ଆଜି ବି ଭୁବନେଶ୍ବରରେ ହ୍ରାସ୍ ପାଇଛି ସୁନା ଦର; ଜାଣନ୍ତୁ କେତେ ଅଛି ମୂଲ୍ୟ

ଆଜି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ସୁନା ମୂଲ୍ୟ ୨୪ କ୍ୟାରେଟରେ ୧୬୦ ଓ ୨୨ କ୍ୟାରେଟରେ ୧୦ ଗ୍ରାମରେ ୧୫୦ ଟଙ୍କା ହ୍ରାସ ପାଇଛି। ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମର ମୂଲ୍ୟ ୪୯,୩୦୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମର ମୂଲ୍ୟ ୪୫,୨୦୦ ଟଙ୍କା ଅଛି ।

ଆଜି ବି ଭୁବନେଶ୍ବରରେ ହ୍ରାସ୍ ପାଇଛି ସୁନା ଦର

ଆଜି ବି ଭୁବନେଶ୍ବରରେ ହ୍ରାସ୍ ପାଇଛି ସୁନା ଦର

  • Share this:
News18 Odia Digital

ଭୁବନେଶ୍ବର: ୨୪ କ୍ୟାରେଟ୍ ପାଇଁ ଭାରତରେ ସୁନା ମୂଲ୍ୟ ୭୯୦ ଟଙ୍କା ବୃଦ୍ଧି ପାଇଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୨୨ କ୍ୟାରେଟ୍ ମୂଲ୍ୟ ୨୧୦ ଟଙ୍କା ହ୍ରାସ ପାଇଛି । ଡିସେମ୍ବର ୩୦ ସୁଦ୍ଧା, ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୯,୦୧୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୭,୦୧୦ ଟଙ୍କା ଅଛି ।

ଗତକାଲି ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୮,୨୨୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୭,୨୨୦ ଟଙ୍କା ।

ଚେନ୍ନାଇରେ ୨୪ କ୍ୟାରେଟ୍ ୧୦ ଗ୍ରାମ ସୁନା ମୂଲ୍ୟ ୪୯,୩୯୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ୧୦ ଗ୍ରାମ ସୁନା ୪୫,୨୭୦ ଟଙ୍କା । ଜାତୀୟ ରାଜଧାନୀ ଦିଲ୍ଲୀରେ ୨୪ କ୍ୟାରେଟ୍ ୧୦ ଗ୍ରାମ ସୁନା ହାର ୫୧,୬୦୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ୧୦ ଗ୍ରାମ ସୁନା ୪୭,୩୦୦ ଟଙ୍କା ଅଛି ।

କୋଲକାତାରେ ୨୪ କ୍ୟାରେଟ୍ ୧୦ ଗ୍ରାମ ପାଇଁ ସୁନା ହାର ୫୦,୦୦୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ୧୦ ଗ୍ରାମ ୪୭,୩୦୦ ଟଙ୍କା । ଅନ୍ୟପକ୍ଷରେ ମୁମ୍ବାଇରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ୪୯,୦୧୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ୪୭,୦୧୦ ଟଙ୍କା ରହିଛି।

ଆଜି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ସୁନା ମୂଲ୍ୟ ୨୪ କ୍ୟାରେଟରେ ୧୬୦ ଓ ୨୨ କ୍ୟାରେଟରେ ୧୦ ଗ୍ରାମରେ ୧୫୦ ଟଙ୍କା ହ୍ରାସ ପାଇଛି। ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମର ମୂଲ୍ୟ ୪୯,୩୦୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମର ମୂଲ୍ୟ ୪୫,୨୦୦ ଟଙ୍କା ଅଛି ।

ଗତ କାଲି ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୪୯,୪୬୦ ଟଙ୍କା ହୋଇଥିବାବେଳେ ୨୨ କ୍ୟାରେଟ୍ ସୁନା୧୦ ଗ୍ରାମ ୪୫,୩୫୦ ଟଙ୍କା ଥିଲା ।
Published by:Lipina Das
First published:
)}