ଅତ୍ୟାବଶ୍ୟକୀୟ ଔଷଧ ତାଲିକାରୁ ହଟିଲା ୨୬ଟି ଔଷଧ; ରେନିଟିଡାଇନ ବି ବାଦ

କେନ୍ଦ୍ର ସ୍ୱାସ୍ଥ୍ଯ ମନ୍ତ୍ରୀ ଅତ୍ଯାବଶ୍ଯକ ଔଷଧର ତାଲିକା ପ୍ରକାଶ କରିଛନ୍ତି। ଏହି ତାଲିକାରେ ସମୁଦାୟ ୩୮୪ଟି ଔଷଧର ନାମ ଅଛି। ୨୬ଟି ଔଷଧକୁ ତାଲିକାରୁ ହଟାଇ ଦିଆଯାଇଛି।

କେନ୍ଦ୍ର ସ୍ୱାସ୍ଥ୍ଯ ମନ୍ତ୍ରୀ ଅତ୍ଯାବଶ୍ଯକ ଔଷଧର ତାଲିକା ପ୍ରକାଶ କରିଛନ୍ତି। ଏହି ତାଲିକାରେ ସମୁଦାୟ ୩୮୪ଟି ଔଷଧର ନାମ ଅଛି। ୨୬ଟି ଔଷଧକୁ ତାଲିକାରୁ ହଟାଇ ଦିଆଯାଇଛି।

କେନ୍ଦ୍ର ସ୍ୱାସ୍ଥ୍ଯ ମନ୍ତ୍ରୀ ଅତ୍ଯାବଶ୍ଯକ ଔଷଧର ତାଲିକା ପ୍ରକାଶ କରିଛନ୍ତି। ଏହି ତାଲିକାରେ ସମୁଦାୟ ୩୮୪ଟି ଔଷଧର ନାମ ଅଛି। ୨୬ଟି ଔଷଧକୁ ତାଲିକାରୁ ହଟାଇ ଦିଆଯାଇଛି।

  • News18 Odia
  • Last Updated :
  • Share this:
News18 Odia Digital

ନୂଆ ଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ ଆଜି ଜରୁରୀ ଔଷଧର ତାଲିକା ପ୍ରକାଶ କରିଛନ୍ତି। ଏହି ତାଲିକାରେ ସମୁଦାୟ ୩୮୪ଟି ଔଷଧର ନାମ ଅଛି। ସାତ ବର୍ଷ ଅର୍ଥାତ ୨୦୧୫ ମସିହା ପରେ ଏହି ତାଲିକାକୁ ଅପଡେଟ କରାଯାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଢଭ୍ୟ କହିଛନ୍ତି ଯେ ଏହା ଏକ ବହୁତ ଲମ୍ବା ପ୍ରକ୍ରିୟା। ବହୁ ସଂଖ୍ୟକ ବିଶେଷଜ୍ଞଙ୍କ ପରାମର୍ଶରେ ଅନେକ ବୈଠକ ଅନୁଷ୍ଠିତ ହୋଇଥିଲା। ଯାହା ପରେ ନୂଆ ତାଲିକା ଚୂଡାନ୍ତ ହୋଇଛି। ତାଲିକାରୁ ହଟିଥିବା ଔଷଧ ଗୁଡ଼ିକ ହେଲା..

1.Alteplase
2. Atenolol
3. Bleaching Powder
4. Capreomycin
5. Cetrimide
6. Chlorpheniramine
7. Diloxanide furoate
8. Dimercaprol
9. Erythromycin
10. Ethinylestradiol
11. Ethinylestradiol(A) Norethisterone (B)
12. Ganciclovir
13. Kanamycin
14. Lamivudine (A) + Nevirapine (B) + Stavudine (C)
15. Leflunomide
16. Methyldopa
17. Nicotinamide
18. Pegylated interferon alfa 2a, Pegylated interferon alfa 2b
19. Pentamidine
20. Prilocaine (A) + Lignocaine (B)
21. Procarbazine
22. Ranitidine
23. Rifabutin
24. Stavudine (A) + Lamivudine (B) 25. Sucralfate
26. White Petrolatum

ଏକ କାର୍ଯ୍ୟକ୍ରମ ସମୟରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଏହି ଔଷଧଗୁଡିକ ଆଗାମୀ ଦିନରେ ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରରେ ସୁଗମତା, ସୁଲଭତା ଓ ନିରାପତ୍ତା ନିଶ୍ଚିତ କରିବ। ପିଏମ ମୋଦିଙ୍କ ସୁଲଭତା ଔଷଧର ଉପଲବ୍ଧତା ଦାବିରେ ଉପଯୋଗୀ ପ୍ରମାଣିତ ହେବ।

ସୂଚନା ଅନୁଯାୟୀ, ୩୪ଟି ନୂତନ ଔଷଧ ଏହି ଜରୁରୀ ଔଷଧ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି। ଏଥି ସହିତ କେନ୍ଦ୍ର ସରକାର ତାଲିକାରୁ ୨୬ ଟି ଔଷଧ ହଟାଇ ଦେଇଛନ୍ତି। ଅଭାବୀ ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି।
Published by:Soumya Das
First published: