ମାହାଙ୍ଗା ବିଧାୟକଙ୍କ ମହାନତା; ସରପଞ୍ଚଙ୍କ ଶବକୁ ଦେଲେ କାନ୍ଧ

ଜଣେ ସରପଞ୍ଚଙ୍କ ଶବକୁ କାନ୍ଧ ଦେଇ ଚର୍ଚ୍ଚାରେ ମାହାଙ୍ଗା ବିଧାୟକ ।

ଚର୍ଚ୍ଚାରେ ମାହାଙ୍ଗା ବିଧାୟକ

ଚର୍ଚ୍ଚାରେ ମାହାଙ୍ଗା ବିଧାୟକ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଜଣେ ଜନ ପ୍ରତିନିଧୀ ଭାବେ ଲୋକଙ୍କ ସୁଖଦୁଃଖରେ ଠିଆ ହେବା କର୍ତ୍ତବ୍ଯ ଭାବେ ପରିଗଣତି ହୋଇଥାଏ। ଯାହାକୁ ପ୍ରମାଣ କରି ଦେଖାଇଛନ୍ତି ମାହାଙ୍ଗା ବିଧାୟକ ତଥା ପୂର୍ବତନ କ୍ଯାବିନେଟ ମନ୍ତ୍ରୀ ପ୍ରତାପ ଜେନା । ଜଣେ ସରପଞ୍ଚଙ୍କ ମୃତଦେହକୁ କାନ୍ଧ ଦେଇ ବେଶ ଚର୍ଚ୍ଚାକୁ ଆସିଛନ୍ତି ମାହାଙ୍ଗା ବିଧାୟକ ।

ଗୋତରା ପଞ୍ଚାୟତର ସରପଞ୍ଚଙ୍କ ରତ୍ନାକର ସାହୁଙ୍କର ମୃତ୍ଯୁ ହୋଇଛି। ତାଙ୍କର ମୃତ୍ୟୁ ପରେ ବିଧାୟକ ପ୍ରତାପ ଜେନା ତାଙ୍କ ଶବକୁ କାନ୍ଧ ଦେଇଛନ୍ତି। ଯାହାର ଫଟୋ ସୋସିଆଲ ମିଡିଆରେ ପ୍ରକାଶ ପାଇଛି । ଲୋକମାନେ ବିଧାୟକଙ୍କ ମହାନତାକୁ ବେଶ ପ୍ରଶଂସା କରୁଛନ୍ତି ।
Published by:Soumya Das
First published: