ଯାଜପୁର କବାଡି ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ; ଜଣେ ଆହାତ

ଯାଜପୁର ଜିଲ୍ଲାରେ କବାଡ଼ି ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। କୋରେଇ ଥାନା ଧନେଶ୍ୱର ଛକରେ ନିକଟରେ ଥିବା କବାଡି ଗୋଦାମରେ ଅଗ୍ନିକାଣ୍ଡ ହୋଇଛି ।

ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ;

ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ;

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ଭୁବନେଶ୍ୱର: ଯାଜପୁର ଜିଲ୍ଲାରେ କବାଡ଼ି ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। କୋରେଇ ଥାନା ଧନେଶ୍ୱର ଛକରେ ନିକଟରେ ଥିବା କବାଡି ଗୋଦାମରେ ଅଗ୍ନିକାଣ୍ଡ ହୋଇଛି । ସୂଚନା ଅନୁଯାୟୀ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ୨ଟି ଟିମ୍‌ ପହଞ୍ଚି ନିଆଁ ଲିଭାଉଛନ୍ତି ।

ନିଆଁ ଲିଭାଉଥିବା ସମୟରେ ଜଣେ ଅଗ୍ନିଶମ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ଗୋଦାମରେ କାହିଁକି ନିଆଁ ଲାଗିଲା କାରଣ ଏବେ ଯାଏଁ ଅସ୍ପଷ୍ଟ ରହିଛି । କିନ୍ତୁ ନିଆଁରେ କବାଡି ଗୋଦାମଟି ଜଳି ପୋଡ଼ି ପାଉଁଶ ହୋଇଯାଇଛି। ତେବେ ୩ ଜିଲ୍ଲାରେ ଶବ୍ଦ ସହ ଉକ୍ତ ଅଗ୍ନିକାଣ୍ଡର କିଛି ସଂପର୍କ ନଥିବା ସୂଚନା ମିଳିଛି। ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଏବେବି ନିଆଁ ଲିଭାକାର୍ଯ୍ୟ ଜାରି ରହିଛି।
Published by:Soumyashree Mishra
First published: