ଗଞ୍ଜାମ: ମୃତ ବଡ଼ ଭଉଣୀର ଆତ୍ମା ଆସିଲା ସାନର ଦେହକୁ, କହିଲା ହତ୍ୟା ହୋଇଥିଲା; ଭିଡିଓ ଭାଇରାଲ୍

ପ୍ରମୋଦିନୀର ଚିତ୍କାର ଶୁଣି ତା’ ମା’ ନଦୀ ପଠାକୁ ଦୌଡ଼ି ଆସିଥିଲେ । ସେଠି ପ୍ରମୋଦିନୀର ମୃତ ଦେହ ପଡ଼ିଥିବା ଦେଖିଥିଲେ। ତା’ ଦେହର ଅନେକ ସ୍ଥାନରେ କ୍ଷତ ଥିଲା । ଏବେ ସାନ ଭଉଣୀର ଭିଡିଓ ଏହି ଘଟଣାକୁ ନୂଆ ମୋଡ଼ ଦେଇଛି ।

ଗଞ୍ଜାମ: ମୃତ ବଡ଼ ଭଉଣୀର ଆତ୍ମା ଆସିଲା ସାନର ଦେହକୁ, କହିଲା ହତ୍ୟା ହୋଇଥିଲା; ଭିଡିଓ ଭାଇରାଲ୍
ଅର୍ଦ୍ଧ-ସଚେତନ ଅବସ୍ଥାରେ ଥିବା ସାନ ଭଉଣୀ ଖାତାରେ ହତ୍ୟାକାରୀଙ୍କ ନାଆଁ ଲେଖୁଛି । ତା’ ଦେହରେ ବଡ଼ର ପ୍ରେତାତ୍ମା ଆସିଛି ବୋଲି ପରିବାର ଲୋକେ କହିଛନ୍ତି ।
  • News18 Odia
  • Last Updated: June 22, 2020, 10:46 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବ୍ରହ୍ମପୁର: ପାଖାପାଖି ଦେଢ଼ ମାସ ତଳେ ଜଣେ ଯୁବତୀର ଅଚାନକ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋବା ପରେ ତା’ର ଆତ୍ମା ତା’ ସାନ ଭଉଣୀ ଦେହକୁ ଆସି କହିଛି ଯେ ତା’ର (ବଡ଼ ଭଉଣୀର) ମୃତ୍ୟୁ ଏକ ହତ୍ୟା ଥିଲା । ଏମିତି ଘଟଣା ହୋଇଛି ବୋଲି ଗଞ୍ଜାମର ଏକ ପରିବାର କହିଛି । ବାସ୍ତବରେ ସାନ ଭଉଣୀ ଭିତରକୁ ଆସିଥିବା ପ୍ରେତାତ୍ମା ଏମିତି କଥା ଏକ ଖାତାରେ ଲେଖୁଥିବା ବେଳେ ଘର ଲୋକେ ଏକ ଭିଡିଓ ବି ବନେଇଛନ୍ତି ବୋଲି କହିଛନ୍ତି ।

ଏହି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ (Ganjam Digapahandi) କରପଡ଼ା ପଞ୍ଚାୟତର ଦେଖାଳି ଗାଁରେ । ସାନ ଭଉଣୀ ଶରୀରରେ ମୃତକ ବଡ଼ ଭଉଣୀର ପ୍ରେତାତ୍ମା ସବାର ହୋଇ ମୃତ୍ୟୁ ସମ୍ପର୍କରେ କହିବା ସହ ଏକ ଖାତାରେ ଲେଖି ଚାଲୁଥିବା ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଏହି ଭିଡ଼ିଓରେ ବଡ଼ ଭଉଣୀକୁ କେତେ ଜଣ ମାରିଛନ୍ତି ସେ କଥା ସାନ ଭଉଣୀ ଏକ ଖାତାରେ ଲେଖୁଥିବା ଦେଖିବାକୁ ମିଳିଛି ।

ସାନ ଭଉଣୀ ଅର୍ଦ୍ଧ-ସଚେତନ ଥିବା ଅବସ୍ଥାରେ ତାକୁ ପରିବାର ଲୋକେ ବଡ଼ ଭଉଣୀ ବୋଲି ମନେକରି ତା’ ମୃତ୍ୟୁ ବିଷୟରେ ପଚାରୁଛନ୍ତି ଓ ସେ ସେହି ସବୁ ପ୍ରଶ୍ନର ଉତ୍ତର ଦୀର୍ଘ ସମୟ ଦେଉଛି । ତା’ପରେ ଝିଅଟି ବେହୋସ ହୋଇ ପଡ଼ିଯାଇଥିବା ଦେଖିବାକୁ ମିଳିଛି । ଘଟଣାର ସତ୍ୟାସତ୍ୟ ଏ ପର୍ଯ୍ୟନ୍ତ ଯାଞ୍ଚ ହୋଇ ନାହିଁ, ହେଲେ ପରିବାର ଲୋକଙ୍କ କହିବା ଅନୁସାରେ ଏହା ସତ୍ୟ ।

ସାନ ଭଉଣୀ ଖାତାରେ ହତ୍ୟାକାରୀଙ୍କ ନାଆଁ ଲେଖୁଛି ବୋଲି ପରିବାର ଲୋକେ କହିଛନ୍ତି ।


ବାସ୍ତବରେ ମେ ମାସ ୧୦ ତାରିଖ ଦିନ ଦେଖାଳି ଗ୍ରାମର ଲଡୁ ନାୟକଙ୍କ ଯୁବତୀ ଝିଅ ପ୍ରମୋଦିନୀର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଏହି ମୃତ୍ୟୁକୁ ପରିବାର ଲୋକେ ଏକ ହତ୍ୟା ବୋଲି କହି ଏହାର ତଦନ୍ତ ଓ ହତ୍ୟାକାରୀମାନଙ୍କ ଗିରଫ ଦାବି କରିଥିଲେ । ହେଲେ ଏ ପର୍ଯ୍ୟନ୍ତ ପୋଲିସ କାହାରିକୁ ଗିରଫ କରିନାହିଁ ।

ପରିବାର ଲୋକଙ୍କ କହିବା ଅନୁସାରେ ମେ ୧୦ ତାରିଖରେ ପ୍ରମୋଦିନୀ ନିଜ ମା’ଙ୍କ ସହ ଜମିକୁ ଯାଇଥିଲେ । କାମ ସରିଯିବା ପରେ ସେ ନିକଟସ୍ଥ ନଦୀକୁ ଯାଇଥିଲେ । ତାଙ୍କ ମା’ ଏକା ଘରକୁ ଫେରୁଥିବା ବେଳେ ପ୍ରମୋଦିନୀର ଚିତ୍କାର ଶୁଣି ନଦୀକୁ ଦୌଡ଼ି ଆସିଥିଲେ । ସେ ଦେଖିବାକୁ ପାଇଥିଲେ ଝିଅର ମୃତ ଦେହ ପଡ଼ିଛି । ପ୍ରମୋଦିନୀର ମୃତ ଦେହର ଅନେକ ସ୍ଥାନରେ କ୍ଷତ ଥିବା କହିଛନ୍ତି ପରିବାର ଲୋକେ ।

ନଦୀ ପଠାର ଏହି ସ୍ଥାନରେ ପ୍ରମୋଦିନୀର ମୃତ ଦେହ ପଡ଼ିଥିଲା । ପୋଲିସ ପରିଦର୍ଶନ ସମୟର ଏକ ଫଟୋ ।


କେ ନୂଆଁଗାଁ ଥାନା ପୋଲିସକୁ ଖବର ଦିଆଯିବା ପରେ ଏକ ପୋଲିସ ଦଳ ପହଞ୍ଚି ଶବକୁ ବ୍ୟବଛେଦ ପାଇଁ ବ୍ରହ୍ମପୁର MKCGକୁ ପଠାଇଥିଲା । ପରିବାରର ଅଭିଯୋଗ କ୍ରମେ ପରେ ପୋଲିସ ପକ୍ଷରୁ ଏକ ହତ୍ୟା ମାମଲା ରୁଜୁ କରାଯାଇଥିଲା । ତଦନ୍ତ ଜାରି ରହିଛି ବୋଲି ପୋଲିସ କହିଛି ।

ପ୍ରମୋଦିନୀକୁ କିଛି ଲୋକ ନଦୀ ପଠାରେ ବଳାତ୍କାର କରିବା ପରେ ହତ୍ୟା କରିଥିବା କହିଛନ୍ତି ତା’ ପରିବାର ଲୋକେ । ଏହି ମୃତ୍ୟୁର ତିନି ଦିନ ପରେ କେତେକ ପରିବାର ସଦସ୍ୟ ବ୍ରହ୍ମପୁର ଏସ୍‌.ପି.ଙ୍କୁ ଦୁଇ ଥର ସାକ୍ଷାତ କରି ବଳାତ୍କାର ଓ ହତ୍ୟା ସନ୍ଦେହର କାରଣ କହିଥିଲେ ଓ ଯଥା ଶୀଘ୍ର ହତ୍ୟାକାରୀମାନଙ୍କୁ ଗିରଫ କରିବା ପାଇଁ ଅନୁରୋଧ କରିଥିଲେ । କିନ୍ତୁ ତଦନ୍ତକୁ ଦେଢ଼ ମାସରୁ ଅଧିକ ହୋଇଯାଇଥିଲେ ମଧ୍ୟ ପୋଲିସ ଏ ପର୍ଯ୍ୟନ୍ତ କାହାରିକୁ ଗିରଫ କରିନାହିଁ ।

ଏଭଳି ସମୟରେ ସାନ ଭଉଣୀ ଦେହରେ ବଡ଼ ଭଉଣୀର ପ୍ରେତାତ୍ମା ସବାର ହେବା ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରଲ (viral video in Ganjam) ହେବା ପରେ ଘଟଣା ନୂଆ ମୋଡ଼ ନେବାରେ ଲାଗିଛି । ଭିଡ଼ିଓଟି ତିନି ଦିନ ପୂର୍ବର ବୋଲି କୁହାଯାଉଛି । ଘର ଦାଣ୍ଡରେ ଯୁବତୀ ଜଣଙ୍କ ଭୁତ ଆସିବା ଭଳି ଆଚରଣ କରି ତା ବଡ଼ ଭଉଣୀକୁ କିଏ ମାରିଛି ତାହା ଏକ ଖାତାରେ ଲେଖିଥିବା କହିଛନ୍ତି ପରିବାର ଲୋକେ ।

ଏହା ବି ପଢ଼ନ୍ତୁ: 

ଏହି ସୁନ୍ଦର ଓ ଜଟିଳ ଆସନ କେମିତି କରିବେ? ଅଭିନେତ୍ରୀ ମଲାଇକା ଅରୋଡ଼ା ଉପାୟ କହିଛନ୍ତି

ମହିଳା ରସି ଲଗାଇ ଆତ୍ମହତ୍ୟା କରୁଥିଲେ; ୩ ବର୍ଷର ଝିଅ କାନ୍ଦିବାରୁ ତାଙ୍କ ଜୀବନ ରକ୍ଷା ହେଲା

ଆମର ୨୦ ଜଣ ସୈନ୍ୟଙ୍କ ହତ୍ୟା ହେବା ପରେ ଭାରତବାସୀ ଚୀନ୍‌ ବିଷୟରେ କଣ୍‌ ଭାବୁଛନ୍ତି? ଏହି ସର୍ଭେରୁ ଜଣା ପଡ଼ିଲା

ଯୋଗ ଦିବସ: ଏହି ପ୍ରସିଦ୍ଧ ‘ନଗ୍ନ ଯୋଗ ନାରୀ’ ଏମିତି ଯୋଗ କରନ୍ତି; ଫଟୋ ଭାଇରାଲ୍ ହେଉଛି

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଟିଭିରେ ବାରମ୍ବାର ଦେଖି ୧୭ ବର୍ଷୀୟା ଛାତ୍ରୀ ଆତ୍ମହତ୍ୟା କଲା

ଆତ୍ମହତ୍ୟା କରୁଥିବା ଲୋକେ ମରିବାକୁ ଚାହୁଁଛନ୍ତି ବୋଲି ବି ନିଶ୍ଚିତ ନ ଥାନ୍ତି; ମିଡ଼ିଆର ଭୂମିକା ମହତ୍ୱପୂର୍ଣ୍ଣ

ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ

କାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍‌

ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେ

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 22, 2020, 10:46 PM IST
corona virus btn
corona virus btn
Loading