ଜେଲ ଯିବେ ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ର
- News18 Odia
- Last Updated :
- Odisha (Orissa)
News18 Odia Digital
କଟକ: ପାରାଦ୍ବୀପ ପୋର୍ଟ ଲାଞ୍ଚ କାରବାର ମାମଲାରେ ଶିଳ୍ପପତି ମହିମା ମିଶ୍ରଙ୍କ ସାନ ପୁଅ ଚର୍ଚ୍ଚିତ ମିଶ୍ର ଓ ତାଙ୍କର ଦୁଇ ସହଯୋଗୀଙ୍କ ଜାମିନ ଆବେଦନ ଖାରଜ ହୋଇଛି। କେବଳ ବିଲ୍ଡର ଶିଶିର ଦାସଙ୍କୁ ମିଳିଲା ଜାମିନ। ସିବିଆଇ ପକ୍ଷରୁ ରିମାଣ୍ଡ ଆବେଦନକୁ ମଧ୍ୟ ଖାରଜ କଲେ ସ୍ୱତନ୍ତ୍ର ସିବିଆଇ କୋର୍ଟ।
ବୁଧବାରଠୁ ଜେଲ ଯିବେ ଚର୍ଚ୍ଚିତ ଓ KCTଗ୍ରୁପର ଦେବପ୍ରିୟ ମହାନ୍ତି ଓ ସୁମନ୍ତ ରାଉତ। ପାରାଦ୍ବୀପ ପୋର୍ଟ କନଭେୟର ଦୁର୍ନୀତି ମାମଲାରେ ଗିରଫ ୭ ଜଣଙ୍କ ମଧ୍ୟରୁ ୬ ଜଣ ବିଚାର ବିଭାଗୀୟ ହାଜତକୁ ଯିବେ। ଏହା ସହ ସିଵିଆଇର ଭଏସ ଟେଷ୍ଟ ପାଇଁ ହୋଇଥିବା ଆବେଦନକୁ ମଧ୍ୟ ଖାରଜ କଲେ କୋର୍ଟ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।