Moneycontrol Pro ଆର୍ଥିକ ସ୍ୱାଧୀନତା ଅଫର୍: ତୁରନ୍ତ ପାଆନ୍ତୁ ୧୫୦୦୦ ଟଙ୍କା ପର୍ଯ୍ୟନ୍ତ ବେନିଫିଟ୍

ଅଗଷ୍ଟ ମାସରେ ସାଇନ୍-ଅପ୍ କରୁଥିବା ଉପଭୋକ୍ତାମାନେ ମଧ୍ୟ ଏହି ଅଫରର ଲାଭ ପାଇପାରିବେ । ଆପଣ ପ୍ରତି ଦିନ କେବଳ ଗୋଟିଏ ଟଙ୍କା ଖର୍ଚ୍ଚ କରି ମନି କଣ୍ଟ୍ରୋଲ୍ ପ୍ରୋକୁ ସବସ୍କ୍ରାଇବ୍ କରିପାରିବେ । ଅର୍ଥାତ୍ ଗୋଟିଏ ବର୍ଷ ପାଇଁ ମାତ୍ର ୩୬୫ ଟଙ୍କା ଖର୍ଚ୍ଚ ହେବ।

Moneycontrol Pro ଆର୍ଥିକ ସ୍ୱାଧୀନତା ଅଫର୍: ତୁରନ୍ତ ପାଆନ୍ତୁ ୧୫୦୦୦ ଟଙ୍କା ପର୍ଯ୍ୟନ୍ତ ବେନିଫିଟ୍
‘ମନି କଣ୍ଟ୍ରୋଲ୍ ପ୍ରୋ’ର ଆର୍ଥିକ ସ୍ୱାଧୀନତାର ମାସ ଅଫର୍
  • News18 Odia
  • Last Updated: August 6, 2020, 9:32 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ‘ମନି କଣ୍ଟ୍ରୋଲ୍ ପ୍ରୋ’ (Moneycontrol Pro) ଅଗଷ୍ଟ ୨୦୨୦କୁ ଆର୍ଥିକ ସ୍ୱାଧୀନତାର ମାସ ଭାବରେ ପାଳନ କରୁଛି । ଏହା ନିଜ ଉପଭୋକ୍ତାମାନଙ୍କ ପାଇଁ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ କଣ୍ଟେଣ୍ଟ୍‌ (ବିଷୟବସ୍ତୁ) ଓ ଆକର୍ଷଣୀୟ ଅଫର ଆଣିଛି । ପ୍ରୋ ସହିତ ଉପଭୋକ୍ତାମାନେ ନିଜ ଆର୍ଥିକ ସ୍ୱାଧୀନତା ହାସଲ କରିପାରିବେ । ଏହି ଅଫରର ଲାଭ ଉଠାଇବାକୁ ଏଠାରେ www.moneycontrol.com/promos/pro.php କ୍ଲିକ୍ କରନ୍ତୁ ।

ଅଗଷ୍ଟରେ ସାଇନ୍-ଅପ୍ କରୁଥିବା ଉପଭୋକ୍ତାମାନେ ମଧ୍ୟ ଏହି ଅଫରର ଲାଭ ପାଇପାରିବେ । ଆପଣ ପ୍ରତି ଦିନ କେବଳ ଗୋଟିଏ ଟଙ୍କା ଖର୍ଚ୍ଚ କରି ମନି କଣ୍ଟ୍ରୋଲ୍ ପ୍ରୋକୁ ସବସ୍କ୍ରାଇବ୍‌ କରିପାରିବେ । ଅର୍ଥାତ୍ ଗୋଟିଏ ବର୍ଷ ପାଇଁ ମାତ୍ର ୩୬୫ ଟଙ୍କା ଖର୍ଚ୍ଚ ହେବ। ଆଣ୍ଡ୍ରଏଡ୍ ଆପ୍ କିମ୍ବା ମନି କଣ୍ଟ୍ରୋଲର ୱେବସାଇଟରେ ଏହି ଅଫର ପାଇବାକୁ କୁପନ୍ କୋଡ୍ FREEDOM365 ବ୍ୟବହାର କରନ୍ତୁ।

