News18 Odia Digital
OSSSC Recruitment: ବର୍ତ୍ତମାନ ସମୟରେ ଚାକିରି ଟିଏ ମିଳିବା ବହୁତ କଷ୍ଟ ତେଣୁ ଏହି ସମୟରେ ଚାକିରି ଖୋଜୁଥିବା ସମସ୍ତ ଯୁବକ ଯୁବତୀଙ୍କ ପାଇଁ ଏକ ଖୁସି ଖବର ଆସି ପହଞ୍ଚିଛି।
ଓଡ଼ିଶା ସବ-ଅର୍ଡିନେଟ ଷ୍ଟାଫ୍ ସିଲେକ୍ସନ କମିଶନ (OSSSC) ତରଫରୁ ଅନେକ ପଦ ପାଇଁ ନିଯୁକ୍ତି ସୁଯୋଗ ଆସିଛି। ଓଏସଏସଏସସି ପକ୍ଷରୁ ୨୭୫୩ଟି ପଦ ପାଇଁ ବିଜ୍ଞାପନ ପ୍ରକାଶ ପାଇଛି। ମିଳିଥିବା ସୂଚନା ଅନୁସାରେ ପ୍ରାର୍ଥୀଙ୍କୁ ମଲ୍ଟି ପରପୋଜ ହେଲଥ ୱାର୍କର (ଏମପିଏଚଡବ୍ଲ୍ୟୁ) ବା ଏନଏମ ଷ୍ଟାଫ ନର୍ସ ଭାବେ ନିଯୁକ୍ତି ଦିଆଯିବ।
ଏନେଇ ଓଏସଏସଏସସି ଅଫିସିଆଲ ୱେବସାଇଟ https://www.osssc.gov.in/ ପୋର୍ଟାଲରେ ଆପଣ ବିସ୍ତୃତ ସୂଚନା ପାଇପାରିବେ।
କେବେ ହେବ ପରୀକ୍ଷା:
ବିଜ୍ଞାପନ ସୂଚନା ଅନୁଯାୟୀ, ୨୭୫୩ ମଲ୍ଟି ପରପୋଜ ହେଲ୍ଥ ୱାର୍କର ପଦ ପୂରଣ କରିବାକୁ ଆୟୋଗ ବର୍ତ୍ତମାନ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନ ଆରମ୍ଭ କରିଛି। ଏହା ମଧ୍ୟ ଜୁନ ୨୦୨୩ରେ ଜୁନିଅର ଆସିଷ୍ଟାଣ୍ଟର ୪୯୪୨ ପଦବୀ ଏବଂ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (PEO) ର ୨୨୯୭ ପଦବୀ ପାଇଁ ଲିଖିତ ପରୀକ୍ଷା ପରିଚାଳନା କରିବ।
ନିଯୁକ୍ତି କ୍ୟାଲେଣ୍ଡର ଅନୁଯାୟୀ, ରେଭିନ୍ୟୁ ଇନ୍ସପେକ୍ଟର (RI), ଏବଂ ଆସିଷ୍ଟାଣ୍ଟ ରେଭିନ୍ୟୁ ଇନ୍ସପେକ୍ଟର (ARI) ଠାରୁ ଫରେଷ୍ଟର ଏବଂ ଷ୍ଟାଟିଷ୍ଟିକାଲ୍ ଫିଲ୍ଡ ସର୍ଭେର୍ ପର୍ଯ୍ୟନ୍ତ ୧୧୦୪୧ଟି ପଦବୀ ପୂରଣ ହେବ।
ପଦବୀ:୧. ମଲ୍ଟି ପରପୋଜ ହେଲ୍ଥ ୱାର୍କର(ମହିଳା):୨୭୫୩ ପୋଷ୍ଟ।
୨. ଆବେଦନ କରିବାର ଶେଷ ତାରିଖ: ୩୦.୦୫.୨୦୨୩।
୩. -ଫାର୍ମାସିଷ୍ଟ:୧୦୦୨ ପୋଷ୍ଟ।
୪. ସରକାରୀ ବିଜ୍ଞପ୍ତିର ମେ ମାସରେ ପ୍ରକାଶ ପାଇପାରେ ବୋଲି ଆଶା କରାଯାଉଛି।
୬. -ମଲ୍ଟି ପରପୋଜ ହେଲଥ ୱାର୍କର(ପୁରୁଷ):୧୪୫୧ ପୋଷ୍ଟ
