roghan Badam Shirin ଏକ ପରିସ୍କୃତ ତେଲ ଭାବରେ ଅନେକ ଖାଦ୍ୟ ବ୍ୟଞ୍ଜନକୁ ଅତି ଉତ୍କୃଷ୍ଟ କରିଥାଏ। ଆପଣ ଏକ ସୁସ୍ୱାଦୁ ସାଲାଡ୍ ଡ୍ରେସିଂ ପ୍ରସ୍ତୁତ କରିପାରିବେ, ସୁସ୍ଥ ଚର୍ବି ବଢାଇବା ପାଇଁ ଆପଣଙ୍କ ଭାତ କିମ୍ବା ପାସ୍ତାରେ ଅଳ୍ପ ମିଶାଇ ପାରିବେ କିମ୍ବା ଏହାକୁ ଏକ ସୁସ୍ଵାଦୁ ସ୍ୱାଦଯୁକ୍ତ କରିବା ପାଇଁ ଏକ ସାଇଡ୍ ଡିସ୍ ଉପରେ ଏହାର କିଛି ବୁନ୍ଦା ପକାଇପାରିବେ।

ଆପଣ ଏହି ବହୁମୁଖୀ ମିଠା ବାଦାମ ତେଲ ବ୍ୟବହାର କରିବାକୁ କିଭଳି ନିଷ୍ପତ୍ତି ନେଲେ, ତାହା ପାଇଁ କିଛି କଥା ନାହିଁ, ଏହା ସ୍ପଷ୍ଟ ଯେ ଏହା ଏକ ସର୍ବଦଳୀୟ ବିଜେତା।

ଏଠାରେ କ୍ଲିକ୍ କରି ଏହାକୁ ଅର୍ଡର କରନ୍ତୁ ଏବଂ ନିଜେ ବ୍ୟବହାର କରନ୍ତୁ!
Published by: Anand Shankar Thankur Das
First published: December 18, 2020, 6:35 PM IST
corona virus btn
corona virus btn
Loading