Moneycontrol Pro 2020 Contest: ୧,୦୦୦ ବିଜେତାଙ୍କୁ ମିଳିବ ₹୪୦୦ର ଆମାଜନ ଭାଉଚ଼ର

୧,୦୦୦ ଭାଗ୍ୟଶାଳୀ ବିଜେତାଙ୍କୁ ୪୦୦ ଟଙ୍କାର ଆମାଜନ ଭାଉଚର ଜିତିବାର ସୁଯୋଗ ମିଳିବ । ପ୍ରତ୍ୟେକ ସପ୍ତାହରେ ବିଜେତାଙ୍କ ତାଲିକା ଘୋଷିତ ହେବ । ଜଣେ ଭାଗ୍ୟଶାଳୀ ବିଜେତା ୧ ଲକ୍ଷ ଟଙ୍କାର ମେଗା ପ୍ରାଇଜ୍ ଜିତିବାର ସୁଯୋଗ ବି ପାଇବେ ।

Moneycontrol Pro 2020 Contest: ୧,୦୦୦ ବିଜେତାଙ୍କୁ ମିଳିବ ₹୪୦୦ର ଆମାଜନ ଭାଉଚ଼ର
ମେଗା ପ୍ରାଇଜ୍ ବିଜେତାଙ୍କ ନାମ ଏପ୍ରିଲ ୧୦ ତାରିଖ ବା ତାହା ପୂର୍ବରୁ ପ୍ରକାଶ କରାଯିବ ।
  • News18 Odia
  • Last Updated: March 15, 2020, 12:49 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ‘ମନି କଣ୍ଟ୍ରୋଲ’ର ପ୍ରିମିୟମ ସବସ୍କ୍ରିପସନ୍ ସେବା ‘ମନି କଣ୍ଟ୍ରୋଲ ପ୍ରୋ’ ଗ୍ରାହକମାନଙ୍କୁ ଅର୍ଥ ନିବେଶର ଅଦ୍ୱିତୀୟ ଆଇଡିଆରେ ଭରା ଏକ ନିରବିଚ୍ଛିନ୍ନ ବିଜ୍ଞାପନମୁକ୍ତ ସେବାର ଅଫର ପ୍ରଦାନ କରୁଛି, ଯାହା ଦ୍ୱାରା ଏହାର ବ୍ୟବହାରକାରୀ ଉପଭୋକ୍ତାମାନଙ୍କୁ ଆର୍ଥିକ ନିଷ୍ପତ୍ତି ନେବାରେ ବହୁତ ସାହାଯ୍ୟ ମିଳିବ ।

‘ମନି କଣ୍ଟ୍ରୋଲ୍‌ ପ୍ରୋ’ର ଉପଭୋକ୍ତାମାନଙ୍କୁ ଭାରତୀୟ ଓ ବୈଶ୍ୱିକ ଆର୍ଥିକ ବଜାରର ବିଷୟରେ ସଠିକ ଓ ସବିଶେଷ ସୂଚନା ତଥା ବ୍ୟକ୍ତିଗତ କରାଯାଥିବା ସମ୍ବାଦ (personalised news) ମିଳିଥାଏ । ଏହାର ଗ୍ରାହକମାନେ ଅନ୍ତର୍ନିହିତ ସୂଚନା, ବିଭିନ୍ନ ପ୍ରକାରର ବୈଷୟିକ ବିଶ୍ଳେଷଣ ଓ ଟ୍ରେଣ୍ଡ୍‌ ସହିତ ସଫଳ ନିବେଶକଙ୍କ ଠାରୁ ଲାଭ ପାଇବାର ପ୍ଲାନ୍‌ ଓ ବଜାର ଉପରେ ଗୁରୁ ମନ୍ତ୍ର ପାଇଥାନ୍ତି ।

ଯଦି ଆପଣ ଏ ପର୍ଯ୍ୟନ୍ତ ‘ମନି କଣ୍ଟ୍ରୋଲ୍ ପ୍ରୋ’ର ଗ୍ରାହକ ହୋଇନାହାନ୍ତି, ତେବେ ଆପଣଙ୍କ ପାଇଁ ଗ୍ରାହକ ହେବାର ଏହା ଏକ ଉତ୍ତମ ସୁଯୋଗ । ଆପଣଙ୍କୁ ଏଥି ପାଇଁ କେବଳ ‘ମନି କଣ୍ଟ୍ରୋଲ୍ ପ୍ରୋ’ ପ୍ରତିଯୋଗିତାରେ ଭାଗ ନେବାକୁ ପଡ଼ିବ ।

ପ୍ରତିଯୋଗିତାର ପ୍ରଣାଳୀ ଅତି ସରଳ । ଆପଣ ସବସ୍କ୍ରାଇବ କରିବେ, ପ୍ରଶ୍ନର ଉତ୍ତର ଦେବେ ଓ ଆପଣ ଜିତିବାର ଏକ ସୁଯୋଗ ପାଇପାରିବେ ।

‘ମନି କଣ୍ଟ୍ରୋଲ୍ ପ୍ରୋ’ର ବାର୍ଷିକ ସବ୍ସକ୍ରିପ୍ସନ୍‌ ଯୋଜନା ୯୯୯ ଟଙ୍କା ପରିବର୍ତ୍ତେ ୩୯୯ ଟଙ୍କାରେ ପାଇବା ପାଇଁ ରିହାତି କୁପନ୍ PRO2020 ସହିତ ସବସ୍କ୍ରାଇବ କରନ୍ତୁ । ଏହି ସୁବିଧା କେବଳ ୱେବ୍ ଓ ଆଣ୍ଡ୍ରଏଡ ଫୋନରେ ଉପଲବ୍ଧ । ସବସ୍କ୍ରାଇବ କରିବା ପରେ ପ୍ରତିଯୋଗିତାର ପ୍ରଶ୍ନଗୁଡ଼ିକର ସଠିକ୍ ଉତ୍ତର ଦିଅନ୍ତୁ ଓ ତାହା ଦାଖଲ କରନ୍ତୁ ।

୧,୦୦୦ ଭାଗ୍ୟଶାଳୀ ବିଜେତାଙ୍କୁ ୪୦୦ ଟଙ୍କାର ଆମାଜନ ଭାଉଚର ଜିତିବାର ସୁଯୋଗ ମିଳିବ । ପ୍ରତ୍ୟେକ ସପ୍ତାହରେ ବିଜେତାଙ୍କ ତାଲିକା ଘୋଷିତ ହେବ । ଜଣେ ଭାଗ୍ୟଶାଳୀ ବିଜେତା ୧ ଲକ୍ଷ ଟଙ୍କାର ମେଗା ପ୍ରାଇଜ୍‌ ଜିତିବାର ସୁଯୋଗ ବି ପାଇବେ । ଏହି ବିଜେତାଙ୍କ ନାମ ଏପ୍ରିଲ ୧୦ ତାରିଖ ବା ତାହା ପୂର୍ବରୁ ପ୍ରକାଶ କରାଯିବ । ଏଥିରେ ସର୍ତ୍ତାବଳୀ ଲାଗୁ ରହିବ ।

ପ୍ରତିଯୋଗିତାର ବିବରଣୀ ପାଇଁ ଏହି ଲିଙ୍କରେ (https://www.moneycontrol.com/promos/pro.php)  କ୍ଲିକ୍‌ କରନ୍ତୁ । ଗୁଡ୍‌ ଲକ୍‌!
First published: March 15, 2020, 12:49 AM IST