ସରକାରୀ ବିଜ୍ଞପ୍ତିର ମେ ମାସ ରେ ପ୍ରକାଶ ପାଇପାରେ ବୋଲି ଆଶା କରାଯାଉଛି।
୭. -ଲାବୋରେଟୋରୀ ଟେକ୍ନିସିଆନ୍: ୯୨୧ପୋଷ୍ଟ
ସରକାରୀ ବିଜ୍ଞପ୍ତିର ଜୁନ ମାସ ରେ ପ୍ରକାଶ ପାଇପାରେ ବୋଲି ଆଶା କରାଯାଉଛି।
୮. ରେଡିଓଗ୍ରାଫର୍: ୩୭୮ ପୋଷ୍ଟ।
୯. ସରକାରୀ ବିଜ୍ଞପ୍ତିର ଜୁନ ମାସ ରେ ପ୍ରକାଶ ପାଇପାରେ ବୋଲି ଆଶା କରାଯାଉଛି।
୧୦. ପଶୁ ନିରୀକ୍ଷକ: ୭୧୯ ପୋଷ୍ଟ
୧୧. ସରକାରୀ ବିଜ୍ଞପ୍ତିର ଅଗଷ୍ଟ ମାସ ରେ ପ୍ରକାଶ ପାଇପାରେ ବୋଲି ଆଶା କରାଯାଉଛି।
୧୨. ICDS ସୁପରଭାଇଜର : ୨୫୮ ପୋଷ୍ଟ
୧୩. ସରକାରୀ ବିଜ୍ଞପ୍ତିର ଜୁଲାଇ ମାସ ରେ ପ୍ରକାଶ ପାଇପାରେ ବୋଲି ଆଶା କରାଯାଉଛି।
୧୪. ରାଜସ୍ୱ ନିରୀକ୍ଷକ:୫୬୨ ପୋଷ୍ଟ।
୧୫. ସରକାରୀ ବିଜ୍ଞପ୍ତିର ଜୁଲାଇ ମାସ ରେ ପ୍ରକାଶ ପାଇପାରେ ବୋଲି ଆଶା କରାଯାଉଛି।
୧୬. ସହକାରୀ ରାଜସ୍ୱ ନିରୀକ୍ଷକ:୮୩୯ପୋଷ୍ଟ।
୧୭. ସରକାରୀ ବିଜ୍ଞପ୍ତିର ଜୁଲାଇ ମାସ ରେ ପ୍ରକାଶ ପାଇପାରେ ବୋଲି ଆଶା କରାଯାଉଛି।
୧୮. ଅମିନ:୬୮୬ ପୋଷ୍ଟ।
୧୯. ସରକାରୀ ବିଜ୍ଞପ୍ତିର ଜୁଲାଇ ମାସରେ ପ୍ରକାଶ ପାଇପାରେ ବୋଲି ଆଶା କରାଯାଉଛି।
୨୦. ଷ୍ଟାଟିଷ୍ଟିକାଲ ଫିଲ୍ଡ ସର୍ଭେୟର : ୨୫୮ପୋଷ୍ଟ
୨୧. ସରକାରୀ ବିଜ୍ଞପ୍ତିର ଜୁଲାଇ ମାସ ରେ ପ୍ରକାଶ ପାଇପାରେ ବୋଲି ଆଶା କରାଯାଉଛି।
୨୨. ଫରେଷ୍ଟ ଗାର୍ଡ :୮୦୨ ପୋଷ୍ଟ।
୨୩. ସରକାରୀ ବିଜ୍ଞପ୍ତିର ଅଗଷ୍ଟ ମାସ ରେ ପ୍ରକାଶ ପାଇପାରେ ବୋଲି ଆଶା କରାଯାଉଛି।
୨୪. ଫରେଷ୍ଟର :୩୧୬ ପୋଷ୍ଟ
୨୫. ସରକାରୀ ବିଜ୍ଞପ୍ତିର ଅଗଷ୍ଟ ମାସ ରେ ପ୍ରକାଶ ପାଇପାରେ ବୋଲି ଆଶା କରାଯାଉଛି।
୨୬. -HEW :୯୪ ପୋଷ୍ଟ
ପଢ଼ନ୍ତୁ ଏହି ଖବର: Awas Yojana: ଖୁବ୍ ଶୀଘ୍ର ବଣ୍ଟାଯିବ ରାଜ୍ୟକୁ ଆସିଥିବା ୯ ଲକ୍ଷ ଆବାସ ଘର; ଲାଭ ପାଇବେ ଏହି ଲୋକ୨୭. ସରକାରୀ ବିଜ୍ଞପ୍ତିର ଶୀଘ୍ର ପ୍ରକାଶ ପାଇପାରେ ବୋଲି ଆଶା କରାଯାଉଛି। ଅଧିକ ସୂଚନା ପାଇଁ ଓଏସଏସଏସସି ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।