ଯେଉଁମାନେ ପ୍ରୋ ଷ୍ଟୋରୀ ବିଷୟରେ ଜାଣନ୍ତି ନାହିଁ ସେମାନଙ୍କୁ ଆମେ କହିଦେଉଁ ଯେ ‘ମନି କଣ୍ଟ୍ରୋଲ୍ ପ୍ରୋ’ ହେଉଛି ନେଟୱାର୍କ ୧୮ ଆଣ୍ଡ୍‌ ମିଡିଆ ଇନଭେଷ୍ଟମେଣ୍ଟ ଲିମିଟେଡର ଏକ ସବସ୍କ୍ରିପସନ୍ ଆଧାରିତ ଆର୍ଥିକ ଖବରର ପ୍ଲାଟଫର୍ମ । ଏହାର ବର୍ତ୍ତମାନ ପର୍ଯ୍ୟନ୍ତ ୨,୫୦,୦୦୦ ସକ୍ରିୟ ଗ୍ରାହକ ଅଛନ୍ତି । ୨୧ ଏପ୍ରିଲ ୨୦୧୯ରେ ଆରମ୍ଭ ହେବା ପରଠାରୁ ଏହା ସର୍ବବୃହତ ଓ ଦ୍ରୁତତମ ଗତିରେ ବୃଦ୍ଧି ପାଉଥିବା ସବସ୍କ୍ରିପସନ ପ୍ରୋଡ଼କ୍ଟ୍ ହୋଇପାରିଛି ।

‘ମନି କଣ୍ଟ୍ରୋଲ୍ ପ୍ରୋ’ର ଆର୍ଥିକ ସ୍ୱାଧୀନତାର ମାସ ଅଫର୍


ପ୍ରୋର ଏହି ବିଶେଷ ସେବା ନିଜର ପାଠକମାନଙ୍କ ପାଇଁ ନିର୍ଭରଯୋଗ୍ୟ, ଉତ୍କୃଷ୍ଟ ଅନୁସନ୍ଧାନ ଭିତ୍ତିକ, ଜ୍ଞାନବାନ ଆର୍ଥିକ ସୂଚନା ଓ ବିଶେଷଜ୍ଞଙ୍କ ବିଶ୍ଳେଷଣ ସହିତ ସୂଚନା ଯୋଗାଇଥାଏ। ମୁଖ୍ୟତଃ ଏହାର ଉଦ୍ଦେଶ୍ୟ ହେଉଛି ଏହାର ଗ୍ରାହକମାନଙ୍କୁ ସଠିକ୍ ସୂଚନା ପାଇବାରେ ସାହାଯ୍ୟ କରିବା, ଯାହା ଦ୍ୱାରା ସେମାନେ ଦ୍ରୁତ ଓ ସ୍ମାର୍ଟ ନିବେଶକ ହୋଇପାରନ୍ତି । ଏହି ବିଷୟକୁ ଧ୍ୟାନରେ ରଖି ଆମେ ଆର୍ଥିକ ସ୍ୱାଧୀନତା ପ୍ୟାକେଜ୍ ତିଆରି କରିଛୁ । ଏଗୁଡ଼ିକରେ ଏହି ସବୁ ଅନ୍ତର୍ଭୁକ୍ତ ରହିଛି:

୧. ପେଟିଏମ୍ ଫର୍ଷ୍ଟ୍‌ କର୍ପୋରେଟ୍ ପ୍ୟାକ୍: ୩ ମାସ ସମ୍ପୂର୍ଣ୍ଣ ଫ୍ରି ଆକ୍ସେସ୍

୨. ଟାଟା କ୍ଲିକ୍: ୧୦% ତତକ୍ଷଣାତ୍ ରିହାତି

୩. ଇଣ୍ଟରମାଇଲ୍ସ: ଏହି ଅଫର୍ ପାଇଁ ୩୬୫ ମାଇଲ୍ ପ୍ରତି ଉପଭୋକ୍ତା

୪. ଅମ୍ବରେଶ ବାଲିଗାଙ୍କ ଦ୍ୱାରା ଗେମ୍‌-ଚେଞ୍ଜର୍ସ: ୪୫ ଦିନ ପାଇଁ ଅମ୍ବରେଶ ବାଲିଗାଙ୍କ ତତକ୍ଷଣାତ୍ ମୁକ୍ତ ପରାମର୍ଶ

୫. ଇଣ୍ଡିଆ ଚାର୍ଟ: ୩ ମାସ ପାଇଁ ଇଣ୍ଡିଆ ଚାର୍ଟ ଇନସାଇଡରରେ ଫ୍ରି ଆକ୍ସେସ୍

୬. ପ୍ରଶାନ୍ତ ଶାହା: ପ୍ରଶାନ୍ତ ଶାହାଙ୍କ ଗେମ୍‌-ଚେଞ୍ଜରର ୪୫ ଦିନ ପାଇଁ ଫ୍ରି ଆକ୍ସେସ୍

୭. ଶୁଭମ୍ ଅଗ୍ରୱାଲ୍: ଶୁଭମ୍ ଅଗ୍ରୱାଲଙ୍କ ସ୍ୱତନ୍ତ୍ର ୱେବିନାର୍

ଅଫର ପାଇଁ ଏଠାରେ କ୍ଲିକ୍ କରନ୍ତୁ: www.moneycontrol.com/promos/pro.php
Published by: Anand Shankar Thankur Das
First published: August 6, 2020, 9:32 PM IST
corona virus btn
corona virus btn
Loading