News18 Odia Digital
Odisha Goverment: ଆପଣ ପାଠପଢି ଘରେ ବସିଛନ୍ତି କି ? ରୋଜଗାର କରିବାକୁ ଚାହୁଁଛନ୍ତି କି ? ତେବେ ସରକାରୀ ଚାକିରି ଖୋଜୁଥିବା ସମସ୍ତ ଚାକିରି ଆଶାୟୀଙ୍କ ( Goverment Job ) ପାଇଁ ଏକ ବଡ଼ ଖୁସି ଖବର ଆସିଛି । ଓଡ଼ିଶା ସରକାରଙ୍କ ( Odisha Goverment ) ତରଫରୁ ଏକ ବଢ଼ିଆ ନିଯୁକ୍ତି ( Recruitment 2023 ) ସୁଯୋଗ ଆସିଛି । ଦଶମ ଓ ଦ୍ୱାଦଶ ପାସ କରିଥିଲେ ପ୍ରାର୍ଥୀମାନେ ଏହି ଚାକିରି ( Job ) ପାଇପାରିବେ । ଯୋଗ୍ୟ ପ୍ରାର୍ଥୀଙ୍କୁ ରାଜ୍ୟର ବିଭିନ୍ନ ସ୍ଥାନରେ ନିଯୁକ୍ତି ଦିଆଯିବ ( Recruitment 2023 ) । ପ୍ରାର୍ଥୀମାନେ ସିଆରପି ସିଏମ, ମାଷ୍ଟର ବୁକ୍ କିପିଂ ଓ ବ୍ୟାଙ୍କ ମିତ୍ର ପଦରେ ନିଯୁକ୍ତି ( Recruitment 2023 ) ପାଇ ପାରିବେ ।
ତେବେ ଏଥିପାଇଁ ପ୍ରାର୍ଥୀଙ୍କୁ ଆସନ୍ତା ୧୫ ତାରିଖ ସୁଦ୍ଧା ଆବେଦନ ( Apply ) କରିବାକୁ ପଡ଼ିବ । ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ଯୋଗ୍ୟତା ୧୮ ବର୍ଷ ରହିଥିବା ବେଳେ ବୟସ କୋହଳ ନିୟମ ଅନୁଯାୟୀ ନିର୍ଦ୍ଧାରଣ କରାଯିବ । ସିଆରପି ସିଏମ ( Naveen Patnaik ) ପାଇଁ ୧୨୨ଟି, ମାଷ୍ଟର ବୁକ୍ କିପଂ ପାଇଁ ୧୭ଟି ଓ ବ୍ୟାଙ୍କ ମିତ୍ର ପାଇଁ ୩ଟି ପଦ ଖାଲି ରହିଛି । ଉଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ଅଫିସିଆଲ ୱେବସାଇଟ୍ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ଜାଣିପାରିବେ ।
ଅଫିସିଆଲ ନୋଟିଫିକେସନ୍ ଲିଙ୍କ୍ ୨୦୨୩ଆବେଦନ କରିବାର ଲିଙ୍କ୍ ୨୦୨୩ପଢନ୍ତୁ ଏହି ଖବର :
Vastu Tips: ଘର ଆଗରେ ଲଗାନ୍ତୁ ଏହି ଗଛ... ମିଳିବ ଲକ୍ଷାଧିକ ଟଙ୍କା !ପଢନ୍ତୁ ଏହି ଖବର :
ପୋଲିସ ଦ୍ବାରା ଗିରଫ ପରେ ତୁମର ୫ ଅଧିକାର କ’ଣ ଜାଣନ୍ତୁ... ଯାହା ଦ୍ବାରା ପାଇପାରିବେ ସାହାଯ୍ୟସମସ୍ତ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ଙ୍କୁ ବଡ଼ସାହି ବ୍ଲକର ବିରେଶ୍ୱରପୁର, ନାଉପଲ, ଗୁଡ଼ିଆବନ୍ଧ, ସିଆଲଘାଟି, ଯଦୁନାଥପୁର, ପ୍ରତାପପୁର, ଶଙ୍ଖେରକୋ, ଶାଳଗାଁ, ଭୀମଦା, କୋଚିଲାଖୁଣ୍ଟା, ଟାଙ୍ଗୋସୋଲେ ଜିପିଏଲଏଫମାନଙ୍କରେ ନିଯୁକ୍ତି ଦିଆଯିବ । ପ୍ରାର୍ଥୀ ଜଣେ ମହିଳା ହୋଇଥିବା ସହ ସ୍ୱୟଂ ସହାୟିକା ଗ୍ରୁପ (SHG) ସଦସ୍ୟା ହୋଇଥିବା ନିହାତି ଆବଶ୍ୟକ । ସେ ଓଡ଼ିଆ ଭାଷାରେ ଲେଖିବା ଓ ପଢ଼ିପାରୁ ଥିବା ନିହାତି ଦରକାର ।
ପଢନ୍ତୁ ଏହି ଖବର :
Bajaj Finance: ଗ୍ରାହକଙ୍କ ପାଇଁ ଖୁସି ଖବର ଆଣିଲା ବଜାଜ୍ ଫାଇନାନ୍ସ; କଲା ବଡ଼ ଘୋଷଣା... ଜାଣନ୍ତୁ କଣପଢନ୍ତୁ ଏହି ଖବର:
Dark Circles: ଆପଣଙ୍କ ଆଖି ତଳ କଳା ଦାଗ ପଡିଛି କି ? ଆପଣାନ୍ତୁ ଖାଲି ଏହି ଉପାୟ...ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।