ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶକୁ ଫୋକସ୍: ଡିସେମ୍ବର ସୁଦ୍ଧା ସବୁ ସ୍କୁଲରେ ସ୍ମାର୍ଟ ଲର୍ଣ୍ଣିଂ ସେଣ୍ଟର

ସରକାରୀ ସ୍କୁଲ ପିଲାଙ୍କୁ ନୋଟ୍ ବୁକ୍ ଦିଆଯିବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଏଥିସହ ଶିକ୍ଷକଙ୍କ ପାଠପଢ଼ା ନୋଟବୁକରେ ଉଲ୍ଲେଖ ହେବ । ପିଲାଙ୍କ ହୋମ ୱାର୍କ ବି ଉଲ୍ଲେଖ କରାଯିବ ।

ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶକୁ ଫୋକସ୍: ଡିସେମ୍ବର ସୁଦ୍ଧା ସବୁ ସ୍କୁଲରେ ସ୍ମାର୍ଟ ଲର୍ଣ୍ଣିଂ ସେଣ୍ଟର

ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶକୁ ଫୋକସ୍: ଡିସେମ୍ବର ସୁଦ୍ଧା ସବୁ ସ୍କୁଲରେ ସ୍ମାର୍ଟ ଲର୍ଣ୍ଣିଂ ସେଣ୍ଟର

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର: ବଜେଟରେ (budget) ଶିକ୍ଷା କ୍ଷେତ୍ରକୁ ଅଧିକ ଗୁରୁତ୍ୱ । ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶ କିଭଳି ହେବ। ତା ଉପରେ ଫୋକସ ରହିଛି। ସେଥିପାଇଁ ସ୍ୱତନ୍ତ୍ର ଭାବେ ବଜେଟ କରାଯାଇଛି। ଏଣିକି ଘରୋଇ ସ୍କୁଲ ଭଳି ସରକାରୀ ସ୍କୁଲ ପିଲାଙ୍କୁ ନୋଟ ବୁକ୍ (Note book) ଦିଆଯିବ। ପିଲା କ'ଣ ପଢ଼ୁଛି ଜାଣିପାରିବେ ଅଭିଭାବକ (parents) । ସେପଟେ ମନ୍ତ୍ରୀ ସମୀର ଦାଶ କହିଛନ୍ତି, ମାର୍ଚ୍ଚ ୧ରୁ ଯୁକ୍ତ ଦୁଇ ପରୀକ୍ଷା ଲାଗି ପ୍ରସ୍ତୁତି ସରିଛି ।

ସରକାରୀ ସ୍କୁଲ ପିଲାଙ୍କୁ ନୋଟ୍ ବୁକ୍ ଦିଆଯିବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଏଥିସହ ଶିକ୍ଷକଙ୍କ ପାଠପଢ଼ା ନୋଟବୁକରେ ଉଲ୍ଲେଖ ହେବ । ପିଲାଙ୍କ ହୋମ ୱାର୍କ ବି ଉଲ୍ଲେଖ କରାଯିବ ।  ସେହିପରି ଡିସେମ୍ବର ସୁଦ୍ଧା ସବୁ ସ୍କୁଲରେ ସ୍ମାର୍ଟ ଲର୍ଣ୍ଣିଂ ସେଣ୍ଟର ହେବ।

ଏହି ଖବର ପଢ଼ନ୍ତୁ - http://ଏପ୍ରିଲ ପହିଲାରୁ ରାସ୍ତାରୁ ହଟିବ ପୁରୁଣା ଗାଡ଼ି: ଜାଣନ୍ତୁ ସରକାରଙ୍କ ସ୍କ୍ରାପ୍ ପଲିସି

ମୋ କଲେଜ ଅଭିଯାନ, ଆକାଂକ୍ଷା ଯୋଜନା, ଅନ୍ବେଷା ଯୋଜନା, CM ମେଧାବୀ ଛାତ୍ର ପ୍ରୋତ୍ସାହନ, CM ଶିକ୍ଷା ପୁରସ୍କାର ଭଳି ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରଯାଇଛି। ଆଉ ଏଥିପାଇଁ ଶିକ୍ଷା ବଜେଟରେ ବ୍ୟୟ ଅଟକଳ କରାଯାଇଛି। ଯାହାକୁ ଆଭିଭାବକ ସଂଘ ଓ ଶିକ୍ଷାବିତ ମାନେସ୍ୱାଗତ କରିଛନ୍ତି।
Published by:Soubhagya Mishra
First published: