#ଏକାଠି_ଖାଇଲେ_ନବୀନ_ଦ୍ରୌପଦୀ
ନିମନ୍ତ୍ରଣ ଗ୍ରହଣ କରି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟାହ୍ନ ଭୋଜନ କଲେ NDAର ରାଷ୍ଟ୍ରପତି ପାର୍ଥୀ ଦ୍ରୌପଦୀ ମୁର୍ମୁ...
ଦେଖନ୍ତୁ ଦୃଶ୍ୟ...@Naveen_Odisha @draupadimurmupr #PresidentialElections2022 pic.twitter.com/7aZw2JeW0J
— News18 Odia (@News18Odia) July 8, 2022
#ନବୀନ_ନିବାସରେ_ମଧ୍ୟାହ୍ନ_ଭୋଜନ_କଲେ_ଦ୍ରୌପଦୀ
ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟାହ୍ନ ଭୋଜନ କଲେ ଦ୍ରୌପଦୀ ମୁର୍ମୁ
କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ୍ ଓ ସାଂସଦ ପିନାକୀ ମିଶ୍ର ମଧ୍ୟ ସାଙ୍ଗରେ କଲେ ମଧ୍ୟାହ୍ନ ଭୋଜନ #Odisha #Droupadi_Murmu @OfPinaki @OfficeOfGSS pic.twitter.com/9jms4eT4RU
— News18 Odia (@News18Odia) July 8, 2022
